ପାକିସ୍ତାନୀ ଅଲରାଉଣ୍ଡର କରିଛନ୍ତି ଖୁଲସା, କହିଲେ କି ଏଥିପାଇଁ ସାନିଆ ସହିତ ବିବାହ କରିଥିଲେ

ପାକିସ୍ତାନ ଟିମର ଦିଗଜ ଖେଳାଳି ସୋଏବ ମାଲିକ ଓ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୨୦୦୮ ରେ ବିବାହ କରିଥିଲେ, କିନ୍ତୁ ଏବେ କ୍ରୀକେଟର ସୋଏବ ମାଲିକ ନିଜ ବିବାହକୁ ନେଇ ବଡ ଖୁଲସା କରିଛନ୍ତି । ଏହି ଦୁଇଜଣଙ୍କ ବିବାହ ହାଇଦ୍ରାବାଦର ତାଜ ହୋଟେଲରେ ହୋଇଥିଲା, ସେଠାରେ ଗୋଟେ ବଡ ସମାରୋହ ରଖାଯାଇଥିଲା । ସବୁଠୁ ପ୍ରସିଦ୍ଧ ଖେଳର ଯୋଡି ହୋଇଥିଲେ ମଧ୍ୟ ଦୁଇ ଜଣ ଦୁଇଜଣଙ୍କ ସହ  ସମୟ ବିତାଇବାକୁ ସମୟ ମିଳୁନି, କାରଣ ସାନିଆ ହାଇଦ୍ରାବାଦରେ ରହୁଛନ୍ତି, ସୋଏବ ବେସୀ ସମୟ ରିଆଲକୋଟରେ ରହୁଛନ୍ତି ।

Image Courtesy: Google

ଗୋଟେ ସାକ୍ଷାତକାରରେ ସୋଏବ ଖୁଲସା କରିଥିଲେ କି ଭରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ଝଗଡା ଚାଲିଥିଲେ ମଧ୍ୟ ସେ ସାନିଆ ସହିତ ବହାହେବା କୁ ନେଇ ବିବ୍ରତ ହୋଇନଥିଲେ । ସେ କହିଥିଲେ କି ରାଷ୍ଟ୍ରୀୟତ କିଛି ଜରୁରୀ ରଖେନୀ, ବିବାହ କରିବା ପାଇଁ କେବଳ ଭଲପାଇବା ମାଇନେ ରଖେ । ସୋଏବ ମାଲିକ କହିଲେ କି,’ ଗୋଟେ ବିବାହରେ ଏହି କଥାରେ ଚିନ୍ତା କରନ୍ତି ନାହିଁ କି ଆପଣଙ୍କ ସାଥି କେଉଁଠୁ ଆସିଛି ଦେଶ ମଧ୍ୟରେ କି ବା ରାଜନୀତିରେ କଣ ଚାଲିଛି । ସେଇଟା ଆମର ଜାଣିବା ଅବାସ୍ୟକ ନୁହେଁ ‘।

Image Courtesy: Google

ମଲିକ ଆଗରେ କହିଛନ୍ତି କି,’ ଯଦି ଆପଣ କାହାକୁ ଭଲପାଉଛନ୍ତି ଓ ବ୍ୟକ୍ତିକୁ ବିବାହ କରୁଛନ୍ତି, ଯାହା ସେହି ସବୁ ମାମଲାରେ ରହିବା ଉଚିତ, ଆପଣ ଯେଉଁ ଦେଶରୁ ବି ଆସନ୍ତୁ । ଗୋଟେ ବ୍ୟାପକ ବିନ୍ଦୁ ଉପରେ ମୋର ବହୁତ ସାଙ୍ଗ ଅଛନ୍ତି ଯେଉଁ ମାନେ ଭାରତୀୟ ଅଛନ୍ତି ଓ ମୋତେ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ କାରଣରେ କିଛି ବି ମିଳୁନୀ । ମୁ ଜଣେ କ୍ରିକେଟର ଅଟେ, ନା ଜଣେ ରାଜନୀତିଜ୍ଞ’ । ସୋଏବ ଓ ସାନିଆ ବିବାହର ୧୦ ବର୍ଷ ପରେ ୨୦୧୮ ଶେଷରେ ଗୋଟେ ଛୁଆର ମାତା ପିତା ହୋଇଛନ୍ତି ।

Image Courtesy: Google

ମା ବନିବା ପରେ ସାନିଆ ମିର୍ଜା ବ୍ରେକ ନେଇଛନ୍ତି ଓ ଏହି ବର୍ଷର ଆରମ୍ଭରେ ଫେରିଛନ୍ତି ଓ WTA ହାୱାର୍ଡ ଇଣ୍ଟରନେଶନାଲ ଡବଲ୍ସ ଖିତାବ ଜିତିଛନ୍ତି । ସେଠାରେ ଦେଶ ପାଇଁ ବହୁତ ବର୍ଷ ଖେଳିଥିବା ସୋଏବ ପାକିସ୍ତାନ ଟିମରେ ସ୍ଟେଟ ଓ ୱାନଡେ କ୍ରିକେଟରୁ ସନ୍ୟାସ ନେଇଛନ୍ତି, ତାଙ୍କର ନଜର ଦେଶର ପାଇଁ ଟି -୨୦ କ୍ରିକେଟ ଖେଳିବା ପାଇଁ ଏହି ଫର୍ମିଟର ୱୋର୍ଲ୍ଡକପ ଖେଳିବା ପାଇଁ ଅଛି ।

Image Courtesy: Google

ଲକଡାଉନ କାରଣରୁ ସିଆ ଲକୋଟରେ ଫସିଥିବା ସୋଏବ ମାଲିକ ପାଖାପାଖି ୫ ମାସ ପରେ ନିଜ ପତ୍ନୀ ସାନିଆ ଓ ପୁଅ ଇଜହାନଙ୍କ ସହିତ ଦେଖାକରିବେ । ତାପରେ ସେ ଇଂଲଣ୍ଡ ଯିବେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *