ଆଜି ଶୁକ୍ର ଚଳିଲେ ମେଷ ରାଶିକୁ, ଏହି 3ଟି ରାଶିଙ୍କ ବଦଳିଯିବ ସମୟ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ହେଉଛନ୍ତି ପ୍ରେମ, ବିବାହ, ସୋନ୍ଦାର୍ଜ୍ୟ ର ସୁଖ ର ଗ୍ରହ ଅଟନ୍ତି । ଏହି ଗ୍ରହ କାରଣରୁ ବ୍ୟକ୍ତି ଜୀବନରେ ଭୋଗ ବିଳାସ ଓ ସଫଳତା ଲାଭ କରିଥାଏ । ଶୁକ୍ର ଗ୍ରହଙ୍କୁ ସଂପୂର୍ଣ୍ଣ ବସ୍ତୁ ବାଡିର କାରକ ବୋଲି ବୁଝାଯାଏ । ସେ ନିଜର ଉଚ୍ଚ ରାଶି ମୀନ ରଷିରୁ ବାହାରି ମେ ୨୩ରୁ ମେଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ଜୁନ ୧୮ ତାରିଖ ସକାଳ ଯାଏଁ ରହିବା ପରେ ପୁଣି ଥରେ ନିଜର ରାଶି ଚିହ୍ନ ବୃଷକୁ ଯିବେ । ଏହି ଗୋଚର କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମେଷ ରାଶି : ଶୁକ୍ରଙ୍କର ଏହି ଗୋଚର ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ଖୁସି ନେଇ କରି ଆସୁଛି । ଆପଣଙ୍କ ଆପଣ ଅନେକ କ୍ଷେତ୍ର ରେ ପ୍ରଭାବଶାଳୀ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଟଙ୍କା ରୋଜଗାର ଭଲ ଲକ୍ଷଣ ରହିଛି ।

ବିଦେଶ ଭ୍ରମଣର ଯୋଗ ରହିଛି । ଯେଉଁ ମାନେ ପ୍ରେମ ବିବାହ କରିବାକୁ ଚାହୁଁ କହନ୍ତି ସେମାନଙ୍କ ପାଇଁ ସମୟ ଉତ୍ତମ ରହିବ । ବ୍ୟବସାୟ କରୁଥିବା ବେପାରୀ ମାନେ ଭାଗୀଦାରୀ ଠାରୁ ଦୂରେଇ ରହିବେ । ନଚେତ ଆପଣଙ୍କ ପାଇଁ କ୍ଷତି ହୋଇପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିବ ।

ସିଂହ ରାଶି : ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ଅନେକ ସଫଳତା ନେଇ କରି ଆସୁଛି । ଆପଣଙ୍କର ଆତ୍ମବିଶ୍ଵାସ ଓ ଶକ୍ତି ରେ ବୃଦ୍ଧି ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ପାଇଁ ସମାଜରେ ପ୍ରଶଂସା କରାଯିବ । ଏହି ସମୟ ମଧ୍ୟରେ ଆପଣ ଧର୍ମ କାର୍ଯ୍ୟ ରେ ସକ୍ରିୟ ହେବ । ପରିବାର ସହ ଭଲ ସମୟ ବ୍ଯତୀତ କରିବେ । କୌଣସି ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ ।

ବିଛା ରାଶି : ଶୁକ୍ରଙ୍କର ଗୋଚର କାରଣରୁ ଆପଣଙ୍କ ଜୀବନରେ ଅନେକ ଉତ୍ଥାନ ଓ ପତନ ଘଟିବ । ଏହି ସମୟ ଆପଣଙ୍କ ପାଇଁ ଖରାପ ରହିପାରେ । ଆପଣଙ୍କର ଅନେକ ଶତ୍ରୁ ହୋଇ ପାରନ୍ତି । ତେଣୁ ଆପଣ ନିଜର ପ୍ରତେକ କାମକୁ ଯତ୍ନ ର ସହ କରନ୍ତୁ । ଏହି ସମୟରେ ଆପଣଙ୍କୁ ବିଦେଶରୁ ଲାଭ ପାଇବାର ସମ୍ଭବା ରହିଛି ।

ବିଦେଶୀ କମ୍ପାନୀ ଗୁଡିକରେ ସେବା ବା ନାଗରିକତା ପାଇଁ ପ୍ରବେଶ ଆପଣ ସେଥିରେ ସଫଳ ହେବ । ଧନ ଆଗମନରେ ବାଧା ସୃଷ୍ଟି ହେବ । କର୍ମ କ୍ଷେତ୍ର ରେ ସମସ୍ଯା ହୋଇପାରେ । ଏଥିପାଇଁ ମାନସିକ ଅସାନ୍ତି ଦେଖା ଯାଇପାରେ । ଯେପରି ଜୁନ ୧୮ ତାରିଖ ଆସିବ ସେବେ ଠାରୁ ପୁଣି ଥରେ ଆପଣଙ୍କର ଭାଗ୍ୟ ବଦଳିଯିବ । ଆପଣଙ୍କ ଭାଗେ ରେ ପୁନଶ୍ଚ ଖୁସି ଆସିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *