ଶ୍ରୀକୃଷ୍ଣ କହିଛନ୍ତି ମହିଳାଙ୍କ ବିଷୟରେ କିଛି ଏଭଳି କଥା ଯାହା କଟୁ କିନ୍ତୁ ସତ୍ୟ

ଭଗବାନ ଶ୍ରୀ କୃଷ୍ଣ ମହିଳାଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଏହି କଥା ପୁରା ସତ୍ୟ ଅଟେ । ଆମ ସମାଜରେ ମହିଳାଙ୍କୁ ଦେବୀମା ର ଦରଜା ଦିଆଯାଇଛି । ମହିଳା ବହୁତ ରୂପରେ ଆପଣଙ୍କ ସାମନାକୁ ଆସିଥାଏ, ଯେମିତିକି ମା ଭଉଣୀ ସ୍ତ୍ରୀ ରୂପରେ ଆପଣଙ୍କ ସାମ୍ନାକୁ ଆସିଥାଏ । ମହିଳାଙ୍କର ଏହି ରୂପ ବହୁତ ସତ୍ୟ ମଧ୍ୟ ହୋଇଥାଏ । କିନ୍ତୁ ଏମିତିବି କେତେ ମହିଳା ଅଛନ୍ତି ଯେଉଁ ମାନଙ୍କୁ ଦେବୀମା ର ଦରଜା ଦେବା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଏମିତି ମହିଳା ପରିବାରରର ନାସ କରିଥାନ୍ତି । ଏହି ମହିଳା ମାନଙ୍କର କଥା ଚାଣକ୍ୟ ନୀତିରେ ମଧ୍ୟ ରହିଛି ।

ଏହି ମହିଳା ମାନଙ୍କର ଆଲୋଚନା ଶ୍ରୀକୃଷ୍ଣ ଭଗବାନ ମଧ୍ୟ କରିଛନ୍ତି । ଅପବିତ୍ର ମହିଳା ସମାଜ ସହିତ ପରିବାରକୁ ମଧ୍ୟ ବର୍ବାଦ କରିଥାନ୍ତି । ସେହି ଘର ପରିବାରରର ସର୍ବନାଶ କରିଥାନ୍ତି । ଅପବିତ୍ର ମାନେ ଯେଉଁ ମହିଳାଙ୍କର ଚାଲି ଚାଳନ ଠିକ ହୋଇନଥାଏ । କେତେକ ମହିଳା ସ୍ଵାମୀ ସହିତ ରହି ମଧ୍ୟ ଅନ୍ୟ ପୁରୁଷଙ୍କ ସହିତ ବାସ କରିଥାନ୍ତି । ଏମିତି ମହିଳା ଅପବିତ୍ର ହୋଇଥାନ୍ତି । ଏମିତି ମହିଳାଙ୍କୁ ସମାଜରେ ଉଚ ଦରଜା ମିଳିନଥାଏ । ଏହିଭଳି ମହିଳା ସମସ୍ତଙ୍କ ପାଇଁ ତୁଛ ନାରୀ ହୋଇଥାଏ । ଆଉ ଏହିଭଳି ମହିଳା ଘର ବର୍ବାଦର କାରଣ ବନିଥାଏ ।

ଶ୍ରୀକୃଷ୍ଣ ଭଗବାନ କହିଛନ୍ତି ଏହିଭଳି ମହିଳାଙ୍କ ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ହୋଇଥାଏ । ଯଦି ତାଙ୍କର ଏମିତି ଅଭ୍ଯାସ ସୁଧୁରା ନଯାଏ ତେବେ ସେ ଘରର ନାସ କରିଥାନ୍ତି । ଏମିତି ମହିଳା ଘର ପରିବାରକୁ ଚଳାଇବାରେ ଅସଫଳ ହୋଇଥାଏ ଓ ଘର ଚଳାଇବାର କୌଣସି ଜ୍ଞାନ ନଥାଏ ସେହି ମହିଳାଙ୍କ ହାତରେ ଘରର ଦାୟିତ୍ଵ ଦେବା ଅନୁଚିତ । ଯେଉଁ ମହିଳାକୁ ବ୍ୟବହାର ଠିକ ସେ ଜଣା ନଥାଏ ଯେଉଁ ମହିଳାଙ୍କଉ ଛୋଟ ବଡର ଜ୍ଞାନ ନଥାଏ ଏମିତି ମହିଳା ଘର ପାଇଁ ଅଶୁଭ ହୋଇଥାଏ । ଶ୍ରୀକୃଷ୍ଣ ଭଗବାନ ମହିଳାଙ୍କ ବିଷୟରେ ଯାହା କହିଛନ୍ତି ସେ ସବୁ ସତ୍ୟ ଅଟେ ।

ଯଦି ଏହିଭଳି ତୁଛ ନାରୀଙ୍କୁ ଘରର ଦାୟିତ୍ଵ ଦିଆଯିବ, ତେବେ ଏହି ନାରୀ ଘରକୁ ବର୍ବାଦ କରିଥାନ୍ତି । ଶେଥି ପାଇଁ ଘରର ମହିଳା ମାନେ ପ୍ରେମର ସହିତ ବ୍ୟବହାର ଓ ସ୍ନେହ ଶ୍ରଦ୍ଧାର ସହିତ ନିଜ ଘରେ ରୁହନ୍ତୁ । ନିଜ ଘରର ସଦସ୍ଯଙ୍କୁ ଭଲ ବ୍ୟବହାର କରନ୍ତୁ । ନିଜ ଘରେ ଆସୁଥିବା ଗେସ୍ଟ ମାନଙ୍କର ଠିକ ସେ ସ୍ଵାଗତ କରିବ ଓ ଭଲରେ ସେମାନଙ୍କ ସହିତ ବ୍ୟବହାର କରିବ ଆଉ ନିଜର ସବୁ ସମ୍ପର୍କକୁ ପ୍ରେମର ସହିତ ରଖିବ । ଏମିତି ମହିଳା ଘରକୁ ସ୍ଵର୍ଗ ବନାଇବାର କାମ କରିଥାଏ ।

Leave a Reply

Your email address will not be published. Required fields are marked *