କୁହାଯାଏ କି ଘରର ଝିଅ ଏବଂ ବୋହୁ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଘରେ ଝିଅ ହେବାର ମାନେ ସାକ୍ଷାତ ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ବୋଲି କୁହାଯାଇଛି । ଏହି ଝିଅମାନେ ପୁଅଙ୍କ ଠାରୁ ବି ଅଧିକ ସୁଖ ଏବଂ ସମୃଦ୍ଧି ଘର ଲୋକଙ୍କୁ ଦେଇଥାନ୍ତି । ଯେମିତି ଘରର ଝିଅ ବିବାହ ପରେ ବିଦା ହୋଇ ଚାଲିଯାଇଥାଏ ସେହିପରି ଅନ୍ୟ ଘରର ଝିଅ ବୋହୁ ହୋଇ ଘରେ ପ୍ରବେଶ କରିଥାଏ । ଏହି ପ୍ରକାରରେ ଘରେ ଲକ୍ଷ୍ମୀ ସବୁବେଳେ ବାସ କରିଥାନ୍ତି ।
ଆଜି ଆମେ କଥା ହେବା ଜନ୍ମର ମାସ ବିଷୟରେ କି କେଉଁ ମାସରେ ଜନ୍ମ ହୋଇଥିବା ଝିଅମାନେ ସୁନ୍ଦର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।
ଜ୍ୟୋତିଷଙ୍କୁ ମାନୁଥିଲେ ଆପଣ ଜନ୍ମ ମାସରୁ କୌଣସି ଝିଅର ଭାଗ୍ୟ ବିଷୟରେ ଜାଣିପାରିବେ । ତାହେଲେ ଚାନତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ ।
ସୁନ୍ଦର ଏବଂ ଭାଗ୍ୟଶାଳୀ ଝିଅମାନେ
ଜାନୁୟାରୀ
ଏହି ମାସରେ ଜନ୍ମ ନେଇଥିବା ଝିଅମାନେ ବହୁତ ରୂପବାନ ଏବଂ ସୁନ୍ଦର ହୋଇଥାନ୍ତି । ଏମାନେ ପାଠରେ ବି ବହୁତ ଦ୍ରୁତ ହୋଇଥାନ୍ତି ଏବଂ ନିଜର ପରିଶ୍ରମରେ ସଫଳତା ହାସଲ କରିଥାନ୍ତି । ଏମାନଙ୍କୁ ସବୁବେଳେ ଭାଗ୍ୟର ସହାୟତା ମିଳିଥାଏ ।
ଫେବୃୟାରୀ
ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ପ୍ୟାରି ଏବଂ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ମନକୁ ସବୁ କରନ୍ତି ଏବଂ କାହା କଥାକୁ ଧ୍ୟାନ ଦିଅନ୍ତି ନାହିଁ ।
ଜୁଲାଇ
ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସୁନ୍ଦର ସହିତ ଭାଗ୍ୟଶାଳୀ ବି ହୋଇଥାନ୍ତି । ଏମାନେ କିଛି ମୁହୂର୍ତରେ କାହାକୁ ବି ନିଜର ଦିୱାନା କରି ପାରିବେ ।
ଅଗଷ୍ଟ
ଏମାନେ ସୁଦର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ବି ଏହାର ମୌକା ମିଳିଥାଏ ।
ଅକ୍ଟୋବର
ଏହି ମାସରେ ଜନ୍ମ ନେଇଥିବା ଝିଅମାନେ ଟିକେ ରାଗି ହୋଇଥାନ୍ତି କିନ୍ତୁ ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏମାନେ ବହୁତ ସୁନ୍ଦର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । କୌଣସି ମଣିଷ ଏମାନଙ୍କୁ ଦେଖି ପାଗଳ ହେଇପାରେ ।
ଯଦି ଆପଣ ଏହି ମାସ ଗୁଡିକରେ ଜନ୍ମ ହୋଇଥାନ୍ତି ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ,ଯଦି ଆପଣଙ୍କର ସ୍ତ୍ରୀ ବା ଗାର୍ଲଫ୍ରେଣ୍ଡଙ୍କ ଜନ୍ମ ଏହି ମାସରେ ହୋଇଥାଏ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଖୁସିର କଥା । ଏହି ଝିଅମାନଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ଥାଏ ଏବଂ ଏହି କାରଣରୁ ଏମାନେ ସୁନ୍ଦର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯାହା ଚାହିଁଥାନ୍ତି ତାଙ୍କୁ ସେ ସବୁକିଛି ମିଳିଥାଏ ।