ଭଗବାନ ଶିବ ନିଜେ କହିଛନ୍ତି ମୃତ୍ୟୁ ପୂର୍ବରୁ ଏହି କିଛି ସଂକେତ ବିଷୟରେ, ଥରେ ନିଶ୍ଚୟ ଜାଣନ୍ତୁ

ଏହି କଥା ଆପଣ ସମସ୍ତେ ଜାଣିଛନ୍ତି ଯେ ଶିବ ଠାକୁରଙ୍କୁ ମୃତ୍ୟୁର ଦେବତା ମଧ୍ୟ କୁହା ଯାଇଛି, କିଛି ହିନ୍ଦୁ ଧର୍ମ ପୁରାଣ ଅନୁଯାଇ ଶିବ ଠାକୁରଙ୍କ ଗୋଟେ ରୂପ ଯମ ଦେବ ବୋଲି କୁହା ଯାଇଛି ଯେଉଁ ପ୍ରାଣିମାନଙ୍କ ଜୀବନ ନେଇ ଥାନ୍ତି । ଶିବ ଠାକୁରଙ୍କ ପାଇଁ କୌଣସି ପ୍ରମାଣିକ ଗ୍ରନ୍ଥ ନାହିଁ କିନ୍ତୁ ଶିବପୁରାଣ ତାଙ୍କ ସାକ୍ଷ କୁହା ଯାଇଛି । ଶିବପୁରାଣ ଅନୁଯାଇ ଠାକୁର ମୃତ୍ୟୁ ଆଗରୁ କିଛି ସଂକେତ ଦେଇ ଥାନ୍ତି ଯାହା ଅନୁଯାଇ ପ୍ରାଣିକୁ ନିଜ ମୃତ୍ୟୁ ବିଷୟରେ ଆଭାସ ହୋଇ ଥାଏ ।

ତେବେ ଆସନ୍ତୁ ଜାଣିବା ଶିବପୁରାଣ ଅନୁଯାଇ ଏମିତି କିଛି ସଂକେତ ବିଷୟରେ ଯାହା ମୃତ୍ୟୁ ଆଗରୁ ଠାକୁର ଆମକୁ ଦେଇ ଥାନ୍ତି :

– ଶିବପୁରାଣ ଅନୁଯାଇ ଯଦି ହଟାତ ମଣିଷ ଶରୀର ହଳଦିଆ ବା ଧଳା ପଡି ଯାଏ ତେବେ ଏହାର ଅର୍ଥ ସେହି ମଣିଷ ୬ ମାସ ଭିତରେ ମୃତ୍ୟୁ ପ୍ରାପ୍ତ କରିବ । ଏହା ଛଡା ଯଦି ଆପଣଙ୍କ ଶରୀର ଉପରେ ନାଲି ନାଲି ଦାଗ ହୋଇ ଯାଏ ତେବେ ମଧ୍ୟ ବୁଝି ଯାଆନ୍ତୁ ଯେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।

– ଦ୍ଵିତୀୟ ସଂକେତ ଯଦି କୌଣସି ମଣିଷ ଆଖି, ନାକ, କାନ, ଜିଭ ଏବଂ ପାଟି ସଠିକ ଭାବରେ କାମ କରୁ ନାହାନ୍ତି ତେବେ ଏହା ଅର୍ଥ ସେହି ମଣିଷ ଜୀବନ ରେ ବହୁତ କମ ସମୟ ରହି ଯାଇଛି ।

– ଭୋଳା ବାବାଙ୍କ ଅନୁଯାଇ ଯଦି ଗୋଟେ ମଣିଷ ବେକ ବାରମ୍ବାର ସୁଖୀ ଯାଉଛି ଓ ତାଙ୍କୁ ପାଣି ଦରକାର ପଡୁଛି ତେବେ ଏହାର ସିଧା ଅର୍ଥ ଏହା ଅଟେ ଯେ ସେହି ଲୋକ ମୃତ୍ୟୁ ପାଖେଇ ଆସିଲାଣି ।

– ଶିବ ଠାକୁରଙ୍କ ଅନୁଯାଇ ଯଦି କୌଣସି ମଣିଷ କୁ ଚନ୍ଦ୍ରମା ବା ସୂର୍ଯ୍ୟ ପାଖରେ କଳା ଘୋଡା ଦେଖା ଯାଏ ତେବେ ଜାଣି ଯାଆନ୍ତୁ ଯେ ସେହି ମଣିଷ ବହୁତ କମ ଦିନ ବଞ୍ଚିବ ।

– ଯଦି ମଣିଷ ପାଖରେ ଆକାଶ ରଙ୍ଗ ମାଛି ଘୁରି ବୁଲନ୍ତି ତେବେ ଏହାର ଅର୍ଥ ସେହି ଲୋକ ବହୁତ ଶୀଘ୍ର ମୃତ୍ୟୁ ପାଇ ଥାଏ ଏବଂ ଏହା ସମ୍ଭବ ଯେ ସେହି ଲୋକ ଗୋଟେ ମାସ ବଞ୍ଚି ପାରିବ ।

ତେବେ ଆପଣଙ୍କୁ ବି ଯଦି ଏହିଭଳି କିଛି ସଂକେତ ମିଳୁଛି ତେବେ ବୁଝି ଯାଆନ୍ତୁ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।

Leave a Reply

Your email address will not be published. Required fields are marked *