କର୍ପୁର ଆପଣଙ୍କୁ କରିପାରେ ଧନୀ, କରନ୍ତୁ ଏହି 8ଟି ଉପାୟ… ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ହିନ୍ଦୁ ଧର୍ମରେ କର୍ପୁର କୁ ଏକ ପବିତ୍ର ବସ୍ତୁ ଭାବେ ବିଚାର କରାଯାଏ । ଏବଂ ପ୍ରତେକ ପୂଜା କାର୍ଯ୍ୟ ରେ ଏହା କୁ କାର୍ଯ୍ୟ ରେ ଲଗାଯାଏ । ଏହା ସହ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ କର୍ପୂର ବହୁତ ଲାଭକାରୀ ଅଟେ । ପୂଜା ବା ହୋମ କରିବା ସମୟରେ ଯେତେବେଳେ କର୍ପୁର ଜଳାଜାଏ ସେହି ସମୟରେ ବାହାରୁଥିବା ଧୂଆଁ ଆଖପାଖର ନେଗେଟିଭ ଶକ୍ତି କୁ ନଷ୍ଟ କରି ଦେଇଥାଏ । ଆଜି ଆମେ ଆପଣଙ୍କୁ କର୍ପୁର କୁ କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ।

1- କୌଣସି ବ୍ୟକ୍ତିଙ୍କ ଜାତକରେ କାଳସର୍ପ ଦୋଷ ବା ପିତୃ ଦୋଷ ବାଧା ରହିଥାଏ ତେବେ ତାହାର ଶାନ୍ତି ପାଇଁ ଘରର ଶୌଚାଳୟରେ ଅଳ୍ପ କର୍ପୁର ରଖିବା ଉଚିତ । ଏହା ଦ୍ଵାରା କାଳସର୍ପ ଓ ପିତୃ ଦୋଷ ବାଧା ରୁ ମୁକ୍ତି ମିଳିଥାଏ ।

2- ଘରେ ପଜେଟିଭ ଓ ଶାନ୍ତି ର ବାତନା ପାଇଁ ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ କର୍ପୁର କୁ ଘିଅ ଭିଜାଇ ଜଳାଇବା ଉଚିତ । ଏବଂ ସଂପୂର୍ଣ୍ଣ ଘରର ତାହାର ବାସନା କୁ ଖେଳିବାକୁ ଦିଅନ୍ତୁ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସି ନ ଥାଏ । ଘରେ ଶାନ୍ତି ର ବାତାବରଣ ସୃଷ୍ଟି ହୋଇଥାଏ ।

3- ଯଦି କୌଣସି ବ୍ୟକ୍ତିଙ୍କ ର ବିବାହରେ ବାଧା ଆସୁଛି ବା ବିଳମ୍ବ ହେଉଛି ତେବେ ସେଥିପାଇଁ ଏହି ଉପାୟଟି କରନ୍ତୁ । 36ଟି ଲବଙ୍ଗ ଓ 6ଟି କର୍ପୁର ନିଅନ୍ତୁ । ଏଥିରେ ହଳଦୀ ଓ ଅରୁଆ ଚାଉଳ ମିଶାଇ ମା ଦୂର୍ଗା ଙ୍କୁ ଆହୁତି ଦିଅନ୍ତୁ । ଏହା ଦ୍ଵାରା ବିବାହରେ ଆସୁଥିବା ବାଧା ଦୂର ହେବ ।

4- କର୍ପୁର ର ତେଲ କିଛି ପରିମାଣରେ ସ୍ନାନ ପାଣିରେ ମିଶାଣ ଗାଧୋଇଲେ ଭାଗ୍ୟରେ ବୃଦ୍ଧି ହୋଇଥାଏ । ଏହା ସହ ଶରୀରରୁ ନେଗେଟିଭ ଊର୍ଜା ସମାପ୍ତ ହୋଇଥାଏ । ଏବଂ ଯେଉଁ ମାନେ ସଦା ସର୍ବଦା ଚିନ୍ତାରେ ରହୁଛନ୍ତି ଏହି ଉପାୟ ଟି ନିଶ୍ଚୟ କରନ୍ତୁ ।

5- ରାତି ରେ ହନୁମାନ ଚାଳିଶା ପ୍ରାପ୍ତ କରିବା ସହ 2ଟି କର୍ପୁର ଜଳାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା କ୍ରୋଧ ଶାନ୍ତ ହେବ ସହ ଆକସ୍ମିକ ଦୁର୍ଘଟଣା ହେବାର ସମ୍ଭାବନା କମି ଯାଇଥାଏ ।

6- ଘରର କୌଣସି ଜାଗାରେ ବାସ୍ତୁ ଦୋଷ ସୃଷ୍ଟି ହେଉଥାଏ ତେବେ ସେହି ଜାଗାରେ 2ଟି କର୍ପୁର ରଖନ୍ତୁ । କର୍ପୁର ମିଳେଇ ଗଲା ପରେ ପୁଣି 2ଟି କର୍ପୁର ରଖନ୍ତୁ ।

7- ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଛି ତେବେ ରାତିରେ ଶୋଇବା ସମୟରେ ସ୍ବାମୀଙ୍କ ତକିଆ  ତଳେ ସ୍ତ୍ରୀ ସିନ୍ଦୁର ଡବା ରଖନ୍ତୁ ଏବଂ ସ୍ତ୍ରୀ ସ୍ବାମୀଙ୍କ ତକିଆ ତଳେ 2ଟି କର୍ପୁର ରଖନ୍ତୁ । ସକାଳେ ସିନ୍ଦୁର ଡବା କୁ ଉଚିତ ସ୍ଥାନରେ ପକାଇ ଦିଅନ୍ତୁ ଓ କର୍ପୁରକୁ ଘରେ ଜଳାଇ ଦିଅନ୍ତୁ ।

8- ଆର୍ଥିକ ସମସ୍ଯା ଲାଗି ରହୁଛି ତେବେ ରାତିରେ ଶୋଇବା ପୂର୍ବରୁ ଚାନ୍ଦିର ପାତ୍ରରେ 2ଟି କର୍ପୁର ଓ ଲବଙ୍ଗ ଜଳାଇବା ଦ୍ଵାରା ଏହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *