ଶିଘ୍ର “ଧନୀ“ ହେବାର ୫ଟି ଗୁପ୍ତ ରହସ୍ୟ ଜାଣନ୍ତୁ…. ଆଜିର ଅନୁଚିନ୍ତା

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଧନବାନ ହେବାକୁ ଚାହିଁଥାନ୍ତି । ବ୍ୟକ୍ତି ଭାଗ୍ୟ ବଳରେ ଧନବାନ ହୋଇଥାଏ ନ ହେଲେ ନିଜର କର୍ମ ବଳରେ ଭାଗ୍ଯବାନ ହୋଇଥାଏ । କେବେ କେବେ ଏହି ଦୁଇ ସିଦ୍ଧାର୍ଥ ବ୍ୟର୍ଥ ହୋଇଯାଏ । ଆଜି ଆମେ ଜାଣିବା ଧନବାନ ହେବାର 5ଟି ଗୁପ୍ତ ଉପାୟ ବିଷୟରେ । ଯାହାର ପ୍ରୟୋଗ କରିଲେ ପ୍ରତେକ ବ୍ୟକ୍ତି ଧନବାନ ହୋଇ ପାରିବେ ।

1- ଯଦି କୌଣସି ବ୍ୟକ୍ତି ଧନବାନ ହେବାକୁ ଚାହିଁ ଥାନ୍ତି ତେବେ ଧନବାନ ହେବାର ଭାବନା ନିଜ ମନରେ ଆଣିବାକୁ ହେବ । ନିଜର ରହନସହଣି, ଚାଲିଚଳନ ସବୁ କିଛି ବଦଳାଇବାକୁ ହେବ । ନିଜକୁ ମନେ ମନେ ଧନୀ ଭାବିବାକୁ ହେବ । କାରଣ ବିଶ୍ଵାସ ସବୁଠାରୁ ବଡ ଶକ୍ତି ହୋଇଥାଏ । ଯେଉଁ ମାନେ ସବୁବେଳେ ନିଜକୁ ଦରିଦ୍ର ମାନି ଥାନ୍ତି ସେମାନେ ସବୁବେଳେ ଦରିଦ୍ର ହୋଇ ରହିଥାନ୍ତି ।

2- ଦ୍ଵିତୀୟ ରହସ୍ୟ ହେଉଛି ଧନ୍ୟବାଦ କହିବାର ଅଭ୍ୟାସ କରିବାକୁ ହେବ । ପ୍ରତେକ ବ୍ୟକ୍ତି ଙ୍କୁ ନିଜ ଜୀବନରେ ଯାହା ବି କିଛି ମିଳିଥାଏ ଇଶ୍ଵର ଙ୍କ କୃପାରୁ ମିଳିଥାଏ । ନ ହେଲେ ନିଜ କର୍ମ ଦ୍ଵାରା ମିଳିଥାଏ । ଏଣୁ ଜୀବନରେ ଯାହା ବି ମିଳିଛି ଧନ୍ୟବାଦ ନିଶ୍ଚୟ ଜଣାଇବା ଉଚିତ । ଆଗକୁ କିଛି ପାଇବାକୁ ହେଲେ ଧନ୍ୟବାଦ କହିବାର ଅଭ୍ଯାସ କରିବାକୁ ପଡିବ ।

3- ତୃତୀୟ ରହସ୍ୟ ହେଉଛି ଯଦି ବ୍ୟକ୍ତି ର କୌଣସି ବସ୍ତୁ କୁ ପାଇବାର ଇଚ୍ଛା ଅଛି ତେବେ ତାହାକୁ ପାଇବା ପାଇଁ ମନରେ ଇଚ୍ଛା ଶକ୍ତି ଦୃଢ ହେବା ଉଚିତ । ନ ହେଲେ କିଛି ବି ଜୀବନରେ ପାଇ ହେବ ନାହିଁ । ଇଚ୍ଛା ରେ ପୁରା ଶକ୍ତି ଥିବା ଦରାକର । ଇଶ୍ଵର ଙ୍କୁ କିଛି ମାଗିବା ପୂର୍ବରୁ ଇଚ୍ଛା ରେ ସ୍ପଷ୍ଟତା ରହିବା ଦରକାର । ଯାହା ବି ଇଶ୍ଵର ଙ୍କୁ ମାଗିବେ ତାହା ମିଳିବା ଯାଏଁ ଅପେକ୍ଷା କରିବାକୁ ହେବ । ଇଚ୍ଛା ଓ ମାଗିବା ଜିନିଷ ନିରନ୍ତର ବଦଳିଲେ ତାହା ନିଶ୍ଚୟ ପୁରା ହେବ ।

4- ବାସ୍ତୁ ନିୟମ ଗୁଡିକୁ ପାଳନ କରିବା ଉଚିତ । ଘର ତିଆରି ଅବସ୍ତୁ ଅନୁଯାୟୀ କରିବା ଉଚିତ । କ୍ରୋଧରୁ ବଞ୍ଚିତ ରହିବା, ସବୁ ଖରାପ ଅଭ୍ୟାସରୁ ନିବୃତ୍ତ ରହିବା, ବସିବା ରୁମରେ ଏମିତି ଚିତ୍ର ଲଗାଇବା ଉଚିତ ଯେଉଁଥିରେ ହସିବା ଚିତ୍ର ଥିବ । ପୂଜା ସ୍ଥାନରେ ମା ଲକ୍ଷ୍ମୀଙ୍କର ଫୋଟୋ ଧନର ବର୍ଷା ହେଉଥିବା ଲଗାଇବା ଉଚିତ । ଭୋଜନ ସମୟରେ ପୂର୍ବ ବା ଉତ୍ତର ଦିଗକୁ କରିବା ଉଚିତ । ଦୀପ ଜାଳିବା ସମୟରେ ଉତ୍ତର ଦିଗକୁ ମୁଖ କରି ଲାଗାଇବା ଉଚିତ । ଘରର ସିନ୍ଧୁକ ରେ ହଳଦୀ, ଚାନ୍ଦି, ସୁନା ର ସିକା ରଖିବା ଉଚିତ ।

5- ରାତି ସମୟରେ ପଇସା କୁ ଗଣି ଶୋଇବା ଉଚିତ । 5, 10, 20 ଟଙ୍କିଆ ନୋଟ କୁ ପ୍ରତି ଦିନ ଗଣିବା ସହ ଏହାକୁ ସଠିକ ସ୍ଥାନରେ ରଖିବା ଦ୍ଵାରା ଧନବାନ ହେବାର ଚାନ୍ସ ଅଧିକ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *