ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖବର: ଏହି ସବୁ ନମ୍ବର Plate ଥିଲେ ତୁରନ୍ତ ବଦଳାନ୍ତୁ, ନଚେତ…

ନମସ୍କାର ବନ୍ଧୁଗଣ । ରାସ୍ତାରେ ଆପଣଙ୍କ ଗାଡି ଚଳିବାକୁ ହେଲେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇବାକୁ ପଡିବ । ଆଉ ଆପଣ ଯଦି ଏହି ନମ୍ବର ନ ଲଗାଇବେ ତେବେ ଆପଣଙ୍କୁ ପଡିପାରେ ଭାରି ପରିମାଣର ଜୋରିମାନା । ୧୦୦୦ କି ୨୦୦୦ ଟଙ୍କା ନୁହେଁ ବରଂ ନିୟମ ଭାଙ୍ଗିଲେ ଆପଣ ୫୦୦୦ ଟଙ୍କା ଜୋରିମାନା ଦେବେ । ଆପଣଙ୍କ ଗାଡିର ରେଜିଷ୍ଟ୍ରେଶନ ଯଦି ୨୦୧୯ ଏପ୍ରିଲ ୧ ପୂର୍ବରୁ ହୋଇଛି ତେବେ ଆପଣଙ୍କୁ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇବାକୁ ପଡିବ । ଯାହା ପାଇଁ ଆପଣଙ୍କୁ ଆଗରୁ ସ୍ଲଟ ବୁକିଙ୍ଗ କରିବା ସହ ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇବାକୁ ହେବ ।

ଆଦି ଆପଣଙ୍କର ଗାଡି ନମ୍ବର ୧ ବା ୨ରେ ଶେଷ ହୋଇଛି ତେବେ ଆପଣଙ୍କ ପାଇଁ ପାଇଁ ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ଏହା ପୂର୍ବରୁ ଆପଣ ନିଜର ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇ ଦିଅନ୍ତୁ । ନଚେତ ଆପଣଙ୍କୁ ଫାଇନା ଦେବାକୁ ପଡିପାରେ । ସେହିପରି ଯଦି ଆପଣଙ୍କ ଗାଡି ନମ୍ବର ୩ ବା ୪ ରେ ଶେଷ ହେଉଛି ତେବେ ଗାଡିରେ ନମ୍ବର ପ୍ଳେଟ ଲଗାଇବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦ ତାରିଖ ।

ଯଦି ଆପଣଙ୍କର ଗାଡିର ଶେଷ ନମ୍ବର ୫ ବ ୬ ରହିଛି ତେବେ ନୂଆ ନମ୍ବର ପ୍ଳେଟ ଲଗାଇବାର ସେସ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ ପୂର୍ବରୁ ଲଗାଇବାକୁ ପଡିବ । ଆଉ ଯଦି ଆପଣଙ୍କର ଗାଡିର ନମ୍ବର ୭ ବା ୮ ରଚିହି ତେବେ ନଭେମ୍ବର ମାସ ଶେଷ ହେବା ପୂର୍ବରୁ ନୂଆ ନମ୍ବର ପ୍ଳେଟ ଲଗାଇ ଦିଅନ୍ତୁ । ସେହିପରି ଆପଣଙ୍କର ଗାଡିର ନମ୍ବର ୯ ବା ୧୦ ରେ ଶେଷ ହୋଇଛି ତେବେ ଆପଣ ଚଳିତ ବର୍ଷ ଡିସେମ୍ବର ଶେଷ ପୂର୍ବରୁ ରେଜିଷ୍ଟ୍ରେସନ କରି ନୂଆ ନମ୍ବର ପ୍ଳେଟ ଲଗାଇ ଦିଅନ୍ତୁ ।

ନଚେତ ଆପଣଙ୍କୁ ଅନେକ ସୁବିଧାର ସମାନ କରିବାକୁ ପଡିପାରେ । ଉଆ ନମ୍ବର ପ୍ଳେଟ ଗାଡିରେ ଲଗାଇବାକୁ ହେଲେ ଆପଣଙ୍କୁ ଅନ ଲାଇନ ସାହାଯ୍ୟରେ ପୂର୍ବରୁ ସ୍ଲାଟ ବୁକିଙ୍ଗ କରିବାକୁ ପଡିବ । ତେବେ ପୁରୁଣା ନମ୍ବର ପ୍ଳେଟ ଓ ନୂଆ ନମ୍ବର ପ୍ଳେଟ ମଧ୍ୟରେ କେବଳ ଏତିକି ପାର୍ଥକ୍ଯ ରହିଛି କି ଏଥିରେ IND ଲେଖାଯିବା ସହ ବାମ ପାଖରେ କ୍ରୋମିୟ ଆଧାରିତ ଅଶୋକ ଚକ୍ର ରହିଛି ।

ଏହା ବ୍ଯତୀତ ନୂଆ ନମ୍ବର ପ୍ଳେଟ ଲେଜର ଏନକୋଟେଡ ହେବ ସହ ଏହାକୁ ଟ୍ୟାମ୍ପରୀଙ୍ଗ କରିବା ବି କଷ୍ଟକର ହେବ । ଯଦି ଆପଣଙ୍କର ଗାଡି ୨୦୧୯ ମସିହା ଏପ୍ରିଲ ୧ ତାରିଖ ପୂର୍ବର ରହିଛି ତେବେ ତୁରନ୍ତ ଆପଣଙ୍କର ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇ ଦିଅନ୍ତୁ । ଆଉ ଜୋରିମାନା ଦେବାରୁ ବଞ୍ଚିତ ହୁଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *