ବଲିଉଡର 5 ଫ୍ଲପ ଅଭିନେତା ଯେଉଁ ମାନଙ୍କ ଝିଅ ଦେଖିବାକୁ ବହୁତ ହଟ ଓ ବୋଲ୍ଡ

ବଲିଉଡରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ନିଜର ଅଲଗା ସ୍ଥାନ ଦର୍ଶକ ମାନଙ୍କ ହୃଦୟରେ କରିବାରେ ସଫଳ ହୋଇଛନ୍ତି । କିନ୍ତୁ କିଛି କଳାକାର ମାନେ ନିଜର କ୍ଯାରିୟର ବଲିଉଡରେ ପ୍ରତିଷ୍ଠା କରିବାରେ ଅସଫଳ ହୋଇଛନ୍ତି । କିନ୍ତୁ ତାଙ୍କର ଝିଅ ମାନେ ଦେଖିବାକୁ ଏତେ ସୁନ୍ଦର ଯେ ବହୁତ ଜଲ୍ଦି ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ସେହି ଫ୍ଲପ ଅଭିନେତାଙ୍କ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦେଖିବାକୁ ଗରଜେସ ଲାଗନ୍ତି ।

୧- ସଞ୍ଜୟ କପୁର : ବଲିଉଡରେ ଅନିଲ କପୁର ଓ ବୋନୀ କପୁରଙ୍କ ଭଳି ସଞ୍ଜୟ କପୁର ନିଜର ପରିଚୟ ସୃଷ୍ଟି କରିବାରେ ଅସଫଳ ହୋଇଛନ୍ତି । ସଞ୍ଜୟ କପୁର ଅନେକ ଫିଲମରେ ଅଭିନୟ କରିଥିଲେ ମଧ୍ୟ ବିଶେଷ ସଫଳତା ପାଇପାରି ନାହାନ୍ତି । କିନ୍ତୁ ତାଙ୍କ ଝିଅ ସନାୟା କପୁର ଦେଖିବାକୁ ଷ୍ଟାର କିଡଙ୍କ ଭଳି ଯିଏ ବହୁତ ଜଲ୍ଦି ବଲିଉଡରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ସନାୟା ଦେଖିବାକୁ ବହୁତ ଗ୍ଲାମରିୟସ ଲାଗନ୍ତି ।

୨- ମିଥୁନ ଚକ୍ରବର୍ତ୍ତୀ : ବଲିଉଡରେ ନିଜର ଜବରଦସ୍ତ ଅନ୍ଦାଜରେ ଲୋକପ୍ରିୟ ହୋଇଥିବା ଅଭିନେତା ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ । କିନ୍ତୁ ସେ ତାଙ୍କର ଅଭିନୟ କ୍ଯାରିୟରରେ ଏତେ ସଫଳ ହୋଇପାରି ନାହାନ୍ତି । କିନ୍ତୁ ତାଙ୍କର ଆଡପ୍ଟ କରିଥିବା ଝିଅ ବର୍ତ୍ତମାନ ଦେଖିବାକୁ ବହୁତ ଗରଜେସ ହେବା ସହ ସୋସିଆଲ ମିଡିଆରେ ନିଜର ଫୋଟୋ ପାଇଁ ବେଶ ଚର୍ଚ୍ଚାରେ ରହୁଛନ୍ତି । ବହୁତ ଜଳି ମିଥୁନଙ୍କ ଝିଅ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

୩- ସୂରଜ ପଞ୍ଚୋଲି : ବଲିଉଡରେ ଆଦିତ୍ୟ ପଞ୍ଚୋଲି ଖଳନାୟକ ଭାବେ ଅଭିନୟ କରି କିଛି ଖାସ ପରିଚୟ ସୃଷ୍ଟି କରିପାରି ନାହାନ୍ତି । କିନ୍ତୁ ତାଙ୍କ ଝିଅ ସନା ପଞ୍ଚୋଲି ଦେଖିବାକୁ ବହୁତ ଲାଜବାବ ହେବା ସହ ବଲିଉଡରେ ନିଜର ସୁନ୍ଦରତା ଯୋଗୁ ଖାସ ପରିଚୟ କରି ପାରିବେ ବୋଲି ଆଶା କରା ଯାଉଛି ।

୪- ଗୋବିନ୍ଦା : ବଲିଉଡରେ ନିଜର ନିଆରା ଢଙ୍ଗ ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ହସାଉଥିବା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା । ସେ ତାଙ୍କର ଡାଇଲଗ, ଡ୍ୟାନ୍ସ ପାଇଁ ଫ୍ୟାମ୍ସ ହୋଇଥିଲେ ମଧ୍ୟ ଫିଲ୍ମ କ୍ଯାରିୟରରେ ଫ୍ଲପ ଅଭିନେତା ମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । କିନ୍ତୁ ତାଙ୍କ ଝିଅ ଟିନା ବଲିଉଡରେ ନିଜ ପିତାଙ୍କ ଭଳି ଖାସ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ ମଧ୍ୟ ଆଜି ଯାଏଁ କରିପାରି ନାହାନ୍ତି ।

୫- ଚଙ୍କି ପାଣ୍ଡେ : ବଲିଉଡରେ ଫ୍ଲପ ଅଭିନେତା ମାନଙ୍କ ମଧ୍ୟରେ ଚଙ୍କି ପାଣ୍ଡେ ଙ୍କ ନାଁ ସାମିଲ ଅଛନ୍ତି । କିନ୍ତୁ ଆତଙ୍କ ଝିଅ ଅନନ୍ୟା ପାଣ୍ଡେ ବଲିଉଡରେ ଡ଼େବ୍ୟୁ କରି ସାରିଛନ୍ତି । ସେ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦି ୟିୟାର-୨” ଓ ଅଭିନେତା ଟାଇଗର ଶ୍ରଫଙ୍କ ସହ ନଜର ଆସିଛନ୍ତି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ଏହା ସହ ଅନନ୍ୟା ପାଣ୍ଡେ ନିଜର ଗରଜେସ ଲୁକ ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *