Exclusive: ଶ୍ଵେତାଙ୍କୁ କିପରି ୟୁଜ ଆଉ ଟର୍ଚର କରୁଥିଲେ Soumyajit, ଅଡିଓ କଲ୍ ରେ ସବୁ ରାଜ୍ ଖୋଲିଲେ Swetaଙ୍କ ସାଙ୍ଗ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ,ବର୍ତ୍ତମାନ ସମୟରେ ଶ୍ଵେତା ଓ ସୋମ୍ୟଜିତ ଙ୍କ ବିବାଦ କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋମ୍ୟ ଶ୍ଵେତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା କାରଣରୁ ସେ ଆତ୍ମହତ୍ୟା ଭଳି ନିସ୍ପତି ନେଇଛନ୍ତି ଯାହା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସମୟରେ ସୋମ୍ୟଜିତ ଓ ଶ୍ଵେତାଙ୍କ ସମ୍ପର୍କ ବିଷୟରେ ବଡ ଖୁଲାସା କରିଲେ ଇଞ୍ଜିନିୟରିଙ୍ଗ ଶ୍ଵେତାଙ୍କ ପୁରୁଷ ସାଙ୍ଗ । ଶ୍ଵେତାଙ୍କ ସାଙ୍ଗଙ୍କୁ ତାଙ୍କ ଭାଇ ଫୋନ କରିଛନ୍ତି ଆଉ ଶ୍ଵେତାଙ୍କ ବନ୍ଧୁ କହିଛନ୍ତି ଯେ ଦୀର୍ଘ ୬ ମାସ ହେବ ଶ୍ଵେତା ଓ ସୋମ୍ୟଙ୍କ ଭିତରେ ବିବାଦ ଚାଲିଛି ।

ଶ୍ଵେତା ଯେବେ ଜାଣିବାକୁ ପାଇଲେ ଯେବେ ସୋମ୍ୟଙ୍କର ୩ ଜଣ ଝିଅଙ୍କର ସମ୍ପର୍କ ରହିସାରିଛି ଯାହା ବିଷୟରେ ସୋମ୍ୟ କେବେ କହି ନାହାନ୍ତି । ଶ୍ଵେତା କଲେଜ ଟାଇମରେ କେବେ ବି କାହାକୁ ଲାଇକ କରିନ ଥିଲେ । ସୋମ୍ୟଙ୍କ ସହ ଟାଇମ ପାସ କରିବାକୁ ଶ୍ଵେତା ମନା କରିଥିଲେ ଆଉ ଲାଇଫ ଟାଇମ ରହିବାକୁ କହୁଥିଲେ ସୋମ୍ୟ । ଅନେକ କନଭେନ୍ସ କରିବା ପରେ ଦୁହେଁ ରିଲେସନରେ ଆସିଥିଲେ । ଲକ ଡାଉନ ସମୟରେ ଶ୍ଵେତା ସୋମ୍ୟଙ୍କର ମା ଭଳି କେୟାର ନେବା ସହ ପକେଟ ମନି ବି ଦେଉଥିଲେ କାରଣ ସୋମ୍ୟ ସେତେବେଳେ ଚାକିରି ଛାଡି ଦେଇଥିଲେ ।

ତେବେ ଶ୍ଵେତାଙ୍କ ସହ ଯାହା ସବୁ ଘଟଣା ଘଟି ଯାଇଛି ସେ ବାବଦରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚାରଉଚରା କରୁଛନ୍ତି ଯାହାର ଅଡିଓ କଲ ଏବେ ଗଣ ମାଧ୍ୟମରେ ଭାଇରାଲ ହୋଇଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁ ଆଗକୁ କହୁଛନ୍ତି ମୁଁ ତା ସହ ୪ ତାରିଖ ଦିନ ଦେଖା ହୋଇଥିଲି ତା ପରେ ମୁଁ ତା ସହ ଠିକ ଭାବେ କଥା ହୋଇ ନାହି । ଯେଉଁ ଦିନ ତାର ମୃତ୍ୟୁ ହେଲା ସେଦିନ ୧ଟା ସମୟରେ ମୁଁ ତାକୁ ଫୋନ କରିଥିଲି ସେ ଫିଲ୍ମ ହଲରେ ଥିଲା ସୋମ୍ୟଜିତ ସହ ବୋଲି କହିଲା । ତା ପରେ ମୁଁ ତା ସହ ଆଉ କଥା ହୋଇନାହି ଆଉ ଦେଖିଲ ବେଳକୁ ଏହି ସବୁ ଘଟଣା ଘଟିଗଲା ।

ସୋମ୍ୟ ତାକୁ ବହୁତ ଥର ଆଇ ଲଭ ୟୁ କହି ରିଲେସନରେ ଆସିଥିଲା । ଶ୍ଵେତାଙ୍କର କଲେଜରେ କାହା ସହ ଅଫିୟର ନ ଥିଲା ବୋଲି ପୁରୁଷ ବନ୍ଧୁ କହିଥିଲେ । ବାହୁଡାରେ ଦେଖା କରିବାକୁ ଶ୍ଵେତାଙ୍କ ବନ୍ଧୁ ଓଡିଶା ଆସିଥିଲେ କିନ୍ତୁ ଶ୍ଵେତାଙ୍କ ଦେହ ଖରାପ ହେବାରୁ ଦେଖା ହୋଇପାରି ନ ଥିଲା ।

ଦ୍ଵାଦଶ ଶ୍ରେଣୀରୁ ଶ୍ଵେତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବନ୍ଧୁତା ଗଢିଥିଲେ ଆଉ ସେ ତାଙ୍କ ଘରକୁ ବି ଅନେକ ଥର ଯାଇଛନ୍ତି । ଶ୍ଵେତାଙ୍କର ଗୋଡରେ ଚାହା ପଡି ତାଙ୍କ ପାଦ ପୋଡି ଯାଇଥିଲା ଯାହା ସେ ନିଜର ପୁରୁଷ ବନ୍ଧୁଙ୍କ ସହ ସେୟାର କରିଥିଲା । ସୋମ୍ୟ ଶ୍ଵେତାଙ୍କ ସାଙ୍ଗ ମାନଙ୍କୁ ଡାକିବାକୁ କହୁଥିଲେ ଆଉ ରାତିରେ ଏଞ୍ଜୋଏ କରିବାକୁ କହୁଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *