“ସିନ୍ଦୁର ର ଅଧିକାର” ସିରିଏଲର ଲିଡ ନାୟିକା ପବିତ୍ରା ଙ୍କ ରିୟଲ ଲାଇଫ ଓ ପରିବାର ବିଷୟରେ ଜାଣନ୍ତୁ…

ବନ୍ଧୁଗଣ ଆପଣ ମାନେ ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା “ସିନ୍ଦୁର ର ଅଧିକାର” ସିରିଏଲ ନିଶ୍ଚୟ ଦେଖୁଥିବେ । ଆଉ ଏହି ସିରିଏଲ ରେ ଅଭିନେତ୍ରୀ ପବିତ୍ରା ଙ୍କୁ ନିଶ୍ଚୟ ଆପଣ ମାନେ ଦେଖିଥିବେ । ସେ ତାଙ୍କର ଜବରଦସ୍ତ ଓ ନିଖୁଣ ଅଭିନୟ କରି ଏ ସିରିଏଲ ରେ ଆଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପବିତ୍ରା ଏହି ସିରିଏଲ ରେ ମା ଚରିତ୍ର ରେ ଅଭିନୟ କରୁଛନ୍ତି ।

ଯାହା ଖୁବ ନିଖୁଣ ଭାବେ ନିଭାଉଛନ୍ତି ପବିତ୍ରା । ତାଙ୍କର ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ପବିତ୍ରା ଙ୍କର ରିୟଲ ଲାଇଫ ବିଷୟରେ କିଛି ଖାସ କଥା କହିବାକୁ ଯାଉଛି । ସିନ୍ଦୁର ର ଅଧିକାର ସିରିଏଲ ରେ ଲିଡ ନାୟିକା ଭାବେ ପବିତ୍ରା ଖୁବ ଚମତ୍କାର ଅଭିନୟ କରିବାର ନଜର ଆସୁଛନ୍ତି । ସେ ଏହି ସିରିଏଲ ରେ ଅଭିନେତ୍ରୀ ଇତିଶ୍ରୀ ଙ୍କର ମା ଭୂମିକାରେ ନଜର ଆସୁଛନ୍ତି ।

ପବିତ୍ରା ମା ଭୂମିକା କୁ ଏତେ ସୁନ୍ଦର ଭାବେ ଦର୍ଶାଉଛନ୍ତି ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଆଉ ମନ ଛୁଆଁ ମଧ୍ୟ ହୋଇଛି । ପବିତ୍ରା ଙ୍କର ଜୀବନୀ କହିଲେ ବହୁତ ସାଧାରଣ । ସେ ସାଧା ସିଧା ଜୀବନଯାପଣ କରିବାକୁ ବେଶ ପସନ୍ଦ କରନ୍ତି । ତାଙ୍କର ଅଭିନୟ ବ୍ଯତୀତ ସେ ସେ ତାଙ୍କର ଷ୍ଟାଇଲ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ପବିତ୍ରା ଏହି ସିରିଏଲ ରେ ମା ଚରିତ୍ରରେ ନଜର ଆସିବା ସହ ସ୍ତ୍ରୀ ଭୂମିକରେ ମଧ୍ୟ ବେଶ ସୁନ୍ଦର ଅଭିନୟ କରୁଛନ୍ତି ।

ଯାହା ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ଆଉ ଏହା ପୂର୍ବରୁ ଆପଣ ମାନେ “ତୁଳସୀ” ସିରିଏଲ ରେ ଲିଡ ନାୟିକା ଭାବେ ନିଶ୍ଚୟ ଦେଖିଥିବେ । “ତୁଳସୀ” ସିରିଏଲ ସରିବା ପରେ ସେ କିଛି ଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ । କିଛି ଦିନ ପରେ ସେ “ସିନ୍ଦୁର ର ଅଧିକାର” ସିରିଏଲ ମାଧ୍ୟମ ରେ ପୁଣି ଥରେ ଓଲିଉଡ ଜଗତକୁ ଏଣ୍ଟ୍ରି କରିଛନ୍ତି ।

ବର୍ତ୍ତମାନ ସମୟରେ ସେ ନିଜ ପରିବାର ସହ ଭୁବନେଶ୍ଵର ରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କର ବାପା, ମା, ଭାଇ ଅଛନ୍ତି । ବର୍ତ୍ତମାନ ସମୟରେ ପବିତ୍ରା ଙ୍କର ବୟସ ହେଉଛି 25 ବର୍ଷ । ସେ ଗୋଟେ ଏପିଶୋଡ କରିବା ପାଇଁ ପ୍ରାୟ 10 ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି । ତାଙ୍କର ଦମଦାର ଅଭିନୟ କାରଣରୁ “ସିନ୍ଦୁର ର ଅଧିକାର” ସିରିଏଲ ର TRP ଏବେ ଖୁବ ଉଚ୍ଚ ରେ ରହିଛି ।

ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ତେବେ ଏହି ସିରିଏଲ ଟି ଆଗକୁ ବଢିବାରେ ଲାଗିଛି । ଏହି ସିରିଏଲ ରେ ଅଭିନୟ କରୁଥିବା ପ୍ରତେକ ଟି କଳାକାର ବେଶ ସୁନ୍ଦର ଅଭିନୟ କରିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପବିତ୍ରା ଙ୍କ ଅଭିନୟ କେମିତି ଲାଗୁଛି ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *