କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ରିଡିଂ କାର୍ଡ ନେଇ ଆସିଛୁ । ଏଥିପାଇଁ ଅପାନଙ୍କୁ ଆମେ ଦେଇଥିବା ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏହା ପରେ ଆମେ କହିବୁ ତାଙ୍କ ପାଇଁ ଆପଣଙ୍କ ମନରେ କଣ ରହିଛି । ତେବେ କଣ ଆପଣ ରେଡି ଅଛନ୍ତି ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ଯେବେ ସେ ଆପଣଙ୍କ ସହ କଥା ହୋଇଥାନ୍ତି ବହୁତ ଖୁସି ହୋଇଥାନ୍ତି ।

ଆପଣଙ୍କ ସହ ସିଏ ଯେତେ ବି ଝଗଡା କରିଲେ ବି ଆପଣଙ୍କ ସହ ସମ୍ପର୍କ ରେ ଆସିଲେ ସେ ବହୁତ ଖୁସି ଅନୁଭବ କରିଥାନ୍ତି , ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ସେ ଆପଣଙ୍କର ଲାଇଫ ପାର୍ଟନର, ଭାଇ, ଭଉଣୀ କେହି ବି ହୋଇ ମ୍ପରନ୍ତି । ଆପଣ ଦୁହିଙ୍କ ଭିତରେ ଯେବେ କଥା ହୁଏ ବା ଦେଖା ହୁଏ ବହୁତ ପଜେଟିଭ ଚିନ୍ତାଧାରା ରହିଛି ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କ ମହଦ୍ଯରେ ସମ୍ପର୍କ ଅହଡିକ ଦିନ ହେବ ହୋଇ ନାହି । ଏହି ସମ୍ପର୍କ ମତଲବ ପାଇଁ ଯୋଡା ହୋଇଛି । ସେ ଆପଣଙ୍କ ସହ ଆକର୍ଷିତ ଅଛନ୍ତି ଏମିତି ହୋଇପାରେ । ଆପଣ ଏମିତି ଜଣେ ବ୍ୟକ୍ତି ଯିଏ କି ବଡ ଘରରୁଆ ଆସିଛନ୍ତି ବା ଶକ୍ତିଶାଳୀ ଅଟନ୍ତି ସେଥିପାଇଁ ସେ ପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ରାଗ ମଧ୍ୟ ରହିଛି । ସେ ଯୋଜନା ରଖିଛନ୍ତି କେମିତି ଆପଣଙ୍କ ଦ୍ଵାରା କାମ ହାସଲ କରିବେ ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ଏହି ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନେଇ ରାଏ ନେଇପାରୁ ନାହାନ୍ତି । ସେ ଆପଣଙ୍କ ଆଡକୁ ଆକର୍ଷିତ ହେଉଛନ୍ତି କିନ୍ତୁ ଆପଣଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ସେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛନ୍ତି । ସେ ଭଲ ଭଲ ଲୋକଙ୍କ ସହ ମିତ୍ରତା ସ୍ଥାପନ କରିବାକୁ ଇଚ୍ଛା କରିଥାନ୍ତି । ସେହି ବ୍ୟକ୍ତିଙ୍କ ଧାରଣା ରହିଛି ପଇସା ବାଲା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ହେବ । ଆପଣଙ୍କ ସହ ତାଙ୍କର କିଛି କାମ ରହିଛି ଯାହା ସେ ହାସଲ କରିବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଏହି ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଗର୍ବୀ ଭାବୁଛନ୍ତି । ଭଗବାନ ଆପଣଙ୍କୁ ସବୁ କିଛି ଦେଇଛନ୍ତି ସେଥିପାଇଁ ସେ ଆପଣଙ୍କୁ ଗର୍ବୀ ମାନେ କରୁଛନ୍ତି । ଆପଣଙ୍କ ପାଖରେ ସବୁ ପ୍ରକାରର କ୍ଷମତା ରହିଛି ଯାହା ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ଭଳି କିନ୍ତୁ ଆପଣ କରୁ ନାହାନ୍ତି ।

ଆପଣ ନିଜ ବିଷୟରେ ଅଧିକ ଚିନ୍ତା କରୁଛନ୍ତି ନିଜ କଥା ଚିନ୍ତା କରୁଛନ୍ତି । ସେ ଆପଣଙ୍କ ଠାରୁ ଅଧିକ ଆଶା ରଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *