ସିଂହ କୁ ଥଟ୍ଟା କରୁ କରୁ ଝିଅଟି ପଡିଗଲେ ସିଂହର ଜନ୍ତା ଭିତରକୁ, ସାମ୍ନାରେ ଥିଲା ସିଂହ ଆଉ ତା ପରେ … ଦେଖନ୍ତୁ ଭିଡିଓ

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟ ରେ କହିବୁ ଯାହା ଦେଖି ଓ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅମେରିକା ର ନ୍ୟୁୟର୍କ ସହରର ବ୍ରାନ୍ସ ଜୂ ରେ ଏକ ଘଟଣା ଘଟୁ ଘଟୁ ରହି ଗଲା । ଜଣେଇଦବା ପାଇଁ ଚହୁଁଛୁ କି ଜଣେ ମହିଳା ମସ୍ତି ମଜା ରେ ସିଂହ ବାଡ଼ ଭିତରେ ଡେଇଁ ପଡିଲେ, ଏବଂ ଯେତେବେଳେ ସିଂହ ସାମ୍ନା କୁ ଆସିଲା ସେ ନ ଡରି ତାକୁ ଚିଡେଇବା ଆରମ୍ଭ କଲେ ।

ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର କଣ-

କିନ୍ତୁ ଆଶ୍ଚର୍ଯ୍ୟ ର କଥା କିଛି ସମୟ ପରେ ଝିଅଟି ସମ୍ପୁର୍ଣ୍ଣ ସୁସ୍ଥ ଅବସ୍ଥା ରେ ବାହାରକୁ ଆସିଲେ । ସେ ଏତେ ସମୟ ସିଂହ ବାଡ଼ ଭିତେରେ ଥିଲେ ତଥାପି ସିଂହ ତାଙ୍କୁ କିଛି କ୍ଷତି ପହଞ୍ଚାଇଲା ନାହିଁ, ଏହା ଏକ ଆଶ୍ଚର୍ଯ୍ୟ ର କଥା ।

ଇଂଟରନେଟ ରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି, ଲୋକେ ଝିଅକୁ ନିନ୍ଦା କରୁଅଛନ୍ତି । ଧ୍ୟାନ ଦବା କଥା ଏହା ଯେ ସେହି ସମୟ ରେ ଜୁ ବୁଲିବାକୁ ଆସିଥିବା ଜଣେ ଯୁବକ ଏହାକୁ ରିକୋର୍ଡ କରିଥିଲେ, ଯାହା ଇଂସ୍ଟାଗ୍ରାମ ଆଈଡୀ ରିୟଲ ସୋବରୀନା ନା ରେ ଅଛି ।

ଭିଡିଓ ସେୟାର କଲା ବେଳେ ଯୁବକ ଲେଖିଲେ, “ଭିଡିଓ ଅନ୍ତିମ ଯାଏଁ ଦେଖନ୍ତୁ ଆପଣ ଭରସା କରିପାରିବେନି ଆଗକୁ କଣ ହେଲା । “

ମହିଳା ବାଡ଼ ଭିତରେ ଗଲା ପରେ ସିଂହ ସାମ୍ନା କୁ ଆସିଗଲା, ଯାହାକୁ ଦେଖି ଝିଅ ଡରିଲା ନାହିଁ ଏବଂ ସିଂହ କୁ ଚିଡେଇବା ଆରମ୍ଭ କଲେ । ଆଶ୍ଚର୍ଯ୍ୟ ର କଥା ସିଂହ ଅନେକ ସମୟ ପର୍ଯ୍ୟନ୍ତ ଝିଅ କୁ ଚାହିଁ ରହିଲା କିନ୍ତୁ କିଛି କଲା ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *