Bollywoodରେ ନିଜ ଦମଦାର Action ପାଇଁ ପ୍ରସିଦ୍ଧ ଅଭିନେତା Sunil Shettyଙ୍କ ସ୍ତ୍ରୀ ଦେଖିବାକୁ ବହୁତ Hot

ବଲିଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଲୋକ ନିଜ ଅସଲ ଜିବନ ଭୂଲି ଫିଲ୍ମ ଦୁନିଆ ରେ ନିଜ ନା ପ୍ରଚଳିତ କରିଥାନ୍ତି ଜୀବନରେ ବହୁତ୍ କିଛି ହରେଇବା ପରେ ମଧ୍ୟ ବହୁତ୍ ଏମିତି ଅଭିନେତା ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଜୀବନ ସିନେମା ଜଗତରେ ଆସିଲା ପରେ ସବୁଦିନ ପାଇଁ ବଦଳିଯାଇଛି । ସିନେମା ଜଗତରେ ଏମିତି ଜଣେ କଳାକାର ଅଛନ୍ତି ଯାହାଙ୍କୁ ଦର୍ଶକ ମାନେ ପ୍ରେମରେ ଅନା ବୋଲି ଡାକନ୍ତି ।

ଆପଣ ମାନେ ଠିକ ବୁଝିଛନ୍ତି ଅନା ସିନେମା ଜଗତରେ ସୁନିଲ ସେଠୀଙ୍କୁ କୁହା ଯାଏ କାହିଁକିନା ସେ ବହୁତ୍ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଓ ଦର୍ଶକ ମାନଙ୍କୁ ତାଙ୍କ ଏହି ରୂପ ବହୁତ୍ ଥର ଦେଖିବାକୁ ମଧ୍ୟ ମିଳିଛି । ତେବେ ଆସନ୍ତୁ ଆଜି ସୁନିଲ ସେଠୀଙ୍କ ବିଷୟରେ ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ କିଛି କଥା ବିସ୍ତାର ସହ ଜାଣିବା ।

ସୁନିଲ ସେଠୀଙ୍କ ଜନ୍ମ କର୍ନାଟକାରେ ହୋଇଥିଲା ଓ ତାଙ୍କ ପାଠ ପଢା ସବୁ ସେଠିକାର ଅଟେ । ତେବେ ସେଠି ନିଜ ସବୁ ପାଠ ପଢା ସମାପ୍ତ କରିବା ପରେ ସୁନିଲ ସେଠି ଅଭିନୟ ପାଠ ପଢିବା ପାଇଁ ଇଛା କରିଥିଲେ ଯାହା ପାଇଁ ତାଙ୍କ ମା ବାପା ମାନି ଗଲେ ଓ ସୁନିଲଙ୍କୁ ଅଭିନୟ ପାଠ ପଢିବାକୁ ଚାଂସ୍ ମିଳିଥିଲା ।

ଏହା ପରେ ସେ ମୁମ୍ବାଇ ଆସିଲେ ଓ ତାଙ୍କୁ ଭାଗ୍ୟ ବସ ଫିଲ୍ମ ମଧ୍ୟ ମିଳିଗଲା କିନ୍ତୁ ସେହି ଫିଲ୍ମ କିଛି କାରଣ ପାଇଁ ଅଧାରେ ବନ୍ଦ ହୋଇଗଲା । ସୁନିଲ ସେଠି ନିଜେ ବହୁତ୍ ଅସୁବିଧାରେ ଥିଲେ କିନ୍ତୁ ହଟାତ ତାଙ୍କୁ ଗୋଟେ ଫିଲ୍ମ ଆଫର ହେଲା ଯାହା ନାମ ଥିଲା ” ବଲ୍ଵାନ ” ।

ଏହି ଫିଲ୍ମରେ ସୁନିଲ ସେଠି ଲିଡ ରୋଲରେ ଥିଲେ ଓ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ମଧ୍ୟ ଆସିଥିଲା । ସୁନିଲ ସେଠୀଙ୍କ ଜୀବନରେ ଏମିତି ଗୋଟେ ସ୍ଥିତି ଆସିଲା ଯେତେବେଳେ ସେ ମନା ସେଠୀଙ୍କୁ ଦେଖିଲେ ତାଙ୍କ ସ୍ତ୍ରୀ ଓ ତାଙ୍କୁ ମନ ଦେଇଦେଲେ ଦୁହିଁଙ୍କ ଧର୍ମ ଅଲଗା ଥିଲା ମାନା ସେଠୀଙ୍କ ପରିବାର ମୁସଲିମ ଓ ସୁନିଲ ସେଠୀଙ୍କ ପରିବାର ହିନ୍ଦୁ ଥିଲେ କେହି ଏହି ବିବାହ ପାଈଁ ରାଜି ହେଲେ ନାହିଁ ।

କିନ୍ତୁ ଦୁହେଁ ନିଜ ନିଜ ଘର ଲୋକଙ୍କୁ ମନେଇଲେ ଓ ଏହାକୁ ୯ ବର୍ଷ ସମୟ ଲାଗିଲା କିନ୍ତୁ ସମସ୍ତଙ୍କୁ ମନେଇ ଦୁହେଁ ବିବାହ କଲେ । ଦୁହିଁଙ୍କର ଦୁଇଟି ଛୁଆ ଅଛନ୍ତି ଅହାନା ଓ ଅଦିଥ । ମାନା ଗୋଟେ କମ୍ପାନୀ ରେ କ୍ରିଏଟିଭ ମେନେଜର ଅଛନ୍ତି ଓ ତାଙ୍କ ଭାବନା ଓ ସୁନ୍ଦରତା ସମସ୍ତଙ୍କ ଠାରୁ ଅଲଗା ଅଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *