ନମସ୍କାର ବନ୍ଧୁଗଣ । ଆମ ଦେଶର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି ପୋଲିସ ଅଧିକାରି । ତେବେ ସେମାନେ ହେଉଛନ୍ତି ରକ୍ଷକ ସାଧାରଣ ଜନତାଙ୍କର । ଯିଏ ନିଜର ଜୀବନକୁ ବାଜି ଲଗାଇ ଶତ୍ରୁ ମାନଙ୍କ କବଳରୁ ଦେଶକୁ ସୁରକ୍ଷା ଦେଇଥାନ୍ତି । କିନ୍ତୁ ଆଜିକାଲି ରକ୍ଷକ ସାଜୁଛନ୍ତି ଭୟକ । ଆଜ୍ଞା ହାଁ ବନ୍ଧୁଗଣ ଆଜିକାଲିର ପୋଲିସ ଅଧିକାରୀ ମାନେ ଏମିତି କାରନାମା ବା କାଣ୍ଡ ଘଟାଉଛନ୍ତି ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ କହିବେ ରକ୍ଷକ ସାଜିଲା ଭକ୍ଷକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଏବେ ସାମାନ କୁ ଆସିଛି । ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ପୋଲିସ କୁ କହିବେ ଭକ୍ଷକ ।
କାରଣ ପୋଲିସ ବାବୁ ଜଣକ ଏମିତି କାଣ୍ଡ ଘଟାଇଛନ୍ତି ଯାହାକୁ ଦେଖିବା ପରେ ପୋଲିସ ଉପରକୁ ସାଧାରଣ ଲୋକଙ୍କର ଭରସା ଉଠି ଜୀବ କହିଲେ କିଛି ଭୁଲ ହେବ ନାହି । ଆମ ଦେଶରେ ଏମିତି ବି ପୋଲିସ ଅଛନ୍ତି ଯାହା ପାଇଁ ପୁରା ପୋଲିସ ଡିପାର୍ଟ ମେଣ୍ଟ କୁ ନିନ୍ଦା ହେବାକୁ ପଡୁଛି । ଅପରାଧର ସୀମା ଟପି ଗଲେ ପୋଲିସ ବାବୁ । ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ମନ ଇଚ୍ଛା ପିଟି ଚଳାଇଲେ ।
କେବେଳ ସେତିକି ନୁହେଁ ବରଂ ବିଧା ଗୋଇଠା ସହ ରେଳ ଧାରଣାର ଠେଲିବାକୁ ଉଦ୍ୟମ କରିଥିଲେ ପୋଲିସ ବାବୁ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟ ପ୍ରଦେଶ ର ଜବରପୁର ରେଳ ଷ୍ଟେସନ ରେ ଘଟିଛି ଏ ମାନବୀୟ କାଣ୍ଡ । ପୋଲିସ ବାବୁଙ୍କର ଏଭଳି ଆକ୍ରମଣ କୁ ସବୁ ମହଲା ରୁ ନିନ୍ଦା କରାଯାଉଛି ।
ଗୋପାଳ ପ୍ରସାଦ ନାମକ ବୃଦ୍ଧ ବ୍ୟକ୍ତି ଜଣକ ପୋଲିସ ବାବୁ ଙ୍କ ପାଖକୁ ଅଭିଯୋଗ କରିବାକୁ ଆସିଥିଲେ । ପୋଲିସ ବାବୁ ଅଭିଯୋଗ ଶୁଣିବା ବଦଳରେ ଅଦରକିତ ଭାବେ ଆକ୍ରମଣ କରିଥିୟଲେ ବୃଦ୍ଧ ବ୍ୟକ୍ତି ଙ୍କ ଉପରକୁ । ଆଖି ବୁଜା ଲଦି ଚାଲିଥିଲେ ବିଧା ଗୋଇଠା । ଏତିକିରେ ସଋ ନ ଥିଲା ପୋଲିସ ବାବୁ ଙ୍କ ଅତ୍ୟାଚାର । ଘୋଷାଡ଼ି ନେଇ ରେଳ ଧାରଣା ଉପରେ ଫିଙ୍ଗି ଦେବାକୁ ଉଦ୍ୟମ କରିଥିଲେ ପୋଲିସ ବାବୁ ।
ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଘଟଣା ର ଭିଡିଓ କରି ସୋସିଆଲ ମିଡିଆରେ ଅପ୍ଲୋଡ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ପୋଲିସ ବାବୁ ଙ୍କ ବିରୁଦ୍ଧରେ କର୍ଜ୍ଯନୁଷ୍ଠାନ ନିଆଯାଇଛି । ପୋଲିସ ବାବୁ ଙ୍କୁ ମହଙ୍ଗା ପଡିଛି ଦାଦାଗିରି । ଷ୍ଟେସନ ପରିସରରେ ବୃଦ୍ଧ ଙ୍କୁ ମରଣାତ୍ମକ ଆକ୍ରମଣ ମାମଲାରେ ନିଲମ୍ବିତ ହୋଇଛନ୍ତି ପୋଲିସ ବାବୁ ଜଣକ ।
ତେବେ ପୋଲିସ ବାବୁ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବାକୁ ୟୁଜର୍ସ ମାନେ ଦାବି କରିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସବୁ ପୋଲିସ ମାନେ ଏମିତି ନୁହନ୍ତି । ଆଜି ବି ଆମ ଦେଶରେ ଏମିତି କିଛି ପୋଲିସ ଅଛନ୍ତି ଯେଉଁ ମାନେ ମହାନ କାମ କରି ପ୍ରଶଂସା ସାଉଁଟିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।