ସୋନୁ ସୂଦ: ଯେଉଁ ପର୍ଯ୍ୟନ୍ତ ଅନ୍ତିମ ପ୍ରବାସୀ ଘରେ ପହଞ୍ଚି ନାହିଁ, ମୁଁ ରାସ୍ତା ରେ ହିଁ ରହିବି

ଟଙ୍କା ରୋଜଗାର କରିବା ବଡ କଥା ନୁହ ବଡ କଥା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଏହି ଟଙ୍କା କୌଣସି ଆବଶ୍ୟକ ଲୋକ ସାହାଯ୍ୟ ପାଇଁ ଖର୍ଚ କରନ୍ତି । ବଲୀଉଡରେ ବହୁତ ଏମିତି ସେଲିବ୍ରେଟି ଅଛନ୍ତି ଯିଏ ଚେରେଟି କାମ କରନ୍ତି, ଏହି ସେଲିବ୍ରେଟି ମାନଙ୍କ ରୋଜଗାର ଯେତେ ହେଉ କିନ୍ତୁ ସେ ନିଜ ରୋଜଗାର କିଛି ଭାଗ ଚେରେଟି ପାଇଁ ଦିଅନ୍ତି, ବର୍ତମାନ ସମୟରେ କରୋନା ଭାଇରସ ପାଇଁ ଲକଡାଉନ ହେଇଛି ପୁରା ଦେଶ ବନ୍ଦ ଅଛି । ତେବେ ଏହି ଅସୁବିଧା ସମୟରେ ବହୁତ ସେଲିବ୍ରେଟି ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି, ତେବେ କିଛି ଲୋକ ଟଙ୍କା ଦ୍ଵାରା ସାହାଯ୍ୟ କରିଛନ୍ତି, ତେବେ କିଛି ରାଶନ ଜିନିଷ ଦ୍ଵାରା ସାହାଯ୍ୟ କରୁଛନ୍ତି ।

ତେବେ ସୋନୁ ସୂଦ ବର୍ତମାନ ପ୍ରବାସୀ ମଜୁରି ଲୋକଙ୍କୁ ଘରେ ପଠେଇବା ରେ ଲାଗିଛନ୍ତି, ସୋନୁଙ୍କ ଏହି କାମ ପାଇଁ ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି । ସୋନୁ ସୂଦ ବର୍ତମାନ ପ୍ରବାସୀ ମଜୁରି ଲୋକଙ୍କୁ ଖାଇବା ବାଣ୍ଟିବାର ଦେଖା ଯାଇଛନ୍ତି, ତେବେ ଏହି ପ୍ରବାସୀ ମଜୁରିଆ ଲୋକଙ୍କ ପାଇଁ ବସ ଯୋଗାଡ ମଧ୍ୟ କରିବାରେ ଲାଗିଛନ୍ତି, ପ୍ରବାସୀ ମଜୁରି ଲୋକ ସୋନୁଙ୍କ ଦ୍ଵାରା ସାହାଯ୍ୟ ପାଇ ତାଙ୍କୁ ଧନ୍ୟବାଦ କରିଛନ୍ତି । କେବଳ ମଜୁରି ଲୋକ ନୁହ ଅନ୍ୟ ଲୋକ ସହ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କୁ ଧନ୍ୟବାଦ କହିଛନ୍ତି ଏବଂ ସୋନୁଙ୍କ ପ୍ରଶଂସା କରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରାୟତଃ ଚେରେଟି କରନ୍ତି କିନ୍ତୁ ବହୁତ କମ ଲୋକ ଏହା ବିଷୟରେ ଜାଣିଛନ୍ତି ।

ରାହୁଲ ବାସ :

ରାହୁଲ ବାସ ବଲୀଉଡ ଜଗତରେ ବହୁତ ପ୍ରଚଳିତ ଅଭିନେତା ଅଟନ୍ତି, ପ୍ୟାର କେ ସାଇଡ ଇଫେକ୍ଟ, ଦିଲ ଧଡକନେ ଦୋ ଭଳି ଫିଲ୍ମରେ କାମ କରିଛନ୍ତି, ତେବେ ବହୁତ କମ ଲୋକଙ୍କୁ ଏହା ଜଣାଥିବ ଯେ ଏହି ଅଭିନେତା ମଧ୍ୟ କେତେକ ସଂସ୍ଥା ଦ୍ଵାରା ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି ।

ଜନ ଅବ୍ରାହନ :

ବଲୀଉଡ ଫେମସ ଅଭିନେତା ଜନ ଅବ୍ରାହମ ପେଟା ଏବଂ ହେବିଟାଟ ଫର ହୟୁମାନିଟି ଭଳି ସଂସ୍ଥାରେ ସାହାଯ୍ୟ କରନ୍ତି, ଫଣ୍ଡ ଯୋଗାଡ କରି ଜନ କେତେ ଗରିବ ଲୋକଙ୍କୁ ରହିବା ପାଇଁ ଘର ତିଆରି କରି ଦେଇଛନ୍ତି ।

ନାନା ପାଟେକର :

ନାନା ପାଟେକର ନିଜ ଜୀବନରେ ଗୋଟେ ସଫଳ ପଦ ପ୍ରାପ୍ତ କରିଛନ୍ତି, ତେବେ ଶେଠୀ ପହଞ୍ଚିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା, ତେବେ ଜୀବନରେ କେବେ ୩୫ଟଙ୍କା ପ୍ରତି ମାସ ରୋଜଗାର କରୁଥିବା ନାନା ପାଟେକର ସାମାନ୍ଯ ଜୀବନରେ ଭରସା ରଖନ୍ତି, ଗୋଟେ ରିପୋର୍ଟ ଅନୁଯାଇ ନାନା ପାଟେକର ନିଜ ରୋଜଗାର ୯୦% ଭାଗ ଚେରିଟିରେ ଦାନ କରି ଦିଅନ୍ତି ।

ଦିଆ ମିର୍ଜା :

ତେବେ ଆଜି କାଲୀ ଦିଆ ମିର୍ଜା ଅଧିକ ଫିଲ୍ମ ଜଗତରେ ଦେଖା ଯାଉ ନାହାନ୍ତି କିନ୍ତୁ ଚେରିଟି କରିବାରେ ସେ ମଧ୍ୟ ନିଜ ସାହାଯ୍ୟ ଗରିବ ଏବଂ ଅସହାୟ ଲୋକଙ୍କ ପ୍ରଦାନ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *