ସୋଇଲା ବେଳେ ଭୁଲରେ ବି ଏହି କାମ ଗୁଡିକ କରନ୍ତୁ ନାହିଁ- ଅନ୍ତିମ ଭୁଲ ପ୍ରାଏ ସମସ୍ତେ କରନ୍ତି ବୟସ ଆଗରୁ କଷ୍ଟ ଭୋଗନ୍ତି

ସମସ୍ତେ ସୋଇବାର ଚାରୋଟି ପୋଜିସନ ବିଷୟରେ ଜାଣିଛନ୍ତି ବାମ କର, ଡାହାଣ କର ସିଧା ବା ପେଟ ମାଡି ସୋଇବା ଏଇ ଚାରୋଟି ପୋଜିସନରେ ଲୋକ ସୁଅନ୍ତି । ବେଳେ ବେଳେ ଆପଣ ମଧ୍ୟ ଦେଖିଥିବେ କିଛି ଲୋକ ସୋଇଲା ବେଳେ ଡଋ ଯାନ୍ତି, ବା କିଛି ଅଜବ ଗଜବ ସ୍ଵପ୍ନ ଏମିତି ଆସନ୍ତି ଯାହା ଆପଣଙ୍କୁ ସୋଇବା ପାଇଁ ଦିଏ ନାହିଁ । ଆପଣଙ୍କୁ ଆମେ ଏହା କହିବା ପାଇଁ ଚାହୁଁଛୁ ଯେ କେତେକ ଥର ଆମେ ଏମିତି ପୋଜିସନ ରେ ସୋଇଥାଉ ଯାହା ଦ୍ଵାରା ଆମ ଦେହ ଖରାପ ହୋଇଥାଏ ।

କେତେକ ଥର ଆମକୁ ଜଣା ବି ନଥାଏ ଯେ ଆମ ସୋଇବା ପୋଜିସନ ପାଇଁ ଆମ ଦେହ ଖରାପ ହୋଇଛି, ଏହା ସହ ଯଦି ଆମେ ସଠିକ ଭାବେ ସୋଇଥାଉ ତେବେ ନିଦ ମଧ୍ୟ ଭଲ ଆସିଥାଏ ଓ ମୁଣ୍ଡ ମଧ୍ୟ ଶାନ୍ତ ରହିଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ପୋଜିସନ ରେ ସୋଇବା ଭୁଲ ଏବଂ ସୋଇଲା ବେଳେ କେଉଁ ୪ଟି ଭୁଲ କରିବା ଉଚିତ ନୁହ :

୧. ଯଦି ଆପଣ ଖାଇବା ପରେ ବାମ କଡରେ ସୋଇଥାନ୍ତି ତେବେ ଆପଣଙ୍କ ଭୋଜନ ହଜମ ହୋଇଥାଏ ଓ ଶରୀର ତାପମାତ୍ରା ସଠିକ ରହିଥାଏ କାହିଁକିନା ବାମ ସାଇଡରେ ପାଚନ ତନ୍ତ୍ର ରହିଥାଏ ଓ ହୃଦୟ ମଧ୍ୟ ବାମ ସାଇଡରେ ଥାଏ । ଏହାର ବିପରୀତ ଡାହାଣ ସାଇଡରେ ଖାଦ୍ୟ ଜଲ୍ଦି ହଜମ ହୋଇଥାଏ ଯାହା ଆମ ଶରୀର ପାଇଁ ହାନିକାର ଅଟେ ।

୨. ସୋଇଲା ବେଳେ ତକିଆ ନେଇ ସିଧା ସୋଇବା ଉଚିତ ନୁହଁ କାହିଁକିନା ଏହା ଆମ ମେରୁଦଣ୍ଡ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

୩.ଧ୍ୟାନ ରଖନ୍ତୁ ଯେ ମଣିଷକୁ କେବେ ପେଟ ବଳ ରେ ସୋଇବା ଉଚିତ ନୁହଁ, ଏହା ଆମ ଶରୀରକୁ ବହୁତ ହାନି ପହଞ୍ଚେଇଥାଏ । ପେଟ ବଳରେ ସୋଇଲେ ଶରୀର ଉପରେ ଓଜନ ପଡିଥାଏ ଯାହା ହୃଦୟ ରୋଗ ପାଇଁ ଭୟଙ୍କର କାରଣ ହୋଇଥାଏ ।

୪. ଅଧ୍ୟୟନ ଅନୁଯାଇ ଦୁନିଆ ସାରାରେ ପ୍ରାୟତଃ ୭୫% ଲୋକ ଆଁଠୁ ମୋଡି ସୋଇବା ଅଭ୍ୟାସ ଦ୍ଵାରା ଗ୍ରସ୍ତ ଅଛନ୍ତି, ଏମିତି ସୋଇଲେ ଆଁଠୁ ଗଣ୍ଠି ଉପରେ ଖରାପ ପ୍ରଭାବ ପଡିଥାଏ ଓ ଦରଜ ଏବଂ ଥକା ଭଳି ସମସ୍ୟା ହୋଇଥାଏ । ବହୁତ ଲୋକଙ୍କୁ ଆଁଠୁ ମଝିରେ ତକିଆ ରଖି ସୋଇବା ଅଭ୍ୟାସ ଥାଏ ତାହା ମଧ୍ୟ ଖରାପ ଅଟେ ।

Leave a Reply

Your email address will not be published. Required fields are marked *