ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କହିଥିଲେ କଳିଯୁଗ ବିଷୟରେ ୫ ଟି ସତ୍ୟ , ଯାହାକୁ ସୂନୀ ଆପଣଙ୍କୁ ସରମ ଆସିଯିବ । ଆଜି ଆମେ ପାଣ୍ଡବଙ୍କ ସମୟ ମାନେ ଦ୍ଵାପର ଯୁଗ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହାକୁ ସୂନୀ ଆପଣଙ୍କ ହୋସ ଉଡିଯିବ ।
ମହାଭାରତ ଯୁଧ୍ୟ ଜିତିବା ପରେ ପାଣ୍ଡବ କଳିଯୁଗ ବିଷୟରେ ଶୁଣିବା ପାଇଁ ଜିଜ୍ଞାସା କରିଥିଲେ, ସେ ଏହା ଜାଣିବା ପାଇଁ ଚେଷ୍ଟା କରୁଥିଲେକି କଳିଯୁଗର ମନୁଷ୍ୟ କେମିତି ହେବ ଓ କେମିତି ଆଚରଣ କରିବା । ବିନା କିଛି ଭାବି ଏହି ପ୍ରଶ୍ନ ପାଣ୍ଡବ ମାନେ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ । ଏହାସୁଣୀ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ ଅଲଗା ଅଲଗା ବନକୁ ଯିବା ପାଇଁ କହିଲେ ।

ସର୍ବ ପ୍ରଥମେ ଯୁଧିଷ୍ଠିର ଜଙ୍ଗଲରେ ଗୋଟେ ଦୁଇଶୁଣ୍ଢ ହାତୀକୁ ଦେଖିଲେ ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଜଙ୍ଗଲରୁ ଫେରିବା ପରେ ଯେବେସେ ଏହି ବିଷୟରେ ଶ୍ରୀକୃଷ୍ଣଙ୍କୁ କହିଲେ କୃଷ୍ଣ ଏହା ମାନେ ବୁଝାଇ ଥିଲେ । କି କଲି ଯୁଗରେ ଏମିତି ଲୋକ ରାଜ କରିବେ ଯେଉଁ ମାନେ କହିବେ କିଛି ଓ ଅଲଗା କିଛି କରିବେ । ଏହିଭଳି ଲୋକ ଦୁଇତରଫରୁ ପ୍ରଜା ରକ୍ଷଣ କରିବେ । ଶ୍ରୀକୃଷ୍ଣଙ୍କ କଥନ ଆଜିର ନେତାଙ୍କୁ ଦର୍ଶାଉଛି । ଅର୍ଜୁନଙ୍କୁ ବନରେ ଗୋଟେ ପକ୍ଷୀ ଦେଖାଦେଇଥିଲା । ଯାହାର ଡେଣାରେ ବେଦର ଲେଖା ଥିଲା । କିନ୍ତୁ ସେ ମନୁଷ୍ୟର ମାଂସ ଖାଉଥିଲା । ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଥିଲା ଓ ଶ୍ରୀକୃଷ୍ଣଙ୍କୁ ଏହାର ମାନେ ପଚାରିଥିଲା ।

ଶ୍ରୀକୃଷ୍ଣ କହିଥିଲେ ହେ ପାର୍ଥ କଳିଯୁଗରେ ହେବେ ଯିଏ ଜ୍ଞାନୀ ହୋଇଥିବେ କିନ୍ତୁ ସବୁବେଳେ ଟଙ୍କାର ମନ ଆଉ ଜଣଙ୍କର ସମ୍ପତି ନେବା ପାଇଁ ବିଚାର ଆସିବ । ଏହିଭଳି ଜ୍ଞାନୀ ବ୍ୟକ୍ତି ମାନଙ୍କ ମନରେ ସବୁବେଳେ ଏହି ଭଳି ବିଚାର ଚାଲିଥିବ । କେମିତି କାହାର ମୃତ୍ୟୁ ହେବ ଓ ତାର ସମ୍ପତି ହଡପ କରିବେ । ମଣିଷ କେତେବୀ ଧନୀ ହୋଇଥାଉ ସବୁବେଳେ ସେ ଅନ୍ୟର ସମ୍ପତି ଦେଖି ଈର୍ଷା ଓ ଦ୍ଵେଷ ଭାବ ରହିବ । କଲି ଯୁଗରେ ଏମିତି କିଛି ଲୋକ ଥିବେ ଯାହା ବାସ୍ତବିକ ରୂପରେ ସନ୍ଥ ଥିବେ । ଭୀମ ଜଙ୍ଗଲରେ ଗୋଟେ ଗାଇକୁ ଦେଖିଲେ ସେ ତାର ଛୁଆକୁ ଚାଟୁଛି । ଗାଈ ତାର ଛୁଆକୁ ଏତେ ଚଟୁଥିଲା ଯେ ତାର କାନ ପାଖରୁ ରକ୍ତ ବାହାରୁଥିଲା ।

ଯେବେ ଭୀମା କୃଷ୍ଣଙ୍କୁ ଏହି କଥା କହିଲେ, କୃଷ୍ଣ କହିଲେ କଲି ଯୁଗରେ ମା ମାନେ ତାଙ୍କ ଛୁଆ ପ୍ରତି ଏତେ ଆସକ୍ତ ହୋଇଯିବେକୀ ଟଙ୍କାର ସନ୍ତାନର ବିକାଶ ହିଁ ହୋଇପାରିବନି । ଯଦି କାହାର ସନ୍ତାନ ଆଧ୍ୟାତ୍ମିକ ମାର୍ଗରେ ଯାଇ ସାଧୁ ସନ୍ଥ ହେବ ବାକି ଲୋକ ତାର ଆଶୀର୍ବାଦ ନେବେ କିନ୍ତୁ ଟଙ୍କାର ମାତା ପିତା ଟଙ୍କାର ସାଧୁ ହୋଇଥିବା ପିଲକୁ ଦେଖି କାନ୍ଦିବେ ।ମା ବାପା ସବୁବେଳେ ଭବିବେ ମୋ ପିଲାର କଣ ହେବ । ଶୀକୃଷ୍ଣ ଏହା ମଧ୍ୟ କହିଛନ୍ତି କଲି ଯୁଗର ମାତା ପିତା ତାଙ୍କ ପିଲାଙ୍କୁ ପରିବାରର ମୋହାମାୟାରେ ହିଁ ବାନ୍ଧିକି ରଖିବେ ତାଙ୍କ ପିଲା ଛୁଆଙ୍କୁ । କୃଷ୍ଣ ମଧ୍ୟ ଏହା କହିଛନ୍ତି ତୁମ ପୁଅ ତୁମର ନୁହେଁ ତାର ସ୍ତ୍ରୀର ଅମାନତ ଅଟେ ।

ତୁମର ପୁତ୍ରୀ ତାର ସ୍ଵାମୀର ଓ ଶରୀର ମୃତ୍ୟୁର ଅମାନତ ଅଟେ ଓ ଆତ୍ମା ପରମାତ୍ମାର ଅମାନତ ଅଟେ । ସହଦେବ ବନରେ ବହୁତ କୂଅ ଦେଖିଲା ଏହା ଭିତରୁ ଗୋଟେ କୂଅ ଖାଲି ଥିଲା । ଶ୍ରୀକୃଷ୍ଣ ଏହାର ଅର୍ଥ ବତାଇ କହିଲେ ମାତା ପିତା ତାଙ୍କ ଛୁଆର ବିବାହରେ ବହୁତ ଧନ ଖର୍ଚ କରିବେ ମାଂସ ମଦିରାରେ ଡୁବି ରହିବେ କିନ୍ତୁ ଗରିବ ଭୋକିଲା ଲୋକଙ୍କୁ ଦେବେନି । ପଇସା ବହୁତ ବେକାରରେ ଖରଚ ହେବ । ଯେଉଁ ଲୋକ ଏହିଭଳି ଅଭ୍ୟାସରୁ ଦୂରେଇ ରହିବେ ତାଙ୍କ ଉପରେ କଳିଯୁଗର ପ୍ରଭାବ ନ ହୋଇ ପରମାତ୍ମାର ପ୍ରଭାବ ହୋଇବ ଓ ସେ ସବୁବେଳେ ଶାନ୍ତି ପୂର୍ଣ ଜୀବନ ବ୍ୟତୀତ କରିବେ ।

ନକୁଳ ବନରେ ଦେଖିଲେ ଗୋଟେ ବହୁତ ବଡ ପଥର ଗଡି ଗଡି କେତେ ଗଛକୁ ଭାଗିଦେଲା କିନ୍ତୁ ଗୋଟେ ଛୋଟ ଗଛ ପାଖରେ ରହିଗଲା । ଏହାର ଅର୍ଥ ଶ୍ରୀକୃଷ୍ଣ କହିଲେ କଲି ଯୁଗରେ ମନୁଷ୍ୟର ବୁଢୀ ନଷ୍ଟ ହୋଇଯିବ ଓ ମନୁଷ୍ୟର ବହୁତ ତେଜିରେ ପତନ ହେବ ।ହରିନାମ ଭଳି ଛୋଟ ଗଛରେ ଏହା ରହିଯିବ ବ ଏହାର ପ୍ରଭାବ କମ ହୋଇବ । ହରିନାମ କରିବା ଦ୍ଵାରା ମନୁଷ୍ୟର ବୁଢୀ ପ୍ରବଳ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।