କଦଳୀ ଖାଇବାର ସଠିକ ଉପାୟ, କଦଳୀ ଖାଇବାର ସଠିକ ସମୟ ଓ କଦଳୀ ଖାଇବାର ୭ଟି ଲାଭକାରୀ କଥା- Swami Ramdev

କଦଳୀ ଏମିତି ଗୋଟେ ଫଳ ଯାହା ପ୍ରାୟତଃ ସବୁ ଜାଗାରେ ଦେଖିବାକୁ ମିଳିଥାଏ । ତେବେ ଭାରତରେ ବହୁତ ଭିନ୍ନ ଭିନ୍ନ ପ୍ରଜାତି କଦଳୀ ଖାଇବାକୁ ମିଳିଥାଏ ଓ କେତେକ ଜାଗା କେବଳ ନିଜ କଦଳୀ ଚାଷ ପାଇଁ ପ୍ପ୍ରସିଦ୍ଧ ଅଟନ୍ତି ଯାହା ଫଳ ସ୍ୱରୂପ କଦଳୀ ନା ସେହି ଜାଗା ଗୁଡିକ ଅନୁଯାଇ ରଖା ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କଦଳୀ ଖାଇବାର ସଠିକ ସମୟ ବିଷୟରେ କହିବାକୁ ଯାଉଛୁ । ଏହା ଛଡା କଦଳୀ ଖାଇବାର ସଠିକ ଉପାୟ, ସବୁଦିନ କେତେ କଦଳୀ ଖାଇବା ଉଚିତ, କଦଳୀ ଖାଇଲେ କଣ କଣ ଲାଭ ହୋଇଥାଏ ଓ କଦଳୀ ଲାଭକାରୀ ଗୁଣ ?

Image Courtesy: Google

କଦଳୀ ଖାଇବାର ସଠିକ ସମୟ :

କଦଳୀରେ ପୋଟାସିଅମ, ମିନିରଲ, ଫାଇବାର, ଆଇରନ ଭଳି ବହୁତ ପ୍ରକାର ଲାଭକାରୀ ଗୁଣ ହୋଇଥାଏ ଏହା ଛଡା କଦଳୀ ବହୁତ ଥଣ୍ଡା ଜିନିଷ ଅଟେ ସେଥିପାଇଁ ଆପଣ କେବେ ବି ସନ୍ଧ୍ୟା ପରେ ବା ସୂର୍ଯ୍ୟ ଅସ୍ତ ହେବା ପରେ କଦଳୀ ସେବନ କରନ୍ତୁ ନାହିଁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ସକାଳ ସମୟରେ କଦଳୀ ସେବନ କରିବା ସବୁଠାରୁ ଲାଭକାରୀ ହୋଇଥାଏ । ତେବେ ଖାଲି ପେଟରେ ସକାଳେ କଦଳୀ ଖାଇବା ଦ୍ଵାରା ଓଜନ କମିବାକୁ ଲାଗିଥାଏ ।

Image Courtesy: Google

କଦଳୀ ସେବନ କରିବାର ସଠିକ ଉପାୟ :

କଦଳୀ ବହୁତ ଲାଭକାରୀ ଅଟେ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ ଏହାକୁ କେବେ କେମିତି ସେଆବ୍ନ କରିବା ଦ୍ବାରା ଏହାର ଲାଭ ପ୍ରାପ୍ତି ହବ ତାହା ଜାଣିବା ବହୁତ ଆବଶ୍ୟକ ଅଟେ । କଦଳୀ କେବେବି କଞ୍ଚା ଖାନ୍ତୁ ନାହିଁ ନଚେତ ଆପଣଙ୍କୁ ପାଚନ ସମସ୍ଯା ହବ । କଦଳୀ ପାକଳ ଖାଇବା ଉଚିତ ଏହା ଛଡା ଯେଉଁ ବ୍ୟକ୍ତିଙ୍କୁ ସୁଗାର ଅଛି ବା ହାଇ ବିପି ଅଛି ତାଙ୍କୁ କଦଳୀ ଚୋପାରେ ଲାଗିଥିବା ସୁଗାର ଖାଇବା ଉଚିତ ଏହା ଦ୍ଵାରା ତାଙ୍କ ଶରୀରକୁ କ୍ୟାଲସିଅମ ମିଳିଥାଏ ।

ସବୁଦିନ କେତେ କଦଳୀ ଖାଇବା ଉଚିତ ?

ତେବେ ସ୍ୱାସ୍ଥ୍ୟ ଚିକିତ୍ସକ ଦ୍ଵାରା ଏହା ଜଣା ପଡିଛି ଯେ ଶରୀର ଅନୁଯାଇ କଦଳୀ ସେବନ କରିବା ଉଚିତ ଯେଉଁ ବ୍ୟକ୍ତିମାନେ ୱାର୍କଆଉଟ କରନ୍ତି ତାଙ୍କୁ ସକାଳେ ୪ରୁ ୫ଟି କଦଳୀ ଖାଇବା ଉଚିତ ଅଟେ ।

Image Courtesy: Google

କଦଳୀ ଖାଇବା ପରେ କଣ କଣ ଖାଇବା ଉଚିତ ନୁହ ?

କଦଳୀ ଖାଇବା ପରେ ପାଣି ଭୁଲରେ ବି ପିଆନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏହା ଛଡା କଦଳୀ ଖାଇବା ପରେ ଅଣ୍ଡା କେବେ ବି ଖାଇବା ଉଚିତ ନୁହ କାହିଁକିନା କଦଳୀ ଥଣ୍ଡା ହୋଇଥାଏ ଓ ଅଣ୍ଡା ଗରମ ହୋଇଥାଏ ଦୁହେଁ ଏକା ସହ ସେବନ କଲେ ଶରୀର ଆଶ୍ଵସ୍ତ ହୋଇଥାଏ ।

Image Courtesy: Google

କଦଳୀ ସେବନ କରିବାର ଲାଭ କଣ ?

କଦଳୀ ସମସ୍ତଙ୍କ ପାଇଁ ଲାଭକାରୀ ଅଟେ କେବଳ ସଠିକ ସମୟରେ ଖାଇବା ଉଚିତ, ଏହା ଦ୍ଵାରା ପାଚନ କ୍ରିୟା ସଠିକ ଭାବରେ କାମ କରିଥାଏ । ଓଜନ ବଢେଇବାରେ ସାହାଜ୍ଯ କରିଥାଏ, ଯାହାକୁ ଗ୍ଯାସ ସମସ୍ଯା ହୋଇଥାଏ ତାଙ୍କୁ ପ୍ରତିଦିନ କଦଳୀ ସେବନ କରିବା ଉଚିତ । ଏହା ଛଡା ଯେଉଁ ବ୍ୟକ୍ତିଙ୍କୁ ଗ୍ଯାସ ସମସ୍ଯା ଅଛି ତାଙ୍କୁ ମଧ୍ୟ କଦଳୀ ସେବନ କରିବା ଆବଶ୍ୟକ ଓ ଯେଉଁ ବ୍ୟକ୍ତିଙ୍କୁ ରାତିରେ ନିଦ ଆସୁ ନାହିଁ ତାଙ୍କୁ ମଧ୍ୟ କଦଳୀ ସେବନ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *