ସ୍ତ୍ରୀ ପାଖରେ ମନ ଭରିଲାନି ବୋଲି ବାରମ୍ବାର ଝିଅକୁ ଦୁଷ୍କର୍ମ କଲା ବାପା, ସାଥ ଦଉଥିଲା ମା’…

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଏକ ବହୁତ ଅଧିକ ସମ୍ବଦନଶୀଳ ତଥା ଲାଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ବାପା ମାଆ ଝିଅର ଇଜ୍ଜତ ରକ୍ଷା କରିଥାନ୍ତି । କିନ୍ତୁ ଏଠାରେ ବାପା ଝିଅର ଇଜ୍ଜତ ଶୋଶୁ ଥିବା ବେଳେ ମାଆ କରୁଥିଲା ସାହାର୍ଯ୍ୟ । ଏଭଳି ଏକ ଘଟଣା ଶୁଣିବା ପାଇଁ ମଧ୍ୟ ଭଲ ଲାଗୁନଥିବା ବେଳେ ଘଟି ଯାଇଛି ଏକ ଝିଅ ସହ । ଏହି ଘଟଣା ସହ ଜଡିତ ଥିବା ସମ୍ପୂର୍ଣ ଖବର ଉପରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ବାପା ହୋଇ ବାରମ୍ବାର ଝିଅକୁ ଦୁ-ଷ୍କ-ର୍ମ କରୁଥିଲା ବାପା । ଆଉ ବାପର ଏହି ଦୁ-ଷ୍କ-ର୍ମ କରିବାରେ ସାହାର୍ଯ୍ୟ କରୁଥିଲା ଜନ୍ମ କଲା ମାଆ । ଏଭଳି ଏକ ଲଜ୍ୟା ଜନକ ଘଟଣା ଉଦଳା ଥା-ନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି । ସାବତ ବାପା ସାଜିଛି ଝିଅର ଇଜ୍ଜତ ଶୋଷିବାର ରାକ୍ଷସ ।  ସାବତ ସତ୍ୟବାନ ନାୟକ ବାରମ୍ବାର ଘରକୁ ଆସି ଝିଅକୁ ଦୁ-ଷ୍କ-ର୍ମ କରୁଥିଲା । ଏହିଭଳି ଏକ ଘଟଣାରେ ମାଆ ଚୁଟକି ନାୟକ ବି ସବୁବେଳେ ସହଯୋଗ କରିଆସୁଥିଲା ।

ଶେଷରେ ଏଭଳି ଏକ କଷ୍ଟରୁ ମୁକ୍ତି ପାଇବା ପାଇଁ ନାବାଳିକା ଜଣଙ୍କ ନିଜର ଜୀବନ ବଞ୍ଚାଇବା ପାଇଁ ଘରୁ ଲୁଚି ପଳାଇ ଆସିଥିଲେ । ଆଉ ଉଦଳା ଥା-ନାକୁ ଯାଇ ଲିଖିତ ଭାବରେ ଏହିସବୁ କଥାର ଅଭଯୋଗ କରିଥିଲେ । ପୋଲିସ ଏହି ଅ-ଭି-ଯୋ-ଗ ପାଇବା ପରେ ତୁରନ୍ତ ସାବତ ବାପା ଏବଂ ମାଆ କୁ ଗିରଫ କରିଥିଲା । ଏବଂ କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ ।

ସାବତ ବାପା ଏକ ବର୍ଷ ହେବ ଝିଅ ଦେହର ମଜା ଉଠାଉଥିଲା । ଆଉ ଝିଅକୁ ଧମକ ଦେଇଥିଲା ଯଦି ଝିଅ ଏହି କଥା ସମ୍ପର୍କରେ କାହାକୁ କୁହେ ତେବେ ତାହାକୁ ସେ ଜୀବନରୁ ମାରିଦେବ । ବର୍ତ୍ତମାନ ଅ-ଭି-ଯୋ-ଗ ପରେ ନାବାଳିକା ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି । ବାପା ତ ସାବତ ଥିଲା ହେଲେ ମାଆ ତ ଝିଅକୁ ଜନ୍ମ କରିଥିଲା ।

ତାପରେ ପରେ ବି ମାତୃତ୍ଵ ଭୁଲିଯାଇ ଜଣେ ମାଆ ଏଭଳି ଏକ ପିଶାଚୀ କାମ କିଭଳି କରିପାରିଲା । ଝିଅର ଇଜ୍ଜତକୁ ନିଜର ସ୍ଵାମୀକୁ ଶୋଷିବା ପାଇଁ କିଭଳି ମା ପ୍ରଶୟ ଦେଇପାରିଲା । ଏହା ସମ୍ପର୍କରେ ଆପଣ ମାନଙ୍କର କଣ ମତ ରହିବ ତାହା ସମ୍ପର୍କରେ ଆମ ମାନଙ୍କୁ ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *