ଯଦି ସ୍ଵାମୀ ସ୍ତ୍ରୀ ଉଭୟଙ୍କର ମୃତ୍ୟୁ ଏକା ସହ ହୁଏ ତେବେ ସେମାନଙ୍କ ଆତ୍ମା ସହ କଣ ହୋଇଥାଏ ? Garuda Purana

ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଉଭୟଙ୍କର ଏକା ସହ ମୃତ୍ୟୁ ହେଲେ ବା ସ୍ଵାମୀ ପୂର୍ବରୁ ସ୍ତ୍ରୀ ର ମୃତ୍ୟୁ ହେଲେ କେମିତି ହୋଇଥାଏ ସେମାନଙ୍କର ଦାହ ସଂସ୍କାର ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି । ଗରୁଡ ପୂରଣ ଅନୁଯାୟୀ ଯଦି କୌଣସି ସ୍ତ୍ରୀ ପର ପୁରୁଷ ସହ ଯାଇ ନିଜେ ଜୀବନ ହାରିଥାଏ ତେବେ ସେହି ସ୍ତ୍ରୀ ସ୍ଵର୍ଗ ଲୋକରେ ସେତେ ଯାଏଁ ପହଞ୍ଚିପାରେ ନାହି ଯେବେ ଯାଏଁ ପ୍ରଳୟ ଆସିବ ନାହି । ଯେଉଁ ସ୍ତ୍ରୀ ଧନ ପାଇଁ ମାତା ପିତାଙ୍କୁ ଛାଡି ସ୍ଵାମୀ ସହ ରହିବାକୁ ଲାଗିଥାଏ ଓ ତାର ମୃତ୍ୟୁ ପରେ ସେହି ଘରେ ବାସ କରିଥାଏ ସେ ଚିରକାଳ ପାଇଁ ସ୍ଵର୍ଗରେ ସୁଖ ପାଇଥାଏ ।

ଧର୍ମ ପୁର୍ବକ ବିବାହିତା ସ୍ତ୍ରୀ ଯଦି ସ୍ଵାମୀ ସାଙ୍ଗ କରୁ ନାହି ତେବେ ଜନ୍ମ ଜନ୍ମ ଯାଏଁ ଅପ୍ରିୟବାଦିନୀ ହୋଇଥାଏ । ଯେଉଁ ନାରୀ ନିଜ ସ୍ଵାମିକୁ ଛାଡି ପର ପୁରୁଷ ଗାମିନୀ ହୋଇଥାଏ ସେ ମୃତ୍ୟୁ ପରେ ଚମଗାଦଡ, ଝିଟିପିଟି, ଦୁଇ ମୁଖା ବାଲା ସାପ ହୋଇଥାଏ । ଯେଉଁ ନାରୀ ସ୍ଵାମୀ ବଞ୍ଚିବା ଅବସ୍ଥାରେ ବା ମୃତ୍ୟୁ ପରେ ବ୍ୟଭିଚାର କରିଥାଏ ସେ ଅନେକ ଜନ୍ମ ଯାଏଁ ବିଧବା ଭାବେ ରହିଥାଏ ।

ଯେଉଁ ସ୍ତ୍ରୀ ମନରୁ ପର ପୁରୁଷର ଇଚ୍ଛା କରୁଥିବ ଏହା ଏକ ପ୍ରକାରର ବ୍ୟଭିଚାର ମାନା ଯାଇଥାଏ । ଯଦି କୌଣସି ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖିବା ପରେ ଗର୍ଭ ଧାରଣ କରିଥାଏ ତେବେ ସ୍ତ୍ରୀ ସହ କେବେ ରହିବା ଉଚିତ ନୁହେଁ । ଏହା ବ୍ଯତୀତ ସ୍ଵାମୀକୁ ମାରୁଥିବା, ସ୍ତ୍ରୀକୁ ଗର୍ଭବତୀ କରୁଥିବା, ବ୍ରହ୍ମହତ୍ୟା, ଗୁରୁ ଶିଷ୍ୟଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ନାରୀର ତ୍ୟାଗ କରିବା ଉଚିତ ।

ମଦ୍ୟପାନ କରୁଥିବା, ରୋଗାଗ୍ରସ୍ତ ହେଉଥିବା, ଦ୍ଵେଷ ରଖୁଥିବା, ବନ୍ଧ୍ୟା, ଧନ ନାସ କରୁଥିବା ଓ ମିଛ କହୁଥିବା ସ୍ତ୍ରୀ ର ପରିତ୍ୟାଗ କରି ଦ୍ଵିତୀୟ ବିବାହ କରିବା ଉତ୍ତମ ମାନା ଯାଇଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରକାରର କଳହ ହେଉ ନ ଥିବ ସେହି ଘରେ ଧନ, କାମର ବୃଦ୍ଧି ହୋଇଥାଏ ।

ଯେଉଁ ସ୍ତ୍ରୀ ସ୍ଵାମୀ ବଞ୍ଚିଥିବା ଅବସ୍ଥାରେ ପର ପୁରୁଷର ଆଶ୍ରୟ ନିଏ ନାହି ସେହି ସ୍ତ୍ରୀ ସ୍ଵର୍ଗରେ ଯଶ ପ୍ରାପ୍ତ କରିଥାଏ । ଏଭଳି ସ୍ତ୍ରୀ ପତୀବ୍ରତା ହୋଇଥିବାରୁ ପରଲୋକକୁ ଯାଇ ପାର୍ବତୀଙ୍କ ସହ ଆନଦ କରିଥାନ୍ତି । ସ୍ତ୍ରୀଙ୍କୁ ସ୍ବାମୀଙ୍କର ଆଜ୍ଞାର ପାଳନ କରିବା ଦରକାର କାରଣ ଏହା ତାଙ୍କର ପରମ ଧର୍ମ ଅଟେ । ଶାସ୍ତ୍ର ଅନୁଯାୟୀ ସ୍ତ୍ରୀଙ୍କର ଋତୁସ୍ରାବ ସମୟର ୧୬ ଦିନ ଯାଏଁ ସମ୍ପର୍କ ରଖିବା ଉଚିତ ।

ସ୍ତ୍ରୀଙ୍କୁ ଘରର ସାମଗ୍ରୀ ସଂଯମ କରି ରଖିବା ସହ ପ୍ରସନ୍ନ ରହିବା ଉଚିତ । ସ୍ଵାମୀ ସ୍ତ୍ରୀ ଉଭୟଙ୍କର ଏକା ସହ ମୃତ୍ୟୁ ହେଲେ ସ୍ଵାମୀ ସହ ସ୍ତ୍ରୀର ପିଣ୍ଡ ଦାନ କରିବା ଉଚିତ । ଦୁହିଙ୍କର ଗୋଟେ ଚିଟା ଉପରେ ଦାହ ସଂସ୍କାର କରିବା ଉଚିତ ମାନାଯାଇଥାଏ । ଏମିତି କରିଲେ ଦୁହିଙ୍କୁ ଏକା ସହ ସ୍ଵର୍ଗକୁ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *