ACF Soumyaranjan ଡେଥ ମିଷ୍ଟ୍ରି: ଆସିଗଲା ସୌମ୍ୟଙ୍କ ପୋସ୍ଟ ମାର୍ଟମ ରିପୋର୍ଟ, ହେଲା ଏହି ବଡ ଖୁଲାସା…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନାଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଦିନକୁ ଦିନ ଅନେକ ତଥ୍ୟ ସାମନାଙ୍କୁ ଆସିବାରେ ଲାଗିଛି । ପ୍ରଥମେ ତାଙ୍କ ସ୍ତ୍ରୀଙ୍କର ହାତ ଲେଖା ଚିଠି ମିଳିବା ପରେ ସୋମ୍ୟଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଏହା ପରେ ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ହାତରେ ଥିବା ପୋଡା ଦାଗ ଏହି କେସ କୁ ଆହୁରି ଜଟିଳ କରିବାରେ ଲାଗିଛି ।

ବର୍ତ୍ତମାନ ବିଦ୍ୟାଙ୍କ ହାତ ଲେଖା ଚିଠିରେ ଆର୍ସୁ ଅପା ଓ ଅକ୍ଷୟ ନାମର ଦୁଇ ବ୍ୟକ୍ତିଙ୍କ ନାଁ ସାମନାକୁ ଆସିବା ପରେ ପୋଲିସ ଏହାର ଅଧିକ ଯାଞ୍ଚ ପରତାଳ କରିବାରେ ଲାଗିଛି । ଏହା ଛଡା ବିଦ୍ୟା ଯେଉଁ କଲେଜରେ ପାଠ ପଢୁଥିଲେ ସେଠାରେ ମଧ୍ୟ କ୍ରାଇମ ବ୍ରାଞ୍ଚ ଯାଞ୍ଚ କରି କିଛି ତଥ୍ୟ ହାସଲ କରିଛି । ଏହା ଛଡା ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଡିଏଫଓ ଙ୍କ ହାତ ଥିବା ନେଇ ଯେଉଁ ସନ୍ଧେ କରା ଯାଇଥିଲା ତାହାକୁ ଏବେ ଖଣ୍ଡନ କରା ଯାଇଛି ।

ଡିଏଫଓ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ଖ-ରା-ପ ସ-ମ୍ପ-ର୍କ ଥିବା ନେଇ ସୋମ୍ୟଙ୍କ ପରିବାର ଯେଉଁ ଅ-ଭି-ଯୋ-ଗ କରିଥିଲେ ତାହା ଏବେ ଡିଏଫଓଙ୍କ ବୟାନ ପରେ ମିଥ୍ୟା ବୋଲି ପ୍ରମାଣ ହୋଇଛି । ବର୍ତ୍ତମାନ ସୂଚନା ଅନୁସାରେ ସୋମ୍ୟଙ୍କ ପରିବାର ଲୋକଙ୍କୁ ତାଙ୍କର ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ଦିଆଗଲା । କଟକ ମର୍କତନଗର ଥାନାରୁ ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ନେଲେ ସୋମ୍ୟଙ୍କ ପରିବାର ଲୋକ ।

ସୋମ୍ୟଙ୍କ ରି-ପୋ-ର୍ଟ ଅନୁଯାୟୀ ଶରୀରର ୯୫% ପୋ-ଡି ଯାଇଥିବାରୁ ତାଙ୍କର ମୃ-ତ୍ୟୁ ହୋଇଛି ଯାହା ତାଙ୍କର ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ରୁ ସ୍ପଷ୍ଟ ହୋଇଛି । ଏହା ଛଡା ସୋମ୍ୟଙ୍କ ପାକସ୍ଥଳୀ ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନ ଥିବା ନେଇ ଏହି ରି-ପୋ-ର୍ଟରେ ଉଲେଖ ରହିଛି । ପୋ-ଷ୍ଟ-ମ-ର୍ଟ-ମ ର ୬ ଘଣ୍ଟା ପୂର୍ବ ରୁ ସୋମ୍ୟଙ୍କର ମୃ-ତ୍ୟୁ ହୋଇ ସାରିଥିଲା ବୋଲି ରି-ପୋ-ର୍ଟ ରୁ ଜଣା ପଡିଛି ।

ତେବେ ସୋମ୍ୟଙ୍କ ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ଆସିବା ପରେ ପୋଲିସ ଓ କ୍ରାଇମ ବ୍ରାଞ୍ଚ କିପରି ଭାବେ ଆଗକୁ ଯାଞ୍ଚ କରିବେ ତାହା ଦେଖିବାର ଅଛି । ରି-ପୋ-ର୍ଟ ଆସିବା ପରେ ସୋମ୍ୟଙ୍କ ମୃ-ତ୍ୟୁ ମାମଲା କୁ ନେଇ ଆହୁରି ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି ହେଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *