ହଳଦୀ ଖାଇବା ଦ୍ଵାରା ଏହି ସବୁ ବଡ ବଡ ରୋଗ କେବେ ହେବ ନାହିଁ 

ଆଜି ଆମେ ଆଲୋଚନା କରିବା ଯାହା ଲୋକମାନେ ଘରେ ଘରେ ବ୍ୟବହାର କରନ୍ତି । ହଳଦୀ ବ୍ୟବହାର କରିବା ଦ୍ଵାରା କଣ ଫାଇଦା ମିଳିଥାଏ । ହଳଦୀ ଖାଇଲେ କେଉଁ କେଉଁ ରୋଗରୁ ମୁକ୍ତି ମିଳିପାରିବ । ଉଷୁମ ପାଣି ପିଇବା ଦ୍ଵାରା ଶରୀରକୁ ବହୁତ ଉପକାରୀ ହୋଇଥାଏ । ଏହା ଶରୀରକୁ ଆଭ୍ଯନ୍ତରୀଣ ଭାବରେ ସଫା କରିଥାଏ ଓ ହଜମ ତନ୍ତ୍ରରୁ ବିଶାକ୍ତ ପଦାର୍ଥ ବାହାର କରିଥାଏ ଏବଂ ମେଟାବୋଲିଜିମ ପ୍ରକ୍ରିୟାକୁ ତ୍ଵରାନ୍ୟୁତ କରିଥାଏ । ଚରମକୁ ସଫା ଓ ସୁସ୍ଥ ମଧ୍ୟ କରିଥାଏ । ଯଦି ହଳଦୀ ପାଣିରେ ଟିକେ ହଳଦୀ ମିଶାଇ ପିଇବେ ଅଧିକ ଲାଭପ୍ରଦ ହେବ ।

ଏହା ଆପଣଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବ ଯଦି ସକାଳୁ ଗରମ ପାଣିରେ ଟିକେ ହଳଦୀ ପକାଇ ପିଇବେ ବହୁତ ଫାଇଦା ମିଳିବ । ହଲଦିର ଜ୍ଵଳନ, ଫୁଲା, ହ୍ରାସ କରିବାରେ ଓ ଚର୍ମ ଉପରେ ବୟସର ପ୍ରଭାବକୁ ପ୍ରତିରୋଧ କରିବାର ଗୁଣ ମଧ୍ୟ ରହିଛି ।

Image Courtesy: Google

ହଳଦୀ ଖାଇବା ଦ୍ଵାରା କଣ କଣ ଫାଇଦା ମିଳିଥାଏ :-

ହଳଦୀ ରୋଗ ପ୍ରତିରୋଧ ଶକ୍ତି ବଢେଇ ଥାଏ । ହଲଦିରେ ଥିବା ଲିପପଲିଶ କରାଇଡ ଶରୀରର ପ୍ରତି ରକ୍ଷା ପ୍ରଣାଳୀକୁ ମଜଭୁତ କରିଥାଏ । ଏହା ଛଡା ଥଣ୍ଡା, ଫ୍ଲୁ, ଅନ୍ୟ ପ୍ରକାର ସଂକ୍ରମଣ ହ୍ରାସ କରିଥାଏ, ନିୟମିତ ଭାବରେ ବିଶେଶ୍ଵତ ସିତ ଋତୁରେ ହଳଦୀ ନିଶ୍ଚିତ ରୂପରେ ପିଅନ୍ତୁ । ପାଚନ ପ୍ରକ୍ରିୟାକୁ ମଜଭୁତ କରିଥାଏ, ଯଦି ଆପଣ ସକାଳୁ ହଳଦୀ ପାଣି ପିଇବେ ତାହେଲେ ହଜମ କରିବାର ପ୍ରକ୍ରିୟାକୁ ଅନୁଭବ କରିବେ । ଦିନସାରା ଖାଉଥିବ ଖାଦ୍ୟକୁ ହଜମ କରିବାକୁ ମଧ୍ୟ ସହାୟକ ହୋଇଥାଏ । ହଳଦୀ ପିତଶୟଓ ଅନ୍ୟ ଏନଯାଇମ ଗଠନ କରିବାରେ ସହାୟକ ହୋଇଥାଏ ।

Image Courtesy: Google

ଯେଉଁ ମାନଙ୍କର ଡାଇବେଟିସ ସେମାନେ ହଳଦୀ ଖାଇବା ଦ୍ଵାରା ଶରୀରରେ ଥିବା ଶର୍କରାକୁ ସଠିକ ପ୍ରକ୍ରିୟା କରିବାରେ ସାହାର୍ଯ୍ୟ କରେ । ହଲଦିର ଏହି ଗୁଣ ମଧୁମେହ ରୋଗୀଙ୍କ ପାଇଁ ବହୁତ ସହାୟକ ହୋଇଥାଏ । ପତିଦିନ ହଳଦୀ ଖାଇବା ଦ୍ଵାରା ଟାଇପ ୨ ମଧୁମେହକୁ ରୋକାଯାଇ ପାରିବ । ଯଦି ଆପଣ ଚାହୁଁଛନ୍ତି ପତଳା ହେବ ପାଇଁ ଏହି ହଳଦୀ ପାଣିର ସେବନ ନିୟମିତ କରନ୍ତୁ । ଅନେକ କ୍ଷେତ୍ରରେ ଏହି ପ୍ରତିକାର ଓଜନ ହ୍ରାସ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।

Image Courtesy: Google

ହଲଦିରେ ଥିବା କୁକମୀନ ଜମା ହୋଇଥିବା ଚର୍ବିକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ । ମୋଟା ଲୋକ ସବୁଦିନେ ହଳଦୀ ପାଣିର ସେବନ କରିବା ଦ୍ଵାରା ଚର୍ବି ହ୍ରାସ ହୋଇ ପତଳା ହୋଇବେ । ହଳଦୀ ଗଣ୍ଠି ଫୁଲାରୁ ମଧ୍ୟ ଆରମ ଦେଇଥାଏ । ଆଥ୍ରାଇଟ୍ସ ରୋଗୀ ଗରମ ପାଣି ସହିତ ହଳଦୀ ମିଶାଇ ପିଇବା ଦ୍ଵାରା ଏଥିରୁ ଆରାମ ମିଳିଥାଏ ।

Image Courtesy: Google

ଚର୍ମ ରୋଗ ଯଦି ହେଉଥାଏ, ଚର୍ମ ରୋଗ ପାଇଁ ହଳଦୀ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ହଲଦି ପ୍ରାକୃତିକ ରୂପେ ରକ୍ତକୁ ସଫା କରିଥାଏ ଓ ଏହା ରକ୍ତରୁ ବିଷକ୍ତ ପଦାର୍ଥ ବାହାର କରିଥାଏ । ଆପଣ ହଳଦୀ ଦେହରେ ମଧ୍ୟ ମାରି ପାରିବେ ଓ ଗରମ ପାଣିର ସେବନ କରିପାରିବେ ମଧ୍ୟ । ହଲଦିରେ ଆଣ୍ଟି ଅକ୍ସାଇଡ ଥାଏ ଯାହା ଚର୍ମକୁ ମୁକ୍ତ ରେଡିକାଲ କ୍ଷେତ୍ରରୁ ମଧ୍ୟ ରକ୍ଷା କରିଥାଏ । ଯାହା ଚର୍ମକୁ ଚମକାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *