ଶୋଇବା ସମୟରେ ଏହି ଜିନିଷକୁ ପାଖରେ ରଖନ୍ତୁ ନାହିଁ । ନହେଲେ ହୋଇପାରେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ।

ସମୟ ବଡ ବଳବାନ।ଆଜିକାଲି କା ମଣିଷ ସମୟ ର ମୁଲ୍ୟ ଠିକସେ ବୁଝିପାରୁଛନ୍ତି । ତେଣୁ ଅଳ୍ପ ସମୟ ମଧ୍ୟରେ ବଡ ଲୋକ ହେବାକୁ ସମସ୍ତେ ଚାହାନ୍ତି । ଜୀବନରେ ଭଲସେ କାମ କରିବାକୁ ହେଲେ ଆପଣ ନିଜକୁ ସ୍ୱାସ୍ଥ୍ୟବାନ ହେବାକୁ ହେବ । ବନ୍ଧୁଗଣ ଆମ ସମସ୍ତଙ୍କୁ ଦିନସାରା କାମ କରିସାରିବା ପରେ ଟିକେ ଭଲ ନିଜ ନିଶ୍ଚୟ ଦରକାର । କିନ୍ତୁ ଏମିତି ବହୁତ ଜିନିଷ ଅଛି ଯାହାକୁ ଶାସ୍ତ୍ର ଅନୁସାରେ ଶୋଇଲା ବେଳେ ନିଜ ପାଖରେ ରଖିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା କଣ ଏମିତି ସବୁ ଜିନିଷ ଯାହାକୁ ଆମେ ଶୋଇଲା ବେଳେ ପାଖରେ ରଖିଲେ ଆମର ବହୁତ କ୍ଷତି ହୋଇଥାଏ ।

୧ . ପ୍ରଥମ ଟି ହେଲା ଲୁଣ।ବହୁତ ଜଣ ଶୋଇବା ଘରେ ଭୋଜନ କରିଥାନ୍ତି । ତେଣୁ ସେମାନେ ଲୁଣ ଡବାକୁ ନିଜ ଖଟ ପାଖରେ ରଖିଦିଅନ୍ତି । କିନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଯିବ । ଆପଣ ଯେତେ ରୋଜଗାର କଲେ ବି ଅଣ୍ଟିବନି । ତେଣୁ ଆପଣ କେବେବି ଏମିତି ଭୁଲ କରିବେନି ।

 

୨ . ଦ୍ୱିତୀୟ ଟି ହେଉଛି ଜୋତା । ଯଦି ଆପଣ ଯେଉଁ ଦିଗକୁ ମୁଣ୍ଡ କରି ଶୋଉଚନ୍ତି ସେଠାରେ ଆପଣଙ୍କ ପାଖେ ଚପଲ ଥାଏ ତେବେ ଏହା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ । ଫଳରେ ସଫଳ ହେବା ବହୁତ କଷ୍ଟକର ହୋଇପଡେ ।

୩ . ତୃତୀୟ ଟି ହେଉଛି ଦଉଡି । ଆପଣ ଶୋଇଲା ଘରେ କେବେ ବି ଏହାକୁ ରଖନ୍ତୁ ନାହିଁ । ଏହା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ର ପ୍ରଭାବ ପକାଇବ । ତେଣୁ ଷ୍ଟୋର ରୁମ ରେ ଏହା କୁ ରଖିବା ଭଲ ।

୪ .ଚତୁର୍ଥ ଟି ହେଉଛି ମୋବାଇଲ । ଆଜିକାଲି ପିଲାମାନେ ଏତେ ମୋବାଇଲ ପ୍ରତି ଦୁର୍ବଳ ଯେ ସେମାନେ ଶୋଇବା ବେଳେ ବି ମୋବାଇଲ ଦରକାର ।

ଏମିତି ତ ମୋବାଇଲ ଧରି ଧରି ସୋଇଯାନ୍ତି । କିନ୍ତୁ ଏହା ହାର୍ଟ ଆଉ ବ୍ରେନ ଦୁଇଟା ଉପରେ ଖରାପ ପ୍ରଭାବ ପକାଏ । ତେଣୁ ଶୋଇବା ବେଳେ ମୋବାଇଲ କୁ ଦୂରରେ ରଖି ଶୁଅନ୍ତୁ ।

Leave a Reply

Your email address will not be published. Required fields are marked *