ଜୀବନସାରା ପସ୍ତେଇବେ! ଯଦି ଭୁଲରେ ବି ଖାଆନ୍ତି ଏହି ଜୀବର ମାଂସ

ବନ୍ଧୁଗଣ ମାଂସ ଖାଇବା ବହୁତ ସ୍ୱାଦିଷ୍ଟ ହୋଇଥାଏ । ଯେଉଁବି ଜୀବର ମାଂସ ହେଇଥାଉନା କାହିଁକି  କିନ୍ତୁ ଆଜି ମୁଁ ଆପଣଙ୍କୁ ଯେଉଁ ଜୀବ ବିଷୟରେ କହିବାକୁ ଯାଉଛି ତାହାର ମାଂସ ଭୁଲରେବି ଖାଇବା କଥା ନୁହଁ ନହେଲେ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ବହୁତ ଜଲଦି ଖରାପ ହୋଇଯିବ । ଆସନ୍ତୁ ଜାଣିବା ସେ କେଉଁ ଜୀବର ମାଂସ ଯାହାକୁ ଖାଇବା କଥା ନୁହଁ । ବନ୍ଧୁଗଣ ଘୁଷୁରୀ ମାଂସ କେବେବି ଖାଇବା କଥା ନୁହଁ କାରଣ ଏହି ଜୀବର ମାଂସରେ ଆବଶ୍ୟକତାଠୁ ଅଧିକ ଚର୍ବି ଥାଏ ।ଯାହା ଆମ ଶରୀରର ଓଜନ ବଢାଇବା ସହ ସହ ଆମକୁ ଅନେକ ପ୍ରକାରର ଶାରୀରିକ ସମସ୍ୟାରେ ପକାଇଥାଏ ।

Image Courtesy: Google

ଅନ୍ୟ ଜୀବଙ୍କ ଅପେକ୍ଷା ଘୁଷୁରୀ ମାଂସ ବହୁତ ବିଷାକ୍ତ ହୋଇଥାଏ । ଏହି ଜୀବର ମାଂସ ଆମ ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ । ଏହି ଜୀବର ମାଂସ ଖାଇବା ଦ୍ୱାରା ଆମ ଶରୀରର କୋଲେଷ୍ଟ୍ରୋଲ ବହୁତ ଅଧିକ ବଢିଯାଏ । ଯାହାଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଜନ୍ମ ନେବା ଆରମ୍ଭ ହୋଇଯାଏ ।

Image Courtesy: Google

ଘୁଷୁରୀ ମାଂସର ସେବନ ଦ୍ୱାରା ଆମ ପେଟରେ ଲାଳ ବନିଯାଏ, ଯାହା ଆମ ଶରୀରକୁ ଦୁର୍ବଳତାର ଶୀକାର କରିଦିଏ । ଡାଇବେଟିସର ରୋଗୀ ଏହାର ସେବନ ଭୁଲରେବି କରିବା କଥା ନୁହଁ । ଯଦି ଆପଣବି ଘୁଷୁରୀ ମାଂସର ସେବନ କରନ୍ତି ତାହାଲେ ଆଜିଠୁହିଁ ତାହାର ସେବନ ବନ୍ଦ କରନ୍ତୁ, ନହଲେ ଜୀବନସାରା ପସ୍ତେଇବେ । ଏହି ଜୀବର ମାଂସ ଆମ ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *