ନମସ୍କାର ବନ୍ଧୁଗଣ । ଆଜିକାଲି ଆମ ଦେଶରେ ପ୍ରେମ ବିବାହ ଅଧିକ ଦେଖା ଯାଇଛି । କିଛି କ୍ଷେତ୍ର ରେ ପ୍ରେମ ବିବାହ କରୁଥିବା ଯୁବକ ଓ ଯୁବତୀଙ୍କ ଦାଂପତ୍ଯ ଜୀବନ ସଫଳ ହେଉଛି ତ ଅନ୍ୟ କିଛି କ୍ଷେତ୍ର ରେ ଏହା ଅସଫଳ ହେଉଛି । ତେବେ ଅନେକ କ୍ଷେତ୍ର ରେ ଦୁଇ ଦମ୍ପତିଙ୍କ ମଧ୍ୟରେ ଏତେ ମାତ୍ରା ରେ ବି-ବା-ଦ ସୃଷ୍ଟି ହେଉଛି ମାମଲା ହ-ତ୍ୟା ଆଡକୁ ଗତି କରୁଛି । ଆଜିର ଆମର ବିଷୟ ବସ୍ତୁ ଏହାକୁ ଆ-ଧା-ର କରି ରହିଛି । ସୂଚନା ଅନୁସାରେ ପ୍ରଥମେ ପ୍ରେମ ହେଲା ଦୁଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ।
ପରେ ବିବାହ ହେବା ପରେ ବି-ବା-ଦ ସୃଷ୍ଟି ହେବା କାରଣରୁ ସ୍ଵାମୀ ସ୍ତ୍ରୀ ଙ୍କୁ ହ-ତ୍ୟା କରିଛି । ସବୁଠାରୁ ବଡ କଥା ହେଉଛି ଦୀର୍ଘ ୧ ବର୍ଷ ପରେ ସ୍ତ୍ରୀ ର ମୃ-ତ ଦେ-ହ ଉ-ଦ୍ଧା-ର କରା ଯାଇଛି । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି କେଉଁଝର ଜିଲ୍ଲା ମାଂ-ସ-ପ-ଳା ନୟାକୋଟ ଥା-ନା ଅଞ୍ଚଳରେ । ସୂଚନା ଯୋଗ୍ୟ କି ଉପର କାଦକୁଳା ଗାଁ ର ଚକ୍ରଧର ଖ-ଡା ନୟାକୋଟ ଗାଁ ର ନବାବ ଡାଙ୍ଗୁଆଙ୍କୁ ପ୍ରେମ କରି ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇଥିଲେ । ଏହି ଦୁଇ ଦମ୍ପତି ଅଲଗା ଜାତିର ହୋଇ ଥିବାରୁ ଘର ଛାଡି ବିବାହ କରିଥିଲେ ।
ଏମିତି କି ବିବାହ ପରେ ଦୁହେଁ ବାହାରେ ରହୁଥିଲେ । ଗତ ଜୁଲାଇ ୧୪ରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାଦଙ୍କ ପରିବାର ଲୋକଙ୍କ ସ-ନ୍ଦେ-ହ ବଢିଥିଲା । ନିଜ ଝିଅ ବିଷୟରେ କୌଣସି ସୂଚନା ନ ମିଳିବାରୁ ପରିବାର ଲୋକେ ଥା-ନା-ର ଦ୍ଵାରସ୍ଥ ହୋଇଥିଲେ । ଏହା ପରେ ପୋ-ଲି-ସ ଚକ୍ରଧରଙ୍କୁ ପଚରାଉଚରା କରିବା ପରେ ରହସ୍ୟ ଉପରୁ ପରଦା ଉଠିଛି । ଆଜି ନବାଦଙ୍କ ହା-ଡ ଓ ଚୁଡିକୁ ଯୁଡିଆ ଘାଟିରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋ-ଲି-ସ ଜ-ବ-ତ କରିବା ସହ ପୋ-ଲି-ସ ଟିମ ଘଟଣା ସ୍ଥଳର ଯା-ଞ୍ଚ ପରତାଳ ଆରମ୍ଭ କରିଛି ।
ଅନ୍ୟ କ୍ଷେତ୍ର ରେ ଅ-ଭି-ଯୁ-କ୍ତ ଚକ୍ରଧର ରା-ଗରେ ନିଜ ସ୍ତ୍ରୀ ନବାଦଙ୍କୁ ହ-ତ୍ୟା କରିବାର ନିଜେ ସ୍ଵିକାର କରିଛନ୍ତି । ଚକ୍ରଧର ନିଜ ରାଏ ରେ କହିଛନ୍ତି ତାଙ୍କର ଓ ନବାଦଙ୍କ ମଧ୍ୟରେ କୌଣସି କାରଣରୁ ବି-ବା-ଦ ସୃଷ୍ଟି ହୋଇଥିଲା । ଏହା ପରେ ଚକ୍ରଧର କ୍ରୋ-ଧରେ ନବାଦଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରି ତାଙ୍କ ମୃ-ତ ଶ-ରୀ-ରକୁ ଫି-ଙ୍ଗି ଦେଇଥିଲେ । ତାଙ୍କ ପରିବାର ଲୋକେ କହିଛନ୍ତି ଚକ୍ରଧରଙ୍କ ସମେତ ଯେଉଁ ମାନେ ନବାଦଙ୍କ ହ-ତ୍ୟା-କା-ଣ୍ଡରେ ସା-ମି-ଲ ଅଛନ୍ତି ସେମାନଙ୍କୁ କ-ଠୋ-ରରୁ କ-ଠୋ-ର ଦ-ଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।