4000 କୋଟିର ମହଲରେ ରହୁଛନ୍ତି ମନ୍ତ୍ରି Jyotiraditya, ଭିତରର ଦୃଶ୍ୟ ଦେଖି ଆଖି ଲାଖିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଯୋଗ୍ୟ କି ମୋଦୀଙ୍କ ମନ୍ତ୍ରୀଙ୍କ ବିଳାସମୟ ମହଲର ମୂଲ୍ୟ ରହିଛି ୪୦୦୦କୋଟି ଟଙ୍କା । ଏହି ମହଲାକୁ ସଜାଇବାକୁ କାନ୍ଥରେ ଲାଗିଛି କୁଇଣ୍ଟାଲ ସୁନା ଓ ରୂପା । ଏହି ମହଲାକୁ ଦେଖିଲେ ଆଖି ଖସି ଜୀବ କାରଣ କାରୁକାର୍ଯ୍ୟ ଏମିତି ହୋଇଛି ଯେ ଥରେ ଏଠାକୁ ଆସିଲେ ଆଉ ଫେରିବାକୁ ମନେ ହେବ ନାହି । ସେହିଭଳି ଏକ ଭବ୍ୟ ମହଲାରେ ରହୁଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ଯ । ମୋଦୀ ସରକାରରେ ବେସରକାରୀ ବିମାନ ଚଳାଚଳ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ହେଉଛନ୍ତି କ୍ଵାଲିୟରସିନ୍ଧ୍ୟା ରାଜବଂଶର ।

ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିବା ବେଳେ କ୍ଵାଲିୟରରେ ସିନ୍ଧ୍ୟା ରାଜବଂଶ ଯୋଗୁ ଲୋକେ ମାନି ଆସନ୍ତି । ଜନତା ମାନେ ଜ୍ୟୋତିରାଜଙ୍କୁ ମହାରାଜା ମନେ କରୁଛନ୍ତି । କ୍ଵାଲିୟରରେ ଥିବା ଏହି ବିଳାସମୟ ମହଲର ନାଁ ରହିଛି ଜୟ ବିଳାସ ଯାହାର ନିର୍ମାଣ ୧୮୭୪ରେ ହୋଇଥିଲା । ସେହି ସମୟରେ ଜୟ ଜିରାଫସିନ୍ଧ୍ୟା ମହାରାଜ ଭାବେ ଏହି ମହଲର ନିର୍ମାଣ କରିଥିଲେ । ମହଲର ଡିଜାଇନ ବ୍ରିଟେନର ମସୁର ଡିଜାଇନର ମାଇକେଲ ଫିଲୋସ କରିଥିଲେ । ମାନ୍ୟତା ରହିଛି ଏହି ମହଲା ପ୍ରିନ୍ସ ଜଜଙ୍କ ସ୍ଵାଗତ ପାଇଁ କରା ଯାଇଥିଲା ।

୧୮୭୬ରେ ଏମାନେ ଭାରତ ଆସିଥିଲେ । ଜୟ ବିଳାସ ମହଲରେ ୪୪୦ଟି କୋଠରି ରହିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମହଲରେ ଛାତରେ ସୁନା ଲେପ ଦିଆ ଯାଇଛି । ତିନି ମହଲ ବିଶିଷ୍ଟ ଭବ୍ୟ ମହଲରା ଚାରି ପାଖରେ ଆକର୍ଷଣୀୟ କରିବାକୁ ୫୬୦କିଲୋର ସୁନା ଲେପ ଦିଆ ଯାଇଛି । ୪୦୦ଟି କୋଠରି ମଧ୍ୟରୁ ୪୦ଟି କୋଠରିରେ ମ୍ୟୁଜିୟମ କରା ଯାଇଛି । ମ୍ୟୁଜିୟମ ଭିତରେ ଏମିତି କିଛି ସାମଗ୍ରୀ ରହିଛି ସିନ୍ଧ୍ୟା ବଂଶର ସମୃଦ୍ଧିକୁ ଦର୍ଶାଇଥାଏ । ଏଥିରେ ଝାନ୍ସିରାଣୀଙ୍କ ଛତା ଓ ଔରଙ୍ଗଜେବଓ ଶାହାଜାହାନଙ୍କ ଅସ୍ତ୍ର ରହିଛି ।

ଦେଶ ବିଦେଶରେ ଅନେକ କଳାକୃତି ଏଥିରେ ଭାରି ରହିଛି । ଏହି ମହଲକୁ ଶୋଭାକୁ ଦୁଇ ଗୁଣା କରିବା ପାଇଁ ରହିଛି ଦୁଇଟି ଝୁମର ଲାଗିଛି ଯାହାର ଓଜନ ୩୫୦୦ ରୁ ଅଧିକ ହେବ । ଏହି ସୁନ୍ଦର ଝୁମରକୁ ବେଲଜିୟମ କଳାକାର ନିର୍ମାଣ କରିଥିଲେ । କୁହାଯାଏ କି ଏହି ଝୁମାରକୁ ଛାତରେ ଲଗାଇବା ପାଇଁ ୧୦ଟି ହାତୀକୁ ଛାତ ଉପରେ ଚଢା ଯାଇଥିଲା । ଛାତ ଝୁମରର ଓଜନ ସମ୍ଭାଳି ପାରିବ କି ନାହି ଏହି ପରୀକ୍ଷା କରା ଯାଇଥିଲା । ଗୋଟିଏ ସପ୍ତାହ ଧରି ଏହି ପ୍ରକ୍ରିୟା ଚାଲିବା ପରେ ଏହି ଝୁମର ଲଗା ଯାଇଥିଲା ।

ଏହି ମହଲରେ ରୂପାର ରେଳ ରହିଛି । ଏହି ରେଳର ଟ୍ରାକ ଖାଇବା ଟେବଳ ଉପରେ ରହିଛି । କୌଣସି ବିଶେ ଅତିଥିଙ୍କ ଆଗମନ ହେଲେ ଏହି ରୂପା ଟ୍ରେନର ଟ୍ରାକରେ ଖାଇବା ପରୋଷା ଯାଇଥାଏ । ଏହି ମହଲରେ ମହାରାଜାଙ୍କର ଏକ ଦରାବର ରହିଛି । ଯେତେବେଳେ ଏହି ମହଲ ନିର୍ମାଣ ହୋଇଥିଲା ମୂଲ୍ୟ ରହିଥିଲା କୋଟିଏ ଟଙ୍କା । କିନ୍ତୁ ବର୍ତ୍ତମାନର ଏହାର ମୂଲ୍ୟ ୪୦୦୦କୋଟି ଟଙ୍କା ରହିଛି । ଏଠାରେ ବୁଲିବା ପାଇଁ ଭାରତୀୟଙ୍କୁ ୧୫୦ଟଙ୍କାର ଓ ବିଦେଶୀଙ୍କୁ ୮୦୦ଟଙ୍କାର ଟିକେଟ କାଟିବାକୁ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *