ଶୀଘ୍ର Pregnant ହେବା ପାଇଁ କେତେଥର ସମ୍ପର୍କ ରଖିବା ଆବଶ୍ୟକ ? Pregnancy Tips

ବନ୍ଧୁଗଣ ପ୍ରତେକ ମହିଳାଙ୍କର ମା ହେବ ଏକ ସ୍ଵପ୍ନ ଥାଏ । ଯାହା ପାଇଁ ସେମାନେ ଅନେକ ଥର ସମ୍ପର୍କ ରଖିଥାନ୍ତି ଆଉ ସଫଳ ମଧ୍ୟ ହୋଇଥାନ୍ତି । କିନ୍ତୁ କିଛି କ୍ଷେତ୍ରରେ ବହୁତ ସମୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ କେଉଁ ଦିନରେ ସହବାସ କରିଲେ ପ୍ରେଗନେନ୍ସି ଜଲ୍ଦି ରହିପାରିବ, କେତେ ଥର ସମ୍ପର୍କ ରଖିବା ଠିକ ହୋଇଥାଏ ଏବଂ ଯେବେ ସମ୍ପର୍କ ରଖୁଛନ୍ତି ସେହି ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ । ଯାହା ଫଳରେ ଆପଣ ଜଲ୍ଦି କଂଶିପ୍ଟ କରିପାରିବେ ।

ଯଦି ପ୍ରତେକ ମହିଳା ଓଭୋଲେସନ ଡେଟ ରେ ସମ୍ପର୍କ ରଖିବେ ତେବେ ପ୍ରେଗେନେଂସୀ ବହୁତ ଜଲ୍ଦି ରହିପାରିବ । ଓଭୋଲେସନ ଜାଣିବା ପାଇଁ ବହୁତ କିଛି ଟ୍ରିକ ରହିଛି ଯାହାକୁ ଜାଣିବା ଉଚିତ । ପ୍ରଥମ ଲକ୍ଷଣ ହେଉଛି ଯେବେ ମହିଳାଙ୍କର ଓଭୋଲେସାନ ହେବ ତାଙ୍କ ଶରୀରର ତାପମାତ୍ରା ବଢିଯିବ । ସେଥିପାଇଁ ଆପଣଙ୍କ ପିରିଏଡର ୬-୭ ଦିନ ପରେ ସକାଳୁ ଉଠିବା ପରେ ମହିଳା ନିଜର ଶରୀରର ତାପମାତ୍ରା ମାପିବେ । ଦେଖିବେ ଆପଣଙ୍କର ଶରୀରର ତାପମାତ୍ରା ଗୋଟିଏ ଦିନ ପୂର୍ବ ଅପେକ୍ଷା ୧ ଦିଗରେ ଅଧିକ ରହିବ ।

ଯଦି ମହିଳାଙ୍କର ପିରିଏଡ ୨୮ ବା ୩୦ ଦିନରେ ଆସୁଥିବ ତେବେ ଓଭୋଲେସନ ୧୮ ଦିନ ଭିତରେ ଓଭୋଲେସନ ପଡିବ । ଓଭୋଲେସନ ହେବାର ଠିକ ୧୪ ଦିନ ପରେ ମହିଳାଙ୍କର ପିରିଏଡ ଆସିଯାଏ । କିଛି ମହିଳାଙ୍କର ପିରିଏଡ ସମୟ ଠିକ ନ ହେବାରୁ ସେମାନେ ଓଭୋଲେସନ ଡେଟ ଜାଣିପାରନ୍ତି ନାହି । ଏଥିପାଇଁ ସେମାନେ ବଜାରରେ ମିଳୁଥିବା ଓଭୋଲେସନ କୀଟ ଆଣି ଏହାର ବ୍ୟବହାର କରି ଜାଣିପାରିବେ । ଆପଣ ଯେତେବେଳେ କୀଟ କିଣିକି ଆଣିବେ ତାର ପ୍ଯାକେଟ ର ପଛ ପଟେ ଲେଖାଥାଏ କେମିତି ଏହାର ବ୍ଯବହାର କରି ପାରିବେ ।

ଯଦି ଜଣେ ମହିଳା ପିରିଏଡ ସାରିବାର ଗୋଟିଏ ଦିନ ଛାଡି ଆଉ ଗୋଟେ ଦିନ ସମ୍ପର୍କ ରଖିବେ ଅନ୍ତତ ୧୮ ଦିନ ଯାଏଁ ରେଗୁଲାର ଭାବେ ତେବେ ନିଶ୍ଚୟ ପ୍ରେଗନେଣ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ଆପଣଙ୍କର ପିରିଏଡ ଠିକ ହେଉଥାଏ । ଦିନେ ଛଡା ଦିନେ ସମ୍ପର୍କ ରଖିଲେ ଏହା ପ୍ରେଗନେଣ୍ଟ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ଶିଶୁ ବହୁତ ହେଲଥି ହେବ । ଯେଉଁ ମହିଳା ମାନେ ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ଆଉ ରିଲେସନ ରଖୁଛନ୍ତି ସେହି ସମୟରେ ଚିନ୍ତାରେ ରହିକି ରଖିବାର ନାହି ।

ଯଦି ମହିଳା ମାନସିକ ଚାପରେ ରହି ସମ୍ପର୍କ ରଖିଥାନ୍ତି ତେବେ ତାଙ୍କ ଶରୀରରେ ଷ୍ଟ୍ରେସ ହରମୋନ ରିଲିଜ ହୋଇଥାଏ ଯାହା ତାଙ୍କର ଭ୍ୟାଟିଲିଟି ଉପରେ ପ୍ରଭାବ ପକାଇଥାଏ । ଆଉ ତାଙ୍କର ପ୍ରେଗନେନ୍ସି ହେବାର ବହୁତ ଟାଇମ ଲାଗିଥାଏ । ତାଙ୍କୁ ବହୁତ କିଛି କମପ୍ଲିକେସନ ର ସାମନା କରିବାକୁ ପଡିଥାଏ । ଏହା ସହ ପ୍ରେଗନେଣ୍ଟ ପୂର୍ବରୁ ଡାଏଟ ମେଣ୍ଟେନ କରିବା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ ।

ଯଦି ଆପଣଙ୍କର ସାଥି କୌଣସି ପ୍ରକାରର ନିଶା ସେବନ କରୁଛନ୍ତି ତେବେ ସେ ସବୁରୁ ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *