ସ୍ତ୍ରୀକୁ ପଡୋଶୀ ସହ ଯେବେ ଦେଖି ସ୍ଵାମୀ ଯାହା କଲା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ମଜାଦାର ଭିଡିଓ ନିଶ୍ଚିନ୍ତ ଦେଖୁଥିବେ । ତେବେ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଭୟ ଲାଗିଥାଏ ତ ଆଉ କିଛି ଭିଡିଓ ଦେଖିଲେ ମଜା ଲାଗିଥାଏ । ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ପୋଷ୍ଟ ହେଉଛି ଯାହା ଲୋକ ମାନଙ୍କର ଉପୋଭୋଗ କରାଇବା ସହ କିଛି ନ କିଛି ନୀତିଶିକ୍ଷା ମଧ୍ୟ ଦେଉଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏମିତି ମଜାଦାର ଘଟଣା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ ।

ତେବେ ପ୍ରଥମ ଭିଡିଓ ରେ ଆପଣ ମାନେ ଦେଖିବେ ଜଣେ ଯୁବକ ନିଜେ ରୁମ ବନ୍ଦ କରି ରହିଛି । ଅନେକ ସମୟପରେ ଲୋକ ମାନେ ଯୁବକକୁ ଡାକିବା ପରେ ମଧ୍ୟ ସେ କବାଟ ଖୋଲିଲା ନାହି । କିଛି ଅଘଟଣ ହେବାର ଅନୁମାନ କରି ସେଠିକାର ଲୋକ ମାନେ ପୋଲିସକୁ ସୂଚନା ଦେଇଛନ୍ତି ।

ଏହା ପରେ ପୋଲିସ ମଧ୍ୟ ଆସି କବାଟ ବାଡେଇବାରୁ ଯୁବକ କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ରାମ ଭିତରକୁ ଏଣ୍ଟ୍ରି କରିଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ସମସ୍ତେ ରୁମ ଭିତରକୁ ଯାଇ ଦେଖିଲେ ଯୁବକଟି ଅଚିନ୍ତାରେ ଶୋଇଛି । ସମସ୍ତଙ୍କୁ ଏମିତି ନିଜ ରୁମରେ ଦେଖି ସୋଇଥିବା ଯୁବକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖିପାରିବେ ।

ଦିତୀୟ ଭିଡିଓରେ ଜଣେ ଯୁବକ ନିଜ ଗାଡିରେ ବସିଛନ୍ତି । ଠିକ ସେହି ସମୟରେ ତୀବ୍ର ଗତିରେ ପବନ ହେଉଛି । ଯାହା କାରଣରୁ ପବନରେ ଉଡି ଏକ ପଲିଥିନ ଆସି ଯୁବଙ୍କ ଦେହରେ ଅଠା ଭଳି ଲାଗି ଯାଉଛି । ଯାହାକୁ ନିଜ ଶରୀରରୁ ବାହାର କରିବା ପାଇଁ ଯୁବକ ଜଣକ ଅନେକ ଚେଷ୍ଟା କରୁଥିଲେ ମଧ୍ୟ ପଲିଥିନ ଅଠା ଭଳି ଲାଗିକି ରହିଛି ଯାହା ଦେଖିବାକୁ ବହୁତ ମଜାଦାର ହୋଇଛି ।

ବିହାରର ଛପାରା ରେ ମେ ୨୦୨୧ ରେ ଏକ ଭିଡିଓ ଜୋରସୋର ଭାଇରାଲ ହୋଇଥିଲା । ଏହି ଭିଡିଓରେ ସତେନ୍ଦ୍ରେ ନାମକ ଯୁବକ ଯିଏ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହ ପରେ ତାଙ୍କ ସ୍ତ୍ରୀ ନିକି ଆଉ କାହା ପ୍ରେମ ପଡି ଯାଇଛନ୍ତି । ଯେବେ ସତେନ୍ଦ୍ର ଙ୍କୁ ଏହି କଥା ଜଣା ପଡିଲା ତେବେ ସେ ତାଙ୍କ ସ୍ତ୍ରୀ ନିକିଙ୍କୁ ନେଇ ଖୁସି ଖୁସିରେ ମନ୍ଦିରରେ ତାଙ୍କର ନୂଆ ପ୍ରେମିକ ପ୍ରକାଶଙ୍କ ସହ ବିବାହ କରାଇଦେଲେ ।

ନିକି ଓ ସତେନ୍ଦ୍ରଙ୍କର ଦୁଇଟି ଝିଅ ଥାଇ ମଧ୍ୟ ସେ ଏମିତି କାମ କରିଛନ୍ତି ଯାହା ଫିଲ୍ମ ଷ୍ଟାଇଲ ଭଳି ମନେ ହେଉଛି । କିନ୍ତୁ ନିକିଙ୍କ କହିବା ଅନୁଯାୟୀ ସତେନ୍ଦ୍ର ତାଙ୍କୁ ମାରପିଟ କରୁଥିଲେ । କିନ୍ତୁ ସେ ଯେଉଁ ସାକାରାତ୍ମକ ପଦକ୍ଷେପ ଉଠାଇଛନ୍ତି ତାହା ବିଷୟରେ ଆପଣ ମାନେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଏହି ଘଟଣା ରେ ନିକି ଓ ସତେନ୍ଦ୍ର ଙ୍କ ମଧ୍ୟରୁ କିଏ ଭୁଲ ଆଉ କିଏ ଠିକ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ତେବେ ଆମ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *