ସ୍ତ୍ରୀ କେବଳ ଏହା ଚାହିଁଥାଏ ନିଜ ସ୍ଵାମିଠୁ- Krishna Vani

ଯେଉଁଠି ନାରୀ ପୂଜା ପାଆନ୍ତି ସେଠାରେ ଦେବତା ବାସ କରନ୍ତି । ଆମେ ଏହି ସବୁ ମାନିଥାଉ କିନ୍ତୁ ବାସ୍ତବରେ କେତେ ଗ୍ରହଣ କରିଥାଉ । ଆପଣ ଭାବୁଥିବେକୀ ଆମେ ତ ସମସ୍ତଙ୍କୁ ସନମାନ ଦେଇଥାଉ ସେ ବିବାହରେ ହେଉକି ଜନ୍ମ ଦିବସରେ ଉପହାର ଦେଇଥାଉ ଆଦି । ଆପଣ ଭାବନ୍ତୁ କଣ ଏହା ପର୍ଯ୍ୟାପ୍ତ ହୋଇଥାଏ । ଗୋଟେ ସ୍ତ୍ରୀ ନିଜ ପତି, ନିଜ ପିତା , ପୁତ୍ର ଭାଇ , କଣ କଣ କରିନଥାଏ । ଆମେ କଣ ଖାଲି ଗୋଟେ ଉପହାର ଦେଇକି ତାକୁ ସନ୍ତୁଷ୍ଟ କରିବା । ସ୍ତ୍ରୀକୁ ସ୍ଵର୍ଣ ଆଭୁଶନ ଦରକାର ହୋଇନଥାଏ । ଦାମିକା ଜିନିଷ ଦରକାର ହୋଇନଥାଏ । ତାଙ୍କୁ ଦରକାର ହୋଇଥାଏ ତୁମଠୁ ସନମାନ, ସମସ୍ତଙ୍କ ସାମ୍ନାରେ ଓ ଏକାନ୍ତରେ ମଧ୍ୟ ।

ତାଙ୍କୁ ଦରକାର ହୋଇଥାଏ ଆପଣଙ୍କ ସମୟ, ସମର୍ପଣ, ଟିକେ ଚେଷ୍ଟାକି ଆପଣଙ୍କ ଜୀବନରେ ତାଙ୍କର ମହତ୍ଵ ବହୁତ ରହିଛି ଓ ସମାନ ସ୍ଥାନ ମଧ୍ୟ ରହିଛି । ସ୍ତ୍ରୀ ମାନଙ୍କୁ ଅଣୁଭା କରାଇବା ଦରକାରକି ଆପଣ ତାଙ୍କୁ ବହୁତ ସ୍ନେହ ପ୍ରେମ କରୁଛନ୍ତି । ଏହଠୁ ସେମାନେ ଅଧିକ କିଛି ଚାହାନ୍ତି ନହିଁ । ତାଙ୍କ ପାଇଁ ଏହାଠୁ ଅଧିକ ମୁଲ୍ଯବନ ଆଉ କିଛି ହୋଇନଥାଏ । ସ୍ତ୍ରୀ ମାନେ ବହୁତ କମରେ ଖୁସି ହୋଇଥାନ୍ତି, ସେ ତାଙ୍କ ଜୀବନରେ ଅଧିକ କିଛି ଚାହିଁନଥାନ୍ତି ।

ସ୍ତ୍ରୀ ଏମିତି ହୋଇଥାଏ ଜୀବନର ସବୁ କିଛି ଦେଇ ଟିକେ ଖୁସି ଖୋଜିଥାଏ ଯଦି ତାକୁ ସେତିକି ମିଳିଯାଏ ସେ ବହୁତ ଖୁସି ହୋଇଥାନ୍ତି । ଯଦି ଆମେ ଗୋଟେ ନାରୀକୁ ସନମାନ ଦେଇଥାଉ, ଭଗବାନଙ୍କ   ଆଶୀର୍ବାଦ ରହିଥାଏ ।  ସେ ଆମ ଉପରେ ଖୁସି ହେଲେ ଆମ୍ର ବହୁତ ଉନ୍ନତି ମଧ୍ୟ ହୋଇଥାଏ । ଆଉ ଯଦି ଜଣେ ନାରୀ ମନରେ ଦୁଃଖ ଦେଇଥାଉ ଆଉ ତା ଆଖିରୁ ଲୁହ ବୋହିଲେ ବହୁତ ଖରାପ ହୋଇଥାଏ ଆଉ ଅଭିଶାପ ମଧ୍ୟ ପଡିଥାଏ ।

ନାରୀ ହେଉଛି ଧରିତ୍ରୀ ଆଉ ମା । ଯଦି ସ୍ତ୍ରୀ ଆକିରେ ଲିହ ଆସେ ସେଇ ଲୁହରେ ସାରା ସଂସାର ଭସ୍ମ ହୋଇଯାଏ । ନାରୀ ଆଖିରୁ ଲୁହ ବାହାରିଲେ କେହି ଖୁସିରେ ରହିପାରିବେ ନହିଁ । ନାରୀ ସବୁ କିଛି ସହିକି ସମସ୍ତଙ୍କ କଥା ବୁଝି ଓ ସମସ୍ତଙ୍କ ପାଇଁ ମା ପରି ସେବା କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *