ତୁ ଯାହା ଚାହିଁଲୁ ମୁଁ ସେଇଆ କଲି, ମୋ ଭୁଲ ପାଇଁ ତତେ ମୁଁ ସାରା ଦୁନିଆ ଆଗରେ ଭୁଲ ମାଗିଲି… ଦେଖନ୍ତୁ Video କଣ କହୁଛନ୍ତି Babushan

ନମସ୍କାର ବନ୍ଧୁଗଣ, ତୁ ଯାହା କହିଥିଲୁ ମୁଁ ସେୟା କରିଲି ତୋ ଭଲ ପାଇଁ ମୁଁ ସାରା ଦୁନିଆ ଆଗରେ ତୋତେ ଭୁଲ ମାଗିଲି ସୋସିଆଲ ମିଡିଆରେ ଜରିଆରେ ତୋ ଆଗରେ ହାତ ଯୋଡିଲି ଭିଡିଓ କଲ କରି ପୁଅ ସହ କଥା ହେଲି ଆଉ କଣ କରିଥାନ୍ତି ତୁ ଏବେ କାହା ଏବେ ତୁ ଫେରି ଆ ଗୋଟେ ନୂଆ ଜୀବନ ଆରମ୍ଭ କରିବା ପାଇଁ ସୁଯୋଗ ଦେ । ଆମ ଭଲ ପାଇବା କଣ ଅଷ୍ଟମ ଶ୍ରେଣୀରୁ ଆରମ୍ଭ ହୋଇଥିଲା କେମିତି ଦୂରେଇ ରହି ପାରୁଛ ତୃପ୍ତି ସେହି ଭଲ ପାଇବାକୁ ଆଉ ଥରେ ଅନୁଭବ କରିବାକୁ ସୁଯୋଗ ମୋତେ ଦିଅ ତୃପ୍ତି ବୋଧ ହୁଏ ଏମିତି କିଛି ଭାବନାକୁ ବାବୁସାନ ନିଜ ସ୍ତ୍ରୀ ତୃପ୍ତି ଙ୍କ ଆଗରେ ପ୍ରକାଶ କରି ତାଙ୍କୁ ନିଜ ଘରକୁ ଆଉ ତାଙ୍କ ଜୀବନରେ ଫେରି ଆସିବାକୁ କହୁଥିବେ ।

ହଁ ଆଜ୍ଞା ବାବୁସାନ ଙ୍କ ଠାରୁ ଏବେ ଦୂରେଇ ରହିଛନ୍ତି ସ୍ତ୍ରୀ ତୃପ୍ତି ଶତପଥି । ତେବେ ବାବୁସାନ-ପ୍ରକୃତି-ତୃପ୍ତି ବିବାଦରେ ତାଙ୍କ ଶ୍ଵଶୁର ଘର ଛାଡି ନିଜ ବାପା ଘରେ ରହୁଛନ୍ତି ତୃପ୍ତି । ଯାହା ପାଇଁ ବାବୁସାନ ଙ୍କ ପୁଅ ଗୁହାନ ମଧ୍ୟ ତୃପ୍ତିଙ୍କ ସହ ନିଜ ଅଜା ଙ୍କ ପାଖରେ ରହୁଛନ୍ତି । ତେବେ ଓଲିଉଡ ର ବରିଷ୍ଠ ଅଭିନେତା ତଥା ବାବୁସାନ ମହାନ୍ତି ଙ୍କ ବାପା ଉତ୍ତମ ମହାନ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ନିଜ ନାତି କୁ ଝୁରି ହେଉଛନ୍ତି ।

ପ୍ରତି ଟି ସମୟରେ ଗୁହାନ କୁ ଖୋଜୁଛନ୍ତି ଉତ୍ତମ ମହାନ୍ତି । ସେପଟେ ଅପରାଜିତା ମହାନ୍ତି ମଧ୍ୟ ନିଜ ନାତି କୁ ଦୀର୍ଘ ଦିନ ହେବ ନ ଦେଖି ବହୁତ ଝୁରି ହେବାର ସୂଚନା ରହିଛି । ସେଥିପାଇଁ କୁଆଡେ ବାବୁସାନ ତୃପ୍ତି ଙ୍କୁ ସବୁ ବେଳେ ସବୁ ମୂହୁର୍ତ୍ତ ରେ ଝୁରି ହେଉଛନ୍ତି । ଫୋନ କରି କଥା ହେଉଛନ୍ତି ଆଉ କହୁଛନ୍ତି ସ୍ତ୍ରୀ ତୃପ୍ତି ଙ୍କୁ ଯାହା ହୋଇଛି ସେଥିପାଇଁ ମୁଁ ମୋର ଭୁଲ ବୁଝି ସାରିଛି ଓ ଅନୁତାପମ ମଧ୍ୟ କରୁଛି ।

ବାବୁସାନ କହିଛନ୍ତି ତୃପ୍ତି ଫେରି ଆସ ଆମେ ଦୁହେଁ ମିଶି ପୁଣି ଥରେ ଆଉ ଏକ ନୂଆ ଜୀବନ ଆରମ୍ଭ କରିବା । ଅନ୍ୟ ପକ୍ଷରେ ବାବୁସାନ ତୃପ୍ତି ଙ୍କୁ ଭୁଲ ମାଗିବା ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ବାବୁସାନ ନିଜ ପୁଅ ଗୁହାନ ସହ ଭିଡିଓ କଲ କରି କଥା ହେଉଥିବା ବେଳେ ଏଥର ଗଣେଶ ପୂଜା ରେ ପୁରା ପରିବାର ସହ ଏକାଠି ପୂଜା କରିବେ ବୋଲି ବାବୁସାନ ଙ୍କ ଫ୍ୟାନ୍ସ ମାନେ କହୁଛନ୍ତି । ତେବେ ଦେଖାଯାଉ ତୃପ୍ତି କଣ ସତରେ ବାବୁସାନ ଙ୍କ ସବୁ ଭୁଲ କୁ କ୍ଷମା କରି ଦେଇ ଫେରି ଆସିବେ ନିଜ ଘରକୁ ଆଉ ବାବୁସାନ ଙ୍କ ଜୀବନକୁ ।

ସମୟ କହିବ ତୃପ୍ତି କେଉଁ ନିସ୍ପତି ନେଉଛନ୍ତି ନିଜ ପାଇଁ ଓ ନିଜ ପୁଅ ଗୁହାନ ପାଇଁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *