ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପାଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।
୧- ଫୁଲର ଘାଟି ଭାରତର କେଉଁ ରାଜ୍ୟ ରେ ଅବସ୍ଥିତ ଅଟେ ?
ଉତ୍ତର- ଉତ୍ତରାଖଣ୍ଡ
୨- ଏମିତି କେଉଁ ରାଜ୍ୟ ରହିଛି ଯେଉଁଠି ଅଧିକ କଳା ଲୋକ ରୁହନ୍ତି ?
ଉତ୍ତର- ତାମିଲନାଡୁ
୩- ନାଳନ୍ଦା ବିଶ୍ଵବିଦ୍ୟାଳୟ କେଉଁଠି ସ୍ଥାପିତ ଅଛି ?
ଉତ୍ତର- ବିହାର
୪- ଅଧିକ ବୀୟର ପିଇବା ଦ୍ଵାରା କେଉଁ ଭିଟାମିନ ର ଅଭାବ ଦେଖା ଯାଇଥାଏ ?
ଉତ୍ତର- ଭିଟାମିନ-B1
୫- ଅକ୍ଷର କୁମାର ଙ୍କ ପ୍ରକୃତ ନାମ କଣ ?
ଉତ୍ତର- ରାଜୀବ ହଋ ଓମ ଭାଟିଆ
୬- କେଉଁ ପଶୁ ର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ?
ଉତ୍ତର- ମାଦା ହାତୀ
୭- ମହିଳା ଙ୍କ ଶାଢୀ ର ଲମ୍ବାଇ କେତେ ହୋଇଥାଏ ?
ଉତ୍ତର- ୫-୬ ଇଞ୍ଚ
୮- SBI ବ୍ଯାଙ୍କ ନିଜର ପ୍ରଥମ ବ୍ରାଞ୍ଚ କେଉଁ ଦେଶରେ ଖୋଲିଥିଲେ ?
ଉତ୍ତର- ଚୀନ
୯- ପରିବାର ଉତ୍ପାଦନ ରେ ଭାରତ କୁ କେଉଁ ସ୍ଥାନ ମିଳିଛି ?
ଉତ୍ତର- ଦ୍ଵିତୀୟ ସ୍ଥାନ
୧୦- କେଉଁ ଦେଶରେ ଆମେ ପୋଲିସ ଓ ପୋଲିସ କାର ର ଫୋଟୋ ଉଠାଇ ଅପରିବା ନାହି ?
ଉତ୍ତର- ଫ୍ରାନ୍ସ
୧୧- ସବୁଠାରୁ ପ୍ରଥମ ବଲ କେଉଁ ଦେଶରେ ତିଆରି ହୋଇଥିଲା ?
ଉତ୍ତର- ଆମେରିକା
୧୨- କେଉଁ ଜୀବ ଦିନ ରାତି ସୁଏ ନାହି ?
ଉତ୍ତର- ମାଛ
୧୩- କାହାର ଗୋଡ ନାହି କିନ୍ତୁ ସେ ଚାଲିଥାଏ ସେ କିଏ ?
ଉତ୍ତର- ଟେଲିଭିଜନ
୧୪- କେଉଁ ଜୀବ ତାର ଛୁଆ କୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?
ଉତ୍ତର- ପ୍ରଜାପତି
୧୫- ମୃତ୍ୟୁ ପରେ ଯିଏ ଠିଆ ହୋଇଥାଏ ସେ କିଏ ?
ଉତ୍ତର- ଗଛ
୧୬- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ ଏହାର ଉତ୍ତର କଣ ?
ଉତ୍ତର- ଲୁଣ
୧୭- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ତାହା କଣ ?
ଉତ୍ତର- ଘଣ୍ଟା
୧୮- ବିଶ୍ଵର କେଉଁ ଲୋକ ସର୍ବଦା ସାପ ଭୋଜନ କରେ ?
ଉତ୍ତର- ଯୋଗିନୀ ଅଲ୍ଲୀ
୧୯- ସିଙ୍ଗଡା କୁ ଇଂରାଜୀ ରେ କଣ କୁହାଯାଏ ?
ଉତ୍ତର- RISSOLE
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।