ଫ୍ରେଣ୍ଡସିପ କହି ଡାକ୍ତର ସୁମିତ ସାହୁ ମୋତେ ହୋଟେଲ ନେଇ ସମ୍ପର୍କ ରଖିଲେ ଆଉ ଶଶୁର ମୋ ଆବୋର୍ଶନ କରିଲେ, ଶୁଣନ୍ତୁ କଣ କହୁଛନ୍ତି ମହିଳା ଜଣଙ୍କ

ମହିଳା ଜଣକ ମି-ଡି-ଆ ସାମ୍ନାରେ କହିଲେ କି ୭ ସେପ୍ଟେମ୍ବର ୨୦୨୦ରେ ଡାକ୍ତର ସୁମିତ ସାହୁଙ୍କ ସହ ମୁଁ କୋ-ର୍ଟ-ରେ ବିବାହ କରିଥିଲି । ସେ ବାଲେଶ୍ଵରରେ ସେ ଡାକ୍ତର ଅଛନ୍ତି । କହିବାକୁ ଗଲେ ସେ ଯେତେବେଳେ ଡାକ୍ତର ପାଇଁ ପଢୁଥିଲେ ସେହି ସମୟରେ ମୁଁ ଡାକ୍ତର ପାଇଁ ପ୍ରସ୍ତୁତି କରୁଥିଲି । ସେହି ସମୟରେ ଆମର ବନ୍ଧୁତା ଥିଲା । ଦିନେ ମୁଁ ଭୁବନେଶ୍ଵରରେ ଏକ ସେମିନାରକୁ ତାଙ୍କ ସହ ଯାଇଥିଲି । ସେମିନାର ଶେଷ ହେଉ ହେଉ ସନ୍ଧ୍ୟା ହୋଇଗଲା ତେବେ ଆମେ ହୋଟେଲ ଗଲୁ ।

ହୋଟେଲରେ ମୋ ଅନିଚ୍ଛା ସତ୍ବେ ମୋ ସହ ସ-ମ୍ପ-ର୍କ ରଖିଲେ । ସେ ମୋତେ କହିଲେ କି ମୁଁ ତୋତେ ବହୁତ ଭଲ ପାଏ । ବାହଘର ପରେ ଆମେ ଦୁଇ ଜଣ ଗୋଟିଏ ଭଡା ଘରେ ୭ ମାସ ଏକା ସହିତ ରହିଲୁ ।

ବ୍ରହ୍ମପୁର ରେ ରହି ତାଙ୍କ ବାପା ଆମକୁ ଧ-ମ-କ ଦେଲେ କି ସେ ଆମକୁ ମା-ରି-ଦେ-ବେ । ସୁମିତ କହିଲେ କି ଆମେ ପୁରୀ ଯିବୁ ଓ ସେଠି ଆମେ ବାପାଙ୍କୁ କହିବୁ । ପୁରୀ ଯାଇ ଆମେ ୫ ଦିନ ଗୋଟିଏ ହୋଟେଲରେ ରହିବା ପରେ ସୁମିତର ବାପା ଓ ମା ଓ ତାଙ୍କର ଭାଇ ଆମକୁ ଦେଖା କରିବାକୁ ଆସିଲେ । ବାପା ଓ ବୋଉ ଆମ ରୁମକୁ ଆସିଲେ କିନ୍ତୁ ତାଙ୍କ ଭାଇ ତଳେ ଛିଡା ହେଲେ । ମୋତେ ବୁଝା ବୁଝି କରି ଘରକୁ ନେଇ ଆସିଲେ ।

କିନ୍ତୁ ପ୍ରଥମ ଦିନ ଠାରୁ ହିଁ ସେମାନେ ମୋ ଉପରେ ଅ-ତ୍ୟା-ଚା-ର ଆରମ୍ଭ କରି ଦେଲେ । ମୋ ଗୋଟିଏ ରୁମରେ ବ-ନ୍ଦୀ କରି ପୁଅମାନଙ୍କର ହାଫ ପ୍ୟାଣ୍ଟ ଓ ଶା-ର୍ଟ ପିନ୍ଧିବା ପାଇଁ ଦେଇ ବନ୍ଦୀ ଭଳି ରଖିଏଲ । କିନ୍ତୁ ଏହି ସମୟରେ ମୋ ସ୍ଵାମୀ ବହୁତ ବି-ରୋ-ଧ କରିଛନ୍ତି । ବାପା ମା ସୁମିତକୁ ଧ-ମ-କ ଦେବା ଆରମ୍ଭ କରିଦେଲେ । ଯେତେବେଳେ ମୁଁ -ପୋ-ଲି-ସ ଓ ସମସ୍ତଙ୍କୁ ଏହା ବିଷୟରେ ଜଣାଇଲି ତେବେ ଶଶୁର ଘର ଲୋକମାନେ ଖବର ପାଇ ଆମ ଘରକୁ ଆସି କହିଲେ କି ଆମେ ତମର ଜଲ୍ଦି ବାହା ଘର କରିଦବ ।

୨୨ ତାରିଖ ଦିନ ତମର ବାହାଘର କରିଦେବା । ଗତକାଲି ମହିଳା ଜଣକ ବୋହୁ ବେସରେ ଆସି ତାଙ୍କ ଘର ପାଖକୁ ଯିବା ସମୟରେ କେହି ବି ନାହାନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କର ଦେଖା ଦର୍ଶନ ନାହିଁ । ମହଲା ଜଣକ କହିବା ଅଟେ କି ମୋ ପାଖରେ ତାଙ୍କ ବି-ରୁ-ଦ୍ଧ-ରେ ସମସ୍ତ ପ୍ରକାରର ପ୍ରମାଣ ଥାଇ ବି ପୋ-ଲି-ସ ମୋର କୌଣସି ବି ଅ-ଭି-ଯୋ-ଗ ଶୁଣୁ ନାହାନ୍ତି । ମି-ଡି-ଆ ସାମ୍ନାକୁ ଖବର ଆସିବା ପରେ ପୋ-ଲି-ସ ବର୍ତ୍ତମାନ ଯା-ଞ୍ଚ- କରିବେ ବୋଲି କହୁଛନ୍ତି ।

Leave a Reply

Your email address will not be published. Required fields are marked *