ଏହି କଥା ଆପଣ ସମସ୍ତେ ଜାଣନ୍ତି ଯେ ସମୟ ଅନୁଯାଇ ଯେମିତି ଯେମତି ଝିଅ ବଡ ହୋଇ ଥାନ୍ତି ତାଙ୍କ ଶରୀର ସହ ତାଙ୍କ ମନ ମଧ୍ୟ ବିକାଶ କରି ଥାଏ ଏବଂ ତାଙ୍କ ଚିନ୍ତା ଧାରା ପରିବର୍ତନ ହୋଇ ଥାଏ । ବାସ୍ତବ ରେ ଝିଅମାନଙ୍କ ଭିତରେ ୧୬ ବର୍ଷ ପରେ ଏହି ପରିବର୍ତନ ଆରମ୍ଭ ହୋଇ ଯାଏ, ଏହି କାରଣ ପାଇଁ ୧୬ ବର୍ଷ ବୟସ ବହୁତ ବିଶେଷ ବୋଲି କୁହା ଯାଏ ।
୧୬ ବର୍ଷ ଝିଅମାନଙ୍କ ପାଇଁ ବହୁତ ବିଶେଷ ହୋଇ ଥାଏ କାହିଁକିନା ଏହି ବୟସ ରେ ସେ ନୂଆ ଜିନିଷ ଅନୁଭବ କରିବା ଆରମ୍ଭ କରନ୍ତି ଏବଂ କେତେକ ନୂଆ ଇଛା ତାଙ୍କ ମନରେ ଉଠି ଥାଏ ।
ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ୧୬ ବର୍ଷ ପରିବର୍ତନ ବିଷୟ ରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ । ଏହି ବୟସ ରେ ଝିଅଙ୍କ ଶାରୀରିକ ବିକାଶ ବହୁତ ଶୀଘ୍ର ଗତି ରେ ହୋଇ ଥାଏ, ଝିଅଙ୍କ କେବଳ ଶାରୀରିକ ବିକାଶ ନୁହଁ ମାନସିକ ବିକାସ ମଧ୍ୟ ଆରମ୍ଭ ହୋଇ ଥାଏ ।
୧୫ ବର୍ଷ ବୟସ ରେ ଝିଅଙ୍କ ପରିବର୍ତନ ଆରମ୍ଭ ହୋଇ ଯାଇଥାଏ ଓ ୧୬ ବର୍ଷ ବୟସ ରେ ଏହି ପରିବର୍ତନ ଚରମ ସୀମା ରେ ପହଞ୍ଚି ଯାଇଥାଏ । ଏହି ବୟସ ରେ ଶାରୀରିକ ପରିବର୍ତନ ସହ ସ୍ଵଭାବ ପରିବର୍ତନ ସ୍ଵଭାବିକ ଅଟେ, ୧୬ ବର୍ଷ ବୟସ ରେ ଝିଅଙ୍କ ବହୁତ ସ୍ଵଭାବ ବଦଳି ଯାଏ ଏବଂ ତାଙ୍କ କେତେକ ଅଭ୍ୟାସ ମଧ୍ୟ ବଦଳି ଯାଏ । ୧୫ ବର୍ଷ ପରେ ଝିଅଙ୍କ ଶରୀର ରେ ବହୁତ ପ୍ରକାର ହାର୍ମୋନ୍ସ ବିକାଶ କରିବାକୁ ଲାଗନ୍ତି ଯାହା ଫଳରେ ବହୁତ ପ୍ରକାର ପରିବର୍ତନ ଦେଖିବାକୁ ମିଳି ଥାଏ ।
୧୫ ବର୍ଷ ପରେ ଝିଅମାନଙ୍କୁ ସମ୍ପୂର୍ଣ ଭାବରେ ପିରିୟଡ୍ସ ଆସିବା ଆରମ୍ଭ ହୋଇ ଥାଏ, ଯାହା ଦ୍ଵାରା ତାଙ୍କ ସ୍ଵଭାବ ରେ ଚିଡଚିଡ଼ା ସ୍ଵଭାବ ଆସି ଥାଏ । ଯଦି ଆମେ ସାମାନ୍ୟ କଥା ରେ କହୁ ତେବେ ଝିଅମାନେ ଏହି ସମୟ ରେ ଛୋଟ ଛୋଟ କଥା ପାଇଁ ବହୁତ ଚିନ୍ତା କରି ଥାନ୍ତି । ଏହି ସମୟ ଝିଅମାନଙ୍କ ପାଇଁ ବହୁତ ବିଶେଷ ସମୟ ହୋଇ ଥାଏ ଏବଂ ତାଙ୍କୁ ଏହି ସମୟ ରେ ଶାନ୍ତ ରହିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ହରମୋନ୍ସ ରେ ପରିବର୍ତ୍ତନ ପାଇଁ ମୁହଁରେ ପିମ୍ପ୍ଲସ ଆଦି ହେବା ଆରମ୍ଭ ହୁଏ । ସେମାନେ ଏହି ବୟସରେ ନିଜର ସୁନ୍ଦରତା ପ୍ରତି ମଧ୍ୟ ଅଧିକ ସଜାଗ ହେବା ଆରମ୍ଭ କରି ଦିଅନ୍ତି ।