ବାପା ବ୍ୟାଗରେ ଝିଅର ମୃତ ଦେହ! ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ବି ଥରେ ଏହି ଭିଜୁଆଲ ଉପରେ ନଜର ପକାନ୍ତୁ । ଯାହା ଘଟି ଯାଇଛି ଭୁବନେଶ୍ଵର ରେ । ବ୍ୟାଗ ଭିତରେ ଶିଶୁର ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ତାର ବାପାକୁ ମାଡ ମାରିଛନ୍ତି । ଏମିତିକି ମାଡ ମାରି ବାପର ମୁହଁ ଫଟାଇ ଦେଇଛନ୍ତି ସ୍ଥାନୀୟ ଲୋକେ । ଯେବେ ମୃତ ଦେହ ସ୍ଥାନୀୟ ଲୋକେ ଦେଖିଥିଲେ ଉତ୍ତେଜିତ ହୋଇ ବାଡେଇବାକୁ ପଛେଇ ନ ଥିଲେ । ଖଣ୍ଡଗିରୀ ଛକରେ ଏଭଳି ଉତ୍ତେଜନା ଆଜି ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ୟାଗ ଭିତରେ ମୃତ ଶିଶୁର ଶବ ରହିଥିଲା ଆଉ ବାପା ଅନ୍ତିମ ସଂସ୍କାର ପାଇଁ ନେଇ ଯାଉଥିଲା ।

କିନ୍ତୁ ସ୍ଥାନୀୟ ଲୋକେ କିଛି ବୁଝିଲେ ଆଉ ଅନେକ ପ୍ରକାରର ପ୍ରଶ୍ନ କରିଲେ । ମୃତ ଶିଶୁର ବାପା କହୁଛନ୍ତି ମୋର ସବୁ ଅଛି ଏ ଝିଅ ହେଉଛି ମୋର ମୋର ନାଁ ହେଉଛି ଏୟା ଏ ହେଉଛି ମୋର ଝିଅ ଆଉ ମୋ ସ୍ତ୍ରୀ ହସପିତାଲରେ କାଗଜପତ୍ର ନେଇ ଆସୁଛି । ବାପା ଜଣକ କହୁଛନ୍ତି ଆଗି ମୋତେ ମାରନ୍ତୁ ନାହି ମୋର କିଛି ଭୁଲ ନାହି ।

ଅନ୍ୟ କେହି କେହି ପଚାରୁଛନ୍ତି ତୋ ଝିଅ କେମିତି ମାରିଲା ଉତ୍ତରରେ ବାପା କହୁଛି ଆଜ୍ଞା ମୋ ଝିଅ କେମିତି ମାରିଲା ତାହା ଡାକ୍ତର କହିବ ମୁଁ କଣ କହିପାରିବି ମୁଁ ତ ଅପାଠୁଆ ମୁଁ ଜାଣି ନାହି ମୋ ଝିଅ କେମିତି ମାରିଲା । ଆଜି ସକାଳୁ ମୋ ଝିଅର ଦେହ ଖରାପ ହେବାରୁ ଡାକ୍ତରଖାନା କୁ ଆଣିଥିଲି ଆଉ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ବାପା କହୁଛି ମୁଁ ଅନ୍ତିମ ସଂସ୍କାର ପାଇଁ ନେଉଛୁ ମୋତେ ମାରନ୍ତୁ ନାହି ଏତେ ସବୁ ପରେ ବି ସ୍ଥାନୀୟ ଲୋକେ କିଛି ବୁଝିବାକୁ ଚେଷ୍ଟା କରିଲେ ନାହି । କିଏ ନାତ ମାରୁଥିଲା ତ କିଏ ହାତରେ ତ ଆଉ କିଛି ଡିରେ ମାରୁଥିଲା । ଯିଏ ଯେମିତି ପାରୁଥିଲା ମାରୁଥିଲା ବାପାକୁ । ସ୍ଥାନୀୟ ଲୋକେ କହିଛନ୍ତି ଶିଶୁକୁ ବ୍ୟଗାରେ ନେଇ ଯାଉଥିବାରୁ ସନ୍ଦେହ ହେଲା ଆଉ ସେଥିପାଇଁ ମାଡ ମାରିଲୁ ।

ଏଠାରେ କହି ରଖୁଛୁ ଆମ ସମାଜ କେଉଁ ସ୍ତରକୁ ଚାଲି ଯାଇଛି । ସତ କଣ ମିଛ କଣ ବୁଝିବାକୁ ସମୟ ନାହି । ଏମିତି ବି ସନ୍ଦେହ ଆସିବାର ଥିଲା ଲୋକଙ୍କ ମନରେ ଏମିତି ହୋଇପାରେ ଏ ବ୍ଯକ୍ତିର ଦରିଦ୍ର ପଣ ତାର ଅଭାବ ପାଇଁ ଶିଶୁ କନ୍ୟାକୁ ଆମ୍ବୁଲାନ୍ଶ ରେ ନେଇ ପାରିଲା ନାହି ଯାହା ପାଇଁ ବ୍ୟାଗ ଭିତରେ ନେଉଛି । କେହି କାହାକୁ ମାଡ ମାରିବା ଆଗରୁ ଷହେ ଥର ଚିନ୍ତା କରିବା ଉଚିତ ।

କନ୍ୟାକୁ ହରାଇ ବାପା ମା କେଉଁ ଭଳି ମାନସିକ ସ୍ଥିତିରେ ଥିବେ ତାହା ଲୋକଙ୍କର ବୁଝିବା ଦରକାର ଥିଲା । କିଛି ନ ବୁଝି ବାପାକୁ ମାରିବା କେତେ ଦୂର ଠିକ । ଥାନାକୁ ଗଲା ପରେ ଜଣାପଡିଲା ୮ ଆସର କନ୍ୟା ହେଉଛି ସେହି ନିରୀହ ବାପର । ଯାହାର ହସପିଟାଲରେ ମୃତ୍ୟୁ ହୋଇଛି ଆଉ ପ୍ରମାଣ ବି ଅଛି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *