ଏହି ଟିକେ ଭୁଲ କରି ଦେଇଥାଏ କୋଟିପତିକୁ ବି ରାସ୍ତା କଡ଼ର ଭିକାରି- ଆପଣ କରୁ ନାହାନ୍ତି ତ ଏହି ଭୁଲ?

ସବୁବେଳେ ଆପଣ ଶୁଣିଥିବେ ବା ଦେଖିଥିବେ କି କେତେକ ଧନୀ ,କରୋଡପତି ବ୍ୟକ୍ତି ବି ଦେଖୁ ଦେଖୁ କାଙ୍ଗାଳ ହୋଇଯାନ୍ତି । ତାଙ୍କ ସହିତ ଏମିତି ଘଟିଥାଏ ଯାହାଦ୍ୱାରା ଏସଡ଼ବଲଇଉ ଧନୀ ରୁ ଗରିବ ହୋଇଯାନ୍ତି ,ଯେତବେଳେ କି ତାଙ୍କ ପରିବାର ରେ କେହି ବି କୌଣସି ଖରାପ ଅଭ୍ୟାସରେ ଲିପ୍ତ ହୋଇ ନଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଏଥିପାଇଁ ବି ହୋଇଥାଏ କି ତାଙ୍କ ଘରେ କିଛି ଏମିତି ଜିନିଷ ରଖି ଥାନ୍ତି ଯାହା ତାଙ୍କ ପାଇଁ କିଛି ବି ଉପଯୋଗି ନୁହେଁ । ଯାହାର ନକରାତ୍ମକ ଶକ୍ତି କାରଣରୁ କରୋଡ଼ପତି ବି କାଙ୍ଗାଳ ହୋଇ ଯାଇଥାଏ ।

କଣ ଆପଣଙ୍କ ହାତରେ ବି ଏମିତି ଜାଗା ଅଛି ଏହି ରେଖା ,ତୁରନ୍ତ ଦେଖନ୍ତୁ

ସବୁ ବ୍ୟକ୍ତିଙ୍କୁ ନିଜ ଘରର ଇଶାନ କୋଣକୁ ଧ୍ୟାନରେ ରଖିବା ଦରକାର କାରଣ ଏହି ଜାଗା ଭଗବାନଙ୍କର ଜାଗା ହୋଇଥାଏ ,ଯଦି ଏହି ସ୍ଥାନରେ ଅଳିଆ ବା ଡଷ୍ଟବିନ ବା ଅନ୍ୟ ଅଦରକାରୀ ଜିନିଷ ଥିବା କାରଣରୁ ଧନବାନ ବି ନିର୍ଧନି ହେବାରେ ଡେରି ହୋଇ ନଥାଏ । ଏଥିପାଇଁ ଭୁଲରେ ବି ଏହି ଜାଗାରେ ଅଳିଆ ଏକାଠି ହେବାକୁ ଦିଅନ୍ତୁ ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ନଳାରୁ ବା ପାଇପ ଲାଇନ ରୁ ପାଣି ପଡୁଥାଏ ତାହେଲେ ଆପଣଙ୍କ ଘରେ ଖର୍ଚ ବଢିବା ଆରମ୍ଭ ହୋଇ ଯାଇଥାଏ ଏବଂ ଧନୀ ବି କାଙ୍ଗାଳ ହୋଇ ଯାଇଥାଏ । ଏଥିପାଇଁ ଯଦି ଆପଣଙ୍କ ଘରେ ଏମିତି ହେଉଥାଏ ତାହେଲେ ତାହାକୁ ଜଲ୍ଦି ଅଟକାନ୍ତୁ ।

ଯଦି କାହା ଘରର ମୁଖ୍ୟ ଦ୍ଵାର ଦକ୍ଷିଣ ଦିଗରେ ହୋଇଥାଏ ତାହେଲେ ଧନୀ ପରିବାର ବି ଦୁଖୀ ,ରୋଗୀ ଏବଂ ଲଗାତାର ଟଙ୍କା ଖର୍ଚ ହୋଇଥାଏ ।

ଯଦି କାହା ଘରେ ବେଡରୁମ ରେ ପଲଙ୍କ ଭାଙ୍ଗି ଯାଇଥିବ ଏବଂ ଯଦି ତାକୁ ବଦଳା ଯାଏ ନାହିଁ ତାହେଲେ ତାଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ତେବେ ଯଦି ଆପଣ ମଧ୍ୟ କରୁଛନ୍ତି ଏମିତି କିଛି ଭୁଲ ହୋଇ ଯାଆନ୍ତୁ ସାବଧାନ । ଆଶା କରୁଛୁ ଆପଣାକୁ ଆମର ଏହି ଟିପ୍ସ ଗୁଡିକ ପସନ୍ଦ ଆସୁଥିବ, [ଅସନ୍ଦ ଆସୁଥିଲେ ଲାଇକ କରନ୍ତୁ ଶେୟାର କରନ୍ତୁ ଓ ନିଜର ମତ କମେଣ୍ଟ କରନ୍ତୁ । ଆଗକୁ ମଧ୍ୟ ଏହି ଭଳି ଅନୀକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *