ଶୁକ୍ରବାର ଦିନ ଏହି କାମ ନିଶ୍ଚିନ୍ତ କରନ୍ତୁ, ମହାଲକ୍ଷ୍ମୀ ରହିବେ ପ୍ରସନ୍ନ

ଆଜି ଶୁକ୍ରବାର ଅଟେ, ସନାତନ ଧର୍ମ ଅନୁଯାଇ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଏବଂ ବୈଭବ ବିଲାସ ଦିନ ବୋଲି ମାନ୍ୟତା ଅଟେ, ଶୁକ୍ରବାର ଦିନ ମା ଲକ୍ଷ୍ମୀ ଦିନ ହୋଇଥାଏ । ଏହି ଦିନ ଲୋକ ମାତା ଲକ୍ଷ୍ମୀଙ୍କୁ ପ୍ରଶନ କରିବା ପାଇଁ ପ୍ରୟାସ କରନ୍ତି ଯାହା ଭବିଷ୍ୟ ରେ ତାଙ୍କୁ ଆର୍ଥିକ ସମସ୍ୟା ଉତପନ ନହେଉ । ତେବେ ସନାତନ ହିନ୍ଦୁ ଧର୍ମ ଅନୁଯାଇ ସପ୍ତାହ ପ୍ରତି ଦିନ କୌଣସି ଦେବୀ – ଦେବତାଙ୍କର ହୋଇଥାଏ । ସବୁ ଦିନ ଅଲଗା ଅଲଗା ଭଗବାନଙ୍କ ପୂଜା କରନ୍ତି ଏବଂ ସମସ୍ତଙ୍କ ମହତ୍ଵ ଅଲଗା ହୋଇଥାଏ କିନ୍ତୁ ମାତା ଲକ୍ଷ୍ମୀଙ୍କ ପାଇଁ ଏହି ଦିନ ମାନ୍ୟତା ଅଧିକ ଅଟେ ।

କାହିଁକିନା ଏହା କୁହା ଯାଏ ଯେ ଧନ ଆବଶ୍ୟକତା ସମସ୍ତଙ୍କୁ ହୋଇଥାଏ, ଏବଂ ଆଜିକା ସମୟରେ ଏହା ବିନା ଚାଲିବା ଅସମ୍ଭବ ଅଟେ ଏବଂ ଧନ ସମସ୍ଯା ଠାରୁ ବଞ୍ଚିବା ପାଇଁ ମାତା ଲକ୍ଷ୍ମୀଙ୍କ ଉପରେ ଧ୍ୟାନ ଦବା ଅତ୍ୟନ୍ତ ଆବଶ୍ୟକ ଅଟେ, ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ ଏବଂ ଏମିତି ମାନ୍ୟତା ଅଛି ଯେ ଏହି ଦିନ ସତ ହୃଦୟରୁ ପୂଜା କଲେ ମାତା ଲକ୍ଷ୍ମୀ ଆପଣଙ୍କ ମନଇଛା ପୂର୍ଣ କରନ୍ତି । ଆଜିକା ସମୟରେ ଧନ ଏମିତି ଏକ ବସ୍ତୁ ଅଟେ ଯାହା ବିନା କୌଣସି ବ୍ୟକ୍ତି କାମ ହୁଏ ନାହିଁ ।

ଧନ ପ୍ରାପ୍ତି ପାଇଁ ଲୋକ ଚାକିରି, ବ୍ୟବସାୟ ବା ବ୍ୟାପାର ଇତ୍ୟାଦି କରନ୍ତି, ଅନେକ ଲୋକ ଧନ ପ୍ରାପ୍ତ କରିବା ପାଇଁ ଖରାପ ଏବଂ ଘୃଣିତ କର୍ମ କରିବା ଆଗରୁ ବି ଚିନ୍ତା କରନ୍ତି ନାହିଁ କେବଳ ଏହି ଧନ ଲୋଭରେ । ଏହି ଭଳି ପ୍ରତି ବ୍ୟକ୍ତି ଧନ ପ୍ରାପ୍ତ କରିବା ପାଇଁ ନିଜ ନିଜ ଉପାୟ ଏବଂ ରାସ୍ତା ବାଛନ୍ତି ।

ଶୁକ୍ରବାର ଦିନ ଏହି କାର୍ଯ୍ୟ ଅବଶ୍ୟ କରନ୍ତୁ :

କୁହାଯାଇ ଥାଏ ଯେ ମାତା ଲକ୍ଷ୍ମୀ କୌଣସି ସମୟ ଘରେ ଆସି ପାରନ୍ତି କିନ୍ତୁ ସନ୍ଧ୍ୟା ସମୟ ଏମିତି ହୋଇଥାଏ ଯେଉଁ ସମୟ ମାତା ଲକ୍ଷ୍ମୀଙ୍କ ଆସିବା ସମ୍ଭାବନା ଅଧିକ ହୋଇଥାଏ ସେଥିପାଇଁ ଶନଧ୍ୟା ସମୟରେ ସବୁ ଘର ଲାଇଟ ଜଳାନ୍ତୁ ସନ୍ଧ୍ୟା ରେ ଭଗବାନ ପାଖରେ ଦୀପ ପ୍ରଜ୍ଵଳନ କରନ୍ତୁ ଏହା ଛଡା କୁହା ଯାଏ ଯେ ରାତି ସମୟରେ ମାତା ଲକ୍ଷ୍ମୀଙ୍କୁ ମୋଗରା ଫୁଲ ସୁଗନ୍ଧିତ ଇତ୍ର ଅର୍ପଣ କରିବା ଉଚିତ ।

# କୁହା ଯାଏ ଯେ ଘରର ସଫା ରଖିବା ଅତି ଆବଶ୍ୟକ ଅଟେ, କାହିଁକିନା ଏହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରଶନ ହୁଅନ୍ତି ଏବଂ ଏହା ସହ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଯେ ସନ୍ଧ୍ୟା ରେ ଝାଡୁ ମାରନ୍ତୁ ନାହିଁ ଏହା ଦ୍ଵାରା ଘର ଲକ୍ଷ୍ମୀ ବାହାରି ଯାଆନ୍ତି ।

# କୁହା ଯାଏ ଶୁକ୍ରବାର ଦିନ ସେହି ସ୍ଥାନ ରେ ଯାନ୍ତୁ ଯେଉଁ ସ୍ଥାନ ରେ ମୟୂର ନୃତ୍ୟ କରନ୍ତି, ଏବଂ ଏହା ପରେ ସେଠାର ମାଟି ଆଣି ଗୋଟେ ନାଲି ରଙ୍ଗ କପଡା ରେ ବାନ୍ଧି ପବିତ୍ର ଜାଗା ରେ ରଖି ଦିଅନ୍ତୁ ଏବଂ ଏହାର ପ୍ରତି ଦିନ ପୂଜା କରନ୍ତୁ ଆପଣଙ୍କୁ ଧନଲାଭ ହବ ।

Leave a Reply

Your email address will not be published. Required fields are marked *