ମୋ ସ୍ଵାମୀଙ୍କୁ କେବଳ ପୁରୁଷ ହିଁ ପସନ୍ଦ, ବିଛଣାକୁ ଆସିବା ମାତ୍ରେ ହିଁ କରିବାକୁ ଲାଗେ ଏମିତି ବ୍ୟବହାର

ବିବାହ ସମସ୍ତଙ୍କ ଜୀବନର ଏକ ସ୍ଵପ ଥାଏ ଲୋକ ବିବାହକୁ ନେଇ ସବୁ ଦେଖାଶୁଣା କରନ୍ତି ସେ ଝିଅ ହେଉ କି ପୁଅ କୌଣସି ବି ମଣିଷ ପାଇଁ ଏକ ଖାସ ଅନୁଭବ ହୋଇଥାଏ । କିନ୍ତୁ ଜରୁରୀ ନୁହଁ କି ସମସ୍ତଙ୍କ ଇଚ୍ଛା ପୂରଣ ହେବ ଏହା ଆମେ ଏଥିପାଇଁ କହୁଛୁ କି ବିବାହର ମାନେ ହେଉଛି ଆପଣ ଏବଂ ଆପଣଙ୍କର ଜୀବନସାଥୀ ଜଣେ ଅନ୍ୟ ଜଣଙ୍କ ଭାବନାକୁ ବୁଝନ୍ତୁ ଏବଂ ବୁଦ୍ଧିମାନର ସହିତ ଏହି ଖାସ ସଂପର୍କକୁ ଆଗକୁ ବଢାନ୍ତୁ ।

ବିବାହର ମାନେ ଖାଲି ଶାରୀରିକ ସମ୍ପର୍କ ରଖିବା ହୋଇ ନଥାଏ କିନ୍ତୁ ଆଜିର ସମୟରେ ଶାରୀରିକ ଦରକାର ବି ସବୁ ସ୍ୱାସ୍ଥ ଶରୀରର ଆବଶ୍ୟକତା ହୋଇଥାଏ ।

ଏଥିପାଇଁ ବିବାହିତ ଜୀବନରେ ଏହାର ମୁଖ୍ୟ ଭୂମିକା ହୋଇଥାଏ । ଏମିତି ଏକ ଘଟଣା ସାମନାକୁ ଆସିଛି ଯେଉଁଠି କି ଜଣେ ସ୍ତ୍ରୀ ତା ସ୍ଵାମୀ ବିରୁଦ୍ଧରେ ପୋଲିସରେ କେସ ଲେଖାଇଛି । ଏହି ଘଟଣା ହାଇଦ୍ରାବାଦର ଅଟେ । ଯେଉଁ କାରଣ ପାଇଁ ସେ ରିପୋର୍ଟ ଲେଖାଇଛି ତାହା ଶୁଣି ସମସ୍ତେ ଆଶ୍ଚଜ୍ୟ ହୋଇ ଯାଇଛନ୍ତି ।ସେ କହିଥିଲେ କି ତାଙ୍କ ସ୍ଵାମୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିପାରୁ ନାହାଁନ୍ତି ଏବଂ ସେ ମୋ ଠାରୁ ଦୂରରେ ରହୁଛନ୍ତି । ଆପଣ ବି ଆଶ୍ଚଜ୍ୟ ହୋଇ ଯାଇଥିବେ କିନ୍ତୁ ଏହା ସତ ,କେସ କରିଥିବା ମହିଳା ଜଣେ ପ୍ରୋଫେସର ବି ରହି ସାରିଛନ୍ତି ।

ସେ କହିଛନ୍ତି କି ତାଙ୍କ ସ୍ଵାମୀଙ୍କ ନାମ ଅଙ୍କୁଶ ଅଟେ ,ବିବାହ ପରେ ସେ ଦୁଇଜଣ ବହୁତ ଖୁସିରେ ଥିଲେ କିନ୍ତୁ କିଛିଦିନ ପରେ ଅଙ୍କୁଶ ତାଙ୍କ ଠାରୁ ଦୂରତା ଆରମ୍ଭ କରିଦେଲେ । ଅଙ୍କୁଶ ତାଙ୍କ ଠାରୁ ଦୂରେଇ ରହୁଛନ୍ତି କିନ୍ତୁ ସେ କେବେ ବି ଏହାର କାରଣ କହି ନାହାଁନ୍ତି । ଏହି ମହିଳାଙ୍କ ଅନୁସାରେ ତାଙ୍କର ବିବାହିତ ଜୀବନ ନର୍କ ହେଇଗଲା । ମହିଳାଙ୍କର ସନ୍ଦେହ ହେଉଛି କି ତାଙ୍କ ସ୍ଵାମୀ କୌଣସି ଅନ୍ୟ ଝିଅ ସହିତ ସମ୍ପର୍କ ରଖିଛନ୍ତି ,କିନ୍ତୁ ତାଙ୍କର ଏହି ଭାବନା ଭୁଲ ଥିଲା ।

ମହିଳା କହିଛନ୍ତି କି ତାଙ୍କ ସ୍ଵାମୀ ସମଲିଙ୍ଗିକ ଅଟନ୍ତି ଏବଂ ସେ ନିଜର ସମଲିଙ୍ଗ ପାର୍ଟନର ଙ୍କ ସହିତ ଅଧୀକ ରାତି ପର୍ଯ୍ୟନ୍ତ କରନ୍ତି । ତାଙ୍କ ସ୍ଵାମିଙ୍କ ବ୍ୟବହାର ଏବେ ପୁରୁଷଙ୍କ ଭଳି ହୋଇ ଗଲାଣି । ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ଫୋନରୁ ଗୋଟିଏ ଭିଡିଓ ମିଳିଲା ଯାହା ତାଙ୍କ ସନ୍ଦେହକୁ ବିଶ୍ଵାସରେ ବଦଳାଇ ଦେଲା । ମହିଳା କହିଛନ୍ତି କି ସେ ଯେତବେଳେ ତାଙ୍କୁ ଦୂରକୁ ଯିବାର କାରଣ ପଚାରନ୍ତି ସେ ତାଙ୍କୁ ମାରପିଟ କରୁଥିଲେ । ସେ ବାଧ୍ୟ ହୋଇ ଆସି ପୋଲିସରେ କେସ କଲେ ।

Leave a Reply

Your email address will not be published. Required fields are marked *