ବେଡରୁମ ରେ ନେଉଥିଲେ ସେଲଫି, ଅଚାନକ କ୍ୟାମେରାରେ ଦେଖାଗଲା କିଛି ଏମିତି କି …

ଆଜିର ସମୟରେ ଏମିତି ହିଁ କେହି ଅଛନ୍ତି ଯାହା ପାଖରେ ମୋବାଇଲ ନାହିଁ ଏବଂ ସେ ନିଜର ସେଲଫି ନଉନଥିବ । ସେଲଫି ନେବାର ସଉକ ସମସ୍ତଙ୍କର ହୋଇଥାଏ । ସେଲଫି ନେବା ସମୟରେ କିଏ ଏମିତି ଅଛି ଯିଏ ନିଜ ଆଖ ପାଖ ଜିନିଷର ଧ୍ୟାନ ରଖିଥାଏ । ଆମେ ସେଲଫି ବିଷୟରେ ଏଥିପାଇଁ କଥା ହେଉଛୁ, କାରଣ ଆଜି ଏହା ସହିତ ସମ୍ବନ୍ଧିତ ଏକ ଘଟଣା ସାମ୍ନାକୁ ଆସିଛି । ୨୦ ବର୍ଷର ୟୁଟୁବ ଷ୍ଟାର ବେନେସା ମାର୍ଟିନେଜ ନିଜ ବେଡରୁମ ରେ ନିଜର ସେଲଫି ନେଉଥିଲେ ।

ସେହି ସମୟରେ କ୍ୟାମେରାରେ କିଛି ଏମିତି ଉଠିଥିଲା ଯାହାକୁ ଦେଖି ତାଙ୍କର ହୋସ ଉଡିଗଲା ।

ସେ ନିଜ ‘ୟୁଟୁବ ଚ୍ୟାନେଲ ସିମ୍ପଲି ନେସା’ ରେ ନିଜର ଜୀବନରେ ଘଟିଥିବା କାହାଣୀ ଶେୟର କରିବା ସମୟରେ କହିଛନ୍ତି କି ସେ ଫଟୋ ଉଠାଉଥିଲେ ସେତେବେଳେ ହଠାତ ତାଙ୍କୁ ଏକ ଭୟଙ୍କର ଜୀବର ଛାଇ ଦେଖାଗଲା । ସେ କହିଥିଲେ କି ସେ ରହୁଥିବା ଫ୍ଲାଟରେ ସେ ଏକାଥିଲେ ଏବଂ ନିଜ ବେଡରୁମ ରେ ନିଜର ସେଲଫି ନେଉଥିଲେ । ଏହା ପରେ ତାଙ୍କ ବାମ ପାଟରେ ଏକ ଛାଇ ଦେଖାଗଲା, ଯାହାକୁ ଦେଖି ସେ ବହୁତ ଡରିଗଲେ ।

ସେ କହିଛନ୍ତି କି ତାଙ୍କୁ ଲାଗୁଛି ତାଙ୍କ ଘରେ ଭୁତ ଅଛି ବୋଲି । ସେ ସେହି ଫଟୋକୁ ତାଙ୍କ ସାଙ୍ଗ ମାନଙ୍କୁ ଦେଖାଇଥିଲେ ସେମାନଙ୍କ ଭିତରୁ ଅଧେ କହିଲେ କି ଏହା ଦାନବର ଛାଇ ଓ ଆଉ ଅଧେ କହିଲେ କି ତାହା ଭୂତର ଛାୟା ।

କେବଳ ଏତିକି ନୁହେଁ ଏହା ପରେ ଯେତବେଳେ ବେନେସା ଜିମ ଯିବା ପାଇଁ ବାହାରୁଥିଲେ ସେତବେଳେ ସେ ଜୀବ ହଠାତ ଉଡି ଆସିଲା ଏବଂ ବେନେସା ଙ୍କ ହାତ ଉପରକୁ ଝାମ୍ପ ମାରିଲା । ଯାହା ଦ୍ଵାରା ତାଙ୍କ ହାତରେ ଗଭୀର ଦାଗ ବି ହୋଇଗଲା ।

ଏହି ଘଟଣାର କିଛି ସମୟ ପରେ ସେ ସେହି ଫଟୋକୁ ସୋସିଆଲ ସାଇଟରେ ଶେୟର କଲେ । ଏହି ଫଟୋକୁ ଏପର୍ଯ୍ୟନ୍ତ ୧୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି । ଯେତବେଳେ ଏତେ ଲୋକ ଏହି ଫଟୋକୁ ଦେଖି ସାରିଲେଣି, ତ କଣ ଆପଣ ଦେଖିବାକୁ ଚାହ୍ନିବେନି । ଚାଲନ୍ତୁ ଆପଣଙ୍କୁ ବି ଏହି ଅଜୀବ ଫଟୋ ଦେଖାଇ ଦଉଛୁ ।

Leave a Reply

Your email address will not be published. Required fields are marked *