କେଉଁ ମାନଙ୍କୁ ନାଁ ଧରି ଡାକିଲେ ଆୟୁଷ କମି ଯାଇଥାଏ ? ଏଭଳି ଆହୁରି କିଛି Anuchinta

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ର ସଫଳ ହେବା ପଛରେ କାହାର ନା କାହାର ହାତ ଥାଏ । ବ୍ୟକ୍ତି ଜୀବନରେ ସଫଳ ଏମିତି ହୋଇ ନ ଥାଏ । କାହାର ସହଯୋଗ ବା ସମର୍ଥନ ପାଇ ବ୍ୟକ୍ତି ଜୀବନରେ ଆଗକୁ ବଢିଥାଏ ଓ ଉନ୍ନତି କରିଥାଏ । ତେବେ କଥା ରେ ଅଛି ପିଲାର ପ୍ରଥମ ଗୁରୁ ହେଉଛନ୍ତି ବାପା ମା । ତା ପରେ ଯିଏ ଶିକ୍ଷା ଦେବେ ସେ ହେବେ ଦ୍ଵିତୀୟ ଗୁରୁ । ତେବେ କୁହାଯାଏ କି ବାପା ମା ଙ୍କ ନାଁ ଧରିବା ପାପ ହୋଇଥାଏ ।

ଏମିତି କରିବା ଦ୍ଵାରା ପିଲା ନିଜ ବାପା ମା ଙ୍କର ଅସମ୍ମାନ କରିଥାଏ । ଆଉ ଯିଏ ଶିକ୍ଷା ଦେଇଥାନ୍ତି ଅର୍ଥାତ ଗୁରୁ ଙ୍କର ନାମ ମଧ୍ୟ ନେବା ଉଚିତ ନୁହେଁ । କାରଣ ସେ ଗୁରୁଜନ ହୋଇଥାନ୍ତି ଓ ଆମକୁ ଠିକ ଭୁଲ ବୁଝାଇଥାନ୍ତି । ତେଣୁ ଗୁରୁ ଙ୍କର ନାଁ ମଧ୍ୟ ଧରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଗୁରୁଙ୍କୁ ଅପମାନ ସମାନ ହୋଇଥାଏ । ତେବେ ଆଜି ଆମେ ଜାଣିବା ଏମିତି କେଉଁ କେଉଁ ମାନଙ୍କ ନାଁ ଧରିବା ଉଚିତ ନୁହେଁ ଯାହା ଦ୍ଵାରା ମଣିଷ ର ଆୟୁଷ କମି ଯାଇଥାଏ ।

1- ବାପା ମା ହେଉଛନ୍ତି ଦୁନିଆର ସବୁଠାରୁ ବଡ ଗୁରୁ । ଯାହାଙ୍କ ହାତ ଧରି ଆମେ ଚାଲିବା ଶିଖିଥାଉ ଆଉ ଦୁନିଆ ଦେଖିଥାଉ । ତେବେ ବାପା ମା ଙ୍କ ସମାନ ପାଇଁ ପିଲା ମାନେ ଭଲ କାମ କରିବା ଉଚିତ । ତେବେ ଯାଇ ବାପା ମା ଙ୍କ ନାଁ ଉଜ୍ବଲ ହୋଇଥାଏ । କଥାରେ ଅଛି ନିଜର ଜନ୍ମ କରିବା ବାପା ମା ଙ୍କ ନାମ ସେତିକି ଆବଶ୍ୟକ ନ ପଡିଲେ ଭୁଲରେ ବି ଧରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆୟୁଷ କମି ଥାଏ ।

2- ଯେଉଁ ମାନେ ଗୁରୁଜନ ଅଛନ୍ତି ବା ଯେଉଁ ମାନଙ୍କୁ ବଡ ଭାବେ ସମ୍ମାନ ଜଣାଉଛନ୍ତି ସେମାନଙ୍କ ନାଁ ମଧ୍ୟ ଭୁଲରେ ବି ଧରିବା ଉଚିତ ନୁହେଁ । କାରଣ ଗୁରୁଜନ ମାନେ ଆମକୁ ଉଚିତ ଶିକ୍ଷା ଦେଇଥାନ୍ତି । ଦୁନିଆ ବିଷୟରେ ଆମକୁ ସବୁ କିଛି କହିଥାନ୍ତି । ତେଣୁ ତାଙ୍କ ନାଁ ଧରିବା ପାପ ସମାନ ହୋଇଥାଏ ।

3- ଯେବେ ଯାଏଁ ଜରୁରୀ ନ ହୋଇଛି କିମ୍ବା ବୀନା ଆବଶ୍ୟକ ରେ ନିଜ ନାଁ ମଧ୍ୟ ଧରିବା ଉଚିତ ନୁହେଁ । ଏହା ଦ୍ଵାରା ନିଜର ମଧ୍ୟ ଆୟୁଷ କମି ଥାଏ । ସ୍ଵାମୀ ମାନେ କେବେ ବି ସ୍ତ୍ରୀ ଙ୍କ ନାଁ ଧରିବା ଉଚିତ ନୁହେଁ । ସ୍ତ୍ରୀ ଙ୍କୁ କେବେ ବି ନାଁ ଧରି ଡାକିବା ଉଚିତ ନୁହେଁ । ସ୍ତ୍ରୀ ଙ୍କୁ ଅନ୍ୟ କୌଣସି ନାଁ ରେ ଡାକି ହେବ ।

4- ଯେଉଁ ମାନେ କୃପଣ ସେମାନଙ୍କ ନାଁ କେବେ ବି ତୁଣ୍ଡରେ ଧରିବା ଉଚିତ ନୁହେଁ । କାରଣ ସେମାନଙ୍କ ନାଁ ଧରିବା ଦ୍ଵାରା କ୍ଷତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *