ସ୍ତ୍ରୀ ମଥାର ସିନ୍ଦୁର ବି ସ୍ୱାମୀ ପାଇଁ ଆଣିପାରେ ଦୁର୍ଭାଗ୍ୟ, ନାରୀ ମାନେ ସତର୍କ ରୁହନ୍ତୁ

ସ୍ବାମୀଙ୍କର ଦୃଭାଗ୍ୟ ର କାରଣ ହୋଇପାରେ ସ୍ତ୍ରୀ ର ମଥାର ସିନ୍ଦୂର । କୈଣସି ମହିଳା ମଥାରେ ସିନ୍ଦୂର ଲାଗିବାର ମାନେହେଲା ସେ ବିବାହିତା ଓ ତାଙ୍କ ସ୍ବାମୀ ସୁରକ୍ଷିତ ଅଛନ୍ତି । ହିନ୍ଦୁ ଧର୍ମରେ ବିବାହିତା ନାରୀକୁ ସିନ୍ଦୂର ଲଗାଇବା ଆବଶ୍ୟକ । କୁହାଯାଏ ସିନ୍ଦୂର ଲଗାଇବା ଦ୍ବାରା ସ୍ବାମୀ ର ଅକାଳ ମୃତ୍ୟୁ ହୁଏନାହିଁ । କିନ୍ତୁ ସିନ୍ଦୂର କୁ ଭୁଲ୍ ରେ ଲଗାଇବା ଦ୍ବାରା ସ୍ବାମୀ ର ଦୃଭାଗ୍ୟ ର କାରଣ ହୋଇପାରେ । ଆଜି ଆମେ ମହିଳାଙ୍କ ସିନ୍ଦୂର ସହ ଯଡିତ କିଛି ଆବଶ୍ୟକ କଥା । ନିୟମ ଅନୁସାରେ ଯଦି ସ୍ତ୍ରୀ ତାର ମଥାର ମଧ୍ଯ ଭାଗରେ ସିନ୍ଦୂର ଲଗାନ୍ତି ତେବେ ତାଙ୍କ ସ୍ବାମୀଙ୍କ ଅକାଳ ମୃତ୍ୟୁ ହୁଏନାହିଁ ଏବଂ ସେ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।

Image Courtesy: Google

ଯେଉଁ ସ୍ତ୍ରୀ ମଥାର ମଧ୍ଯ ଭାଗ ବଦଳରେ କୈଣସି ଗୋଟିଏ ପାଖରେ ଲଗାନ୍ତି ସର୍ବଦା ତାଙ୍କ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦିଏ । ଦୁଇ ଜଣଙ୍କ ମନ କେବେବି ମିଶି ନଥାଏ । କିଛି ମହିଳା ଏପରି ଥାଆନ୍ତି ଯିଏକି ଆଧୁନିକ ଦେଖାଯିବା ପାଇଁ ସିନ୍ଦୂର କୁ କେସ ଭିତରେ ଲୁଚାଇ ଦିଅନ୍ତି ।ଏପରି ସ୍ତ୍ରୀ ମାନଙ୍କର ସ୍ବାମୀ ବି ଲୁଚିଯାଆନ୍ତି ।

Image Courtesy: Google

ତାଙ୍କ ସ୍ବାମୀଙ୍କ ର ଘର ପରିବାର ଓ ସମାଜରେ ସମ୍ମାନ କରାଯାଏ ନାହିଁ । କିଛି ସ୍ତ୍ରୀ ନାମକୁ ମାତ୍ର ଖୁବ୍ କମ୍ ସିନ୍ଦୂର ଲଗାଇ ଥାନ୍ତି । ଏପରି କରିବା ଦ୍ବାରା ସେ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଖରାପ ହୋଇଥାଏ । କିଛି ସ୍ତ୍ରୀ ଆଧୁନିକ ଦେଖାଇ ଓଦା ସିନ୍ଦୂର ଲଗାନ୍ତି । ଯେଉଁମାନେ ଏପରି କରନ୍ତି ତାଙ୍କର ଦାମ୍ପତ୍ଯ ଜୀବନ ଦୁଃଖରେ କଟେ ।

Image Courtesy: Google

ଏଥି ପାଇଁ ସିନ୍ଦୂର ରୂପରେ ସର୍ବଦା ଶୁଖିଲା ଓ ନାଲି ରଙ୍ଗ ର ସିନ୍ଦୂର ଲଗାଇବା ଉଚିତ୍ । ଏପରି କରିବା ଦ୍ବାରା ଦୁହିଁଙ୍କ ଆୟୁଷ ବଢିଥାଏ ଓ ଖୁସିରେ ଜୀବନ ଯାପନ କରନ୍ତି । ଆପଣ ମଧ୍ୟ ଏହି ସବୁ କରିଲେ ଆପଣଙ୍କ ଜୀବନରେ ମଧ୍ୟ ଖୁସି ଦେଖାଦେବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *