ତା ସ୍ୱାମୀ ସାମ୍ନାରେ ମୁଁ ପାଞ୍ଚ ବର୍ଷ ପ୍ରେମ କଲି! ତା ସ୍ୱାମୀ ବି ଏଥିରେ…. ଦେଖନ୍ତୁ Video

ବନ୍ଧୁଗଣ ତାର ସ୍ଵାମୀ ଥିଲା ଆଉ ୪ଟି ସନ୍ତାନ ମଧ୍ୟ ଥିଲା । ତଥାପି ସ୍ଵାମୀ ଆଗରେ ମୁଁ ୫ ବର୍ଷ କାଳ ପ୍ରେମ କରୁଥିଲା ସ୍ତ୍ରୀ ଆଉ ସ୍ଵାମୀ ରାଜି ଥିଲା । ଆଉ ଯେବେ ସ୍ବାମୀଙ୍କ ଜୀବନ ଚାଲିଗଲା ଏବେ କୁଆଡେ ଗଙ୍ଗାଧର ଙ୍କ ସ୍ତ୍ରୀ ଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ପ୍ରେମିକ ଅସିତ ଶତପଥି । କେନ୍ଦ୍ରାପଡା ରାଜକନିକା ଭିମାଣ୍ଡ ଗାଁ ର ଏହି ଘଟଣା କୁ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଉ ପ୍ରେମିକ ପର ସ୍ତ୍ରୀ କୁ ଲଗାତାର ଭାବେ ୫ ବର୍ଷ କାଳ ପ୍ରେମ କରିଲା । ଆଉ ସେହି ସ୍ତ୍ରୀଙ୍କର ୪ଟି ଛୁଆ ମଧ୍ୟ ଅଛି । ସ୍ବାମୀଙ୍କ ଅନ୍ତେ ପ୍ରେମିକ ପ୍ରେମ କରୁଥିଲା ।

ଏମିତିକି ଏହି ପ୍ରେମ ଏକ ତରଫା ନ ଥିଲା । ଗଙ୍ଗାଧର ଙ୍କ ସ୍ତ୍ରୀ ୫ ବର୍ଷ କାଳ ପ୍ରେମ କରୁଥିଲେ ଅସିତ ଶତପଥିଙ୍କୁ । ଏହି ଘଟଣା କୁ ବିବାଦ ମଧ୍ୟ ହେଉଥିଲା । ଏହି କାରଣରୁ ଘରେ ଥିବା ୪ଟି ଛୁଆ ସବୁବେଳେ ମନା କରୁଥିଲେ ମା ଙ୍କୁ । ଛୁଆ କହୁଥିଲେ ମା ତୁ ଏଭଳି କାମ କରେନି ବାପାଙ୍କ ମନ ଦୁଖ ସେ ବହୁତ କଷ୍ଟ ପାଉଛନ୍ତି ଆଉ ଆମକୁ ଏ ସବୁ ଭଲ ଲାଗୁନି ଲୋକ ଲଜ୍ୟାକୁ ଆମେ ଆଉ ସହିପାରୁ ନାହୁଁ ।

ତଥାପି ପ୍ରେମରେ ଅନ୍ଧ ହୋଇ ମା ବୁଡି ରହିଥିଲା । ଏଭଳି ବୁଡି ରହୁଥିଲା ସ୍ତ୍ରୀ ଯାହା ପାଇଁ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ଆଉ ଲୋକ ଲାଜ୍ୟା ସହିପାରୁ ନ ଥିଲେ ସ୍ଵାମୀ ଗଙ୍ଗାଧର । କିନ୍ତୁ ଅନ୍ୟ ପକ୍ଷରେ ପ୍ରେମିକ କହିଛନ୍ତି ଗଙ୍ଗାଧର ସବୁ ଜାଣିଥିଲେ ୫ ବର୍ଷ କାଳ ସେ ତାଙ୍କ ଆଗରେ ତାଙ୍କ ସ୍ତ୍ରୀଙ୍କୁ ପ୍ରେମ କରିଛନ୍ତି ଆଉ ସେ ମୋତେ ଅନୁମତି ମଧ୍ୟ ଦେଇଥିଲେ ।

ଏମିତି ଦୁନିଆରେ କେଉଁ ସ୍ଵାମୀ ଅଛି ଯିଏ ନିଜ ସ୍ତ୍ରୀକୁ ଅନୁମତି ଦେଇଥିବା ପର ପୁରୁଷ ସହ ପ୍ରେମ କରିବାକୁ ଯାହାକି ଏବେ ପ୍ରେମିକ ଅସିତ ଶତପଥି କହିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଏବେ ଗଙ୍ଗାଧର ଙ୍କ ଜୀବନ ଚାଲିଗଲା ଘରେ ଥିବା ୪ ଛୁଆ ଅଭିଯୋଗ କରିଛନ୍ତି ମା ଓ ଅସିତ ଶତପଥି ଦୁହେଁ ମିଶି ଗଙ୍ଗାଧର ଙ୍କୁ ରାସ୍ତା ରୁ ସଫା କରି ଦେଇଛନ୍ତି ।

କାରଣ ପ୍ରେମରେ ବାଧକ ସାଜୁଥିଲେ ଗଙ୍ଗାଧର ବୋଲି ପିଲା ମାନେ କହିଛନ୍ତି । କିନ୍ତୁ ଅସିତ ଶତପଥି ଡାଇରେକ୍ଟ କହିଛନ୍ତି ମୁଁ ଗଙ୍ଗାଧରଙ୍କୁ ମାରି ନାହି ତାଙ୍କ ସ୍ତ୍ରୀଙ୍କୁ ଭଲ ପାଇଥିଲେ ଦୀର୍ଘ ୫ ବର୍ଷ ହେବେ ଆଉ ଏବେ କୋର୍ଟ ମ୍ୟାରେଜ ବି କରି ସାରିଛି ।

ଯଦି ଗଙ୍ଗାଧର ନିଜ ସ୍ତ୍ରୀଙ୍କୁ ଅନ୍ୟ ସହ ପ୍ରେମ କରିବାର ଦେଖୁଥିଲେ ତେବେ ଗଙ୍ଗାଧର କାହିଁକି ଜୀବନ ହରାଇଲେ ନା ତାଙ୍କୁ ହତ୍ୟା କରାଯାଇଛି ? ହୁଏ ତ ପୋଲିସ ତଦନ୍ତ କରିବା ପରେ ସତ କଣ ସାମନା କୁ ଆସିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *