ଯେଉଁ ଘରେ ରହିଥାଏ ଏହି ୫ ଟି ପବିତ୍ର ଜିନିଷ, ସେଠାରେ କେବେ ବି ହୋଇ ନଥାଏ ସୁଖ ସମୃଦ୍ଧି ରେ ଅଭାବ

ଆମ ଘରେ ସୁଖ ସମୃଦ୍ଧିର ଆମ ଘରେ ଥିବା କିଛି ବିଶେଷ ବସ୍ତୁ ଉପରେ ନିର୍ଭର କରିଥାଏ । କୁହାଯାଏ କି ସୁଖ – ସମୃଦ୍ଧି ପାଇଁ ଶାସ୍ତ୍ର ଅନୁସାରେ କୁହାଯାଇଥିବା କିଛି ବିଶେଷ ଉପାୟ ଗୁଡିକ ପ୍ରତି ବି ଧ୍ୟାନ ଦେବା ଦରକାର । ଯେମିତି କି ପୂଜା – ପାଠ, ଦାନ କରିବା, ଧ୍ୟାନ ଏବଂ ଗଙ୍ଗା ସ୍ନାନ ଇତ୍ୟାଦି କରିବାକୁ ପଡିଥାଏ । କହିଦେଉଛୁ ଯେ ଶାସ୍ତ୍ର ଅନୁସାରେ ଘରେ କିଛି ଏହିଭଳି ପବିତ୍ର ଜିନିଷକୁ ରଖିବା ଦ୍ଵାରା ଘରେ ସବୁବେଳେ ସୁଖ – ସମୃଦ୍ଧି ଏବଂ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ ।

ଆଜି ଆମେ ଆପଣମାନଙ୍କୁ ସେହି ସବୁ ବସ୍ତୁ ବିଷୟରେ କହିବାକୁ ଯାଉଛୁ ।

ମହୁ

ଆପଣଙ୍କୁ କହିଦେଉଛୁ ଯେ ମହୁ ବହୁତ ଶୁଭ ଏବଂ ପବିତ୍ର ହୋଇଥାଏ । ଆପଣମାନେ ଦେଖିଥିବେ କି ଯେତେବେଳେ ବି ଘରେ କୌଣସି ଯଜ୍ଞ କିମ୍ବା ପୂଜା ଇତ୍ୟାଦି ହୋଇଥାଏ ତେବେ ସେଥିରେ କ୍ଷୀର ସହିତ ମହୁକୁ ବି ମିଶ୍ରଣ କରାଯାଇଥାଏ କାରଣ ଏହା କରିବା ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ । କହିଦେଉଛୁ ଯେ ମହୁରେ ବାସ୍ତୁ ଦୋଷକୁ ନଷ୍ଟ କରିବାର ଶକ୍ତି ଥାଏ ।

ଗଙ୍ଗା ପାଣି

ଏହା ଛଡା କହିଦେଉଛୁ କି ଘରର ବାତାବରଣକୁ ସୁଦ୍ଧ କରିବା ପାଇଁ ଗଙ୍ଗା ପାଣିକୁ ଘରର ଚାରିଆଡେ ପକାଇବା ଶୁଭ ହୋଇଥାଏ । ସେଥିପାଇଁ ଘରର ସୁଖ – ସମୃଦ୍ଧି ପାଇଁ ଗଙ୍ଗା ପାଣି ନିଶ୍ଚିତ ରଖନ୍ତୁ ।

ଶଙ୍ଖ

ଆପଣଙ୍କୁ କହିଦେଉଛୁ ଯେ ଘରର ପୂଜା ଘରେ ଶଙ୍ଖ ରଖିବା ଏବଂ ନିୟମିତ ଭାବରେ ଏହାକୁ ବଜାଇବା ଦ୍ଵାରା ଘରର ସମସ୍ତ ନକାରାତ୍ମକ ଊର୍ଜା ଦୂର ହୋଇଯାଏ । ଏହା ଦ୍ଵାରା ମାତା ଲକ୍ଷ୍ମୀ ବି ଘରେ ବାସ କରନ୍ତି । କାରଣ ଶଙ୍ଖ ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ହୋଇଥାଏ ।

ଗାଈର ଘିଅ

ଆମ ହିନ୍ଦୁ ଧର୍ମରେ ଗାଈକୁ ସବୁବେଳେ ପୂଜନୀୟ ବୋଲି ମାନନ୍ତି । ଏମିତିରେ ଗାଈର କ୍ଷୀର ଦ୍ଵାରା ପ୍ରସ୍ତୁତ ଘିଅ ବି ଅମୃତ ସମାନ ଅଟେ । ସେଥିପାଇଁ ଘରର ସୁଖ – ସମୃଦ୍ଧି ପାଇବା ପାଇଁ ଘରେ ଗାଈ ଘିଅକୁ ନିଶ୍ଚିତ ରଖିବା ଉଚିତ ।

ଚନ୍ଦନ

ଆପଣମାନଙ୍କୁ କହିଦେଉଛୁ ଯେ ଚନ୍ଦନ ବି ସେହି ୫ ଟି ଜିନିଷ ମଧ୍ୟରେ ଗୋଟିଏ ଅଟେ ଯାହାକୁ ଘରେ ରଖିବା ଦ୍ଵାରା ଘରେ ସୁଖ – ସମୃଦ୍ଧି ଆସିଥାଏ । କହିଦେଉଛୁ ପୂଜା କରିବା ସମୟରେ ଚନ୍ଦନର ପ୍ରୟୋଗ କରିବା ଦ୍ଵାରା ଦ୍ଵାରା ଭଗବାନଙ୍କର କୃପା ମିଳିଥାଏ । ଏହା ସହିତ  ମୁଣ୍ଡରେ ଚନ୍ଦନ ଲଗାଇବା ଦ୍ଵାରା ମାନସିକ ଶାନ୍ତି ବି ମିଳିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *