ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ଗଭୀର ହୋଇଥାଏ ତେବେ ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ନିଜ ମନ କଥା ନିଜ ଜୀବନସାଥୀ ସହ ଖୋଲିକି କହିବା ଉଚିତ ବୋଲି କୁହା ଯାଇଛି ତେବେ ଏମିତି କରିବା ଦ୍ଵାରା ବୈବାହିକ ଓ ଶାରୀରିକ ଜୀବନ ସୁଖମୟ ହୋଇଥାଏ । ସ୍ଵାମୀ ସ୍ତ୍ରୀକୁ ପରାସ ପର ଠାରୁ କିଛି ଲୁଚେଇବା ଉଚିତ ନୁହ ଏହା ଦ୍ଵାରା ତାଙ୍କ ସମ୍ପର୍କ ଖରାପ ହୋଇଥାଏ ଓ ବିବାହ ସମାପ୍ତ ମଧ୍ୟ ହୋଇପାରେ, କିନ୍ତୁ କିଛି କଥା ଏମିତି ହୋଇଥାଏ ଯାହା ସ୍ତ୍ରୀ ମାନଙ୍କୁ ନିଜ ସ୍ଵାମୀକୁ କହିବା ଉଚିତ ନୁହ ନଚେତ ସ୍ଥିତି ଆହୁରି ଖରାପ ହୋଇପାରେ, ଆଜି ଆମେ ସ୍ତ୍ରୀ ମାନଙ୍କୁ ଏମିତି କିଛି ୪ଟି କଥା କହିବାକୁ ଯାଉଛୁ ଯାହା ସ୍ଵାମୀକୁ କହିବା ଉଚିତ ନୁହ ।

୧. ପୁରୁଣା ପ୍ରେମ :
ପୁରୁଷ ମାନଙ୍କ ଭଳି ସ୍ତ୍ରୀ ମାନଙ୍କୁ ମଧ୍ୟ ପ୍ରଥମ ଭଲ ପାଇବା ହୋଇଥାଏ ତେବେ ବହୁତ କମ ଲୋକ ନିଜ ପ୍ରଥମ ପ୍ରେମକୁ ବିବାହ କରି ପାରନ୍ତି, ବିବାହ ଆଗରୁ ଆପଣଙ୍କ ସମ୍ପର୍କ ଯାହା ସାହ ଯାହା ଥାଉ ନା କାହିଁକି ବିବାହ ପରେ ସବୁ ବଦଳି ଯାଇଥାଏ ଓ ଆପଣଙ୍କୁ ଏହାକୁ ସ୍ଵୀକାର କରି ନିଜ ଆସନ୍ତା ସମୟ ବିଷୟରେ ଭାବି ନିଜ ସ୍ଵାମୀକୁ ଗ୍ରହଣ କରିବା ଉଚିତ ଓ ନିଜ ସ୍ଵାମୀକୁ କେବେ ବି ପୁରୁଣା ପ୍ରେମ ବିଷୟରେ କୁହନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ମାନିଷ୍କ ଏବଂ ଶାରୀରିକ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଥାଏ ସେଥିପାଇଁ ଏହି କଥା ସବୁବେଳେ ଧ୍ୟାନ ରଖନ୍ତୁ ।

୨. ଟଙ୍କା :
ପ୍ରତେକ ମହିଳା ସମସ୍ତଙ୍କ ଠାରୁ ଲୁଚେଇ କିଛି ଟଙ୍କା ରଖି ଥାନ୍ତି ଯାହା ସେ ଦରକାର ବା ଆବଶ୍ୟକତା ସମୟରେ ବ୍ୟବହାର କରିଥାନ୍ତି । ଏହି ଟଙ୍କା ସେମାନେ ଆବଶ୍ୟକ ସମୟ ପାଇଁ ବଞ୍ଚାଇ ରଖନ୍ତି ଯାହା ସେ କେବେ କାହାକୁ କୁହନ୍ତି ନାହିଁ, ତେବେ ଏହା ସେହି ଟଙ୍କା ହୋଇଥାଏ ଯାହା ତାଙ୍କୁ ତାଙ୍କ ବାପା ମା ବା ସ୍ଵାମୀ ନିଜ୍ଜ ଉପରେ ଖର୍ଚ୍ଚ କରିବାକୁ ଦେଇ ଥାନ୍ତି ।
୩. ମନ କଥା :
ବହୁତ ସମୟରେ ଏମିତି ହୋଇଥାଏ ଯେ ସ୍ଵାମୀ ସ୍ତ୍ରୀ କଥା ଏକମତ ହୋଇନଥାନ୍ତି ତେବେ ଜଣଙ୍କୁ ନଇଁବା ବହୁତ ଆବଶ୍ୟକ ହୋଇଥାଏ ତେବେ ପ୍ରାୟତଃ ମହିଳା ମାନେ ନଇଁ ଯାନ୍ତି ଓ ନିଜ ମନ କଥା ନିଜ ମନରେ ରଖନ୍ତି କାହିଁକିନା ଏହା ଦ୍ଵାରା ବିବାଦ ବଢି ନଥାଏ ଓ ସବୁ କିଛି ଭଲ ରହିଥାଏ ।

୪. ରୋଗ କଥା :
ବହୁତ ସ୍ତ୍ରୀ ମାନେ ନିଜ ରୋଗ ବିଷୟରେ ସ୍ଵାମୀ ମାନଙ୍କୁ ବହୁତ କମ କହିଥାନ୍ତି, ତେବେ ତାଙ୍କ ଭାବନା ଅନୁଯାଇ ସ୍ଵାମୀ ସବୁ କିଛି ସମ୍ଭାଳି ଥାଏ ଓ ଛୋଟ ଛୋଟ ରୋଗ କଥା କହିଲେ ସ୍ଵାମୀ ଚିନ୍ତା କରିଥାନ୍ତି ଯାହା ସେ ଚହାନ୍ତି ନାହିଁ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।