ପବନପୁତ୍ରଙ୍କ ଚରଣରେ ୫ଟି ମଙ୍ଗଳବାର ରଖି ଦିଅନ୍ତୁ ଏହି ଜିନିଷ- ଏତେ ଟଙ୍କା ଆସିବ ଯାହା ଆପଣ ସମ୍ଭାଳି ପାରିବେ ନାହିଁ

ଆଜିକା ଦୁନିଆରେ ସବୁ ଖେଳ ଟଙ୍କା ର ଅଟେ, ଟଙ୍କା ଲୋଭ ଏମିତି ମାୟା ହୋଇଥାଏ ଯାହା ପଛରେ ମଣିଷ ନିଜ ରାତି ନିଦ ମଧ୍ୟ ହରେଇଥାଏ । ଟଙ୍କା ସମସ୍ତଙ୍କ ଜୀବନ ସହଜ କରିଥାଏ, ଏହା ସହ ଅସୁବିଧା ରେ ଟଙ୍କା ବହୁତ କାମରେ ଆସିଥାଏ । ଏହି କାରଣ ପାଇଁ ଲୋକ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି ପରିଶ୍ରମ କରନ୍ତି । କେତେକ ଥର ନିଜ ଖରାପ ଭାଗ୍ୟ ପାଇଁ ମଣିଷ ଯେତେ ପରିଶ୍ରମ କଲେ ମଧ୍ୟ ଟଙ୍କା ରୋଜଗାର କରି ପାରେ ନାହିଁ ବା ରୋଜଗାର କଲେ ମଧ୍ୟ ଧନ ଖର୍ଚ ହୋଇ ଯାଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କ ଜୀବନ ସବୁଦିନ ପାଇଁ ବଦଳି ଦବ ଓ ଆପଣଙ୍କ ଜୀବନରେ ଆପଣ ଯାହା ଚାହୁଁଛନ୍ତି ତାହା ପାଇ ପାରିବେ ।

ମଙ୍ଗଳବାର ଦିନ ସକାଳେ ଉଠି ଶୀଘ୍ର ଗାଧେଇ ଦିଅନ୍ତୁ, ଏହା ପରେ ହନୁମାନ ଠାକୁରଙ୍କୁ ସୋରିଷ ତେଲ ଦୀପ ଜାଳନ୍ତୁ, ଏହା ପରେ ଗୋଟେ ନାଲି ରଙ୍ଗ କପଡା ନିଅନ୍ତୁ ଏହି କପଡାରେ ଗୋଟେ ଚାନ୍ଦି ସିକା, ଗୋଟେ ସୁପାରି, ୫ଟି ଚାଉଳ ଓ ପିତଳ ଛୋଟ ଗଦା ରଖି ଦିଅନ୍ତୁ ।

ପିତଳ ଗଦା ଆପଣ କୌଣସି ସୁନା ଦୋକାନରେ ତିଆରି କରେଇ ପାରନ୍ତି । ଏହି ସବୁ ଜିନିଷ କୁକୁମ ଲଗେଇ ପୂଜା କରନ୍ତୁ, ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ ଓ ଅନ୍ତରେ ହନୁମାନ ଠାକୁରଙ୍କ ଆରତୀ ଜାପ କରନ୍ତୁ । ଯେତେବେଳେ ଆପଣଙ୍କ ପୂଜା ସମାପ୍ତ ହୋଇ ଯାଏ ତେବେ କପଡା ଗୁରେଇ ରଖି ଦିଅନ୍ତୁ, ଏହା ପରେ ଆସନ୍ତା ମଙ୍ଗଳବାର ରେ କପଡା ଖୋଲି ଆଉଥରେ ପୂଜା ପାଠ କରନ୍ତୁ ।

ଏମିତି ଆପଣଙ୍କୁ ୫ଟି ମଙ୍ଗଳବାର କରିବା ଉଚିତ, ଏହି ୫ଟି ମଙ୍ଗଳବାର ଯାଏଁ ନାଲି କପଡା ରେ ଥିବା ପୂଜା ସାମଗ୍ରୀ ହନୁମାନ ଠାକୁରଙ୍କ ଚରଣରେ ରଖନ୍ତୁ । ଅନ୍ତିମ ମଙ୍ଗଳବାର ଦିନ କପଡା ରେ ଥିବା ଜିନିଷ କପଡା ରେ ରଖି ନିଜ ତିଜୋରି ରେ ସବୁ ପୂଜା ଜିନିଷ ରଖି ଦିଅନ୍ତୁ । ଟଙ୍କା ଆସିବା ନୂଆ ରାସ୍ତା ଖୋଲିବା ଆରମ୍ଭ ହୋଇଯିବ, ଏହି ଉପାୟ କରିବା ବେଳେ କିଛି ଜିନିଷ ସାବଧାନ ହୋଇ କରିବା ଉଚିତ । ପ୍ରତି ମଙ୍ଗଳବାର ଦିନ ଆପଣ ହନୁମାନ ଠାକୁରଙ୍କ ନାରେ ଓପାସ କରିବେ, ଏହି ଦିନ ଘରେ ମାଂସ ବା ମାଛ ରୋଷେଇ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *