Anubhab ନିଜ Videoରେ କହିଥିବା ସବୁ କଥାର ଜବାବ ଦଳେ Barsha Priyadarshini, କହିଲେ ମୋ ବିଛେଦର କାରଣ….

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁଇଟି ଭିଡିଓ ଲାଇଭ ହେବା ପରେ ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନୀ । କଟକ ପୁରିଘାଟ ଥାନାରେ ବର୍ଷା ଅନୁଭାବଙ୍କ ନାଁ ରେ ଏତାଲା ଦେଇଛନ୍ତି । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭା ଇ ରା ଲକୁ ପ୍ରତିବାଦ କରି ବର୍ଷା ଏତାଲାରେ ଦର୍ଶାଇଛନ୍ତି କି ଗୋଟେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ଟଙ୍କା ବିରୁଦ୍ଧରେ ଏଭଳି କହି ଅରୁଚିକର ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ ଅପମାନିତ ହେବ ଏଭଳି ଭିଡିଓ ଅନୁଭବ ଅନୁଭବ ଅପ୍ଲୋଡ କରୁଛନ୍ତି ବୋଲି ବର୍ଷା କହିଛନ୍ତି ।

ଭିଡିଓରେ ତାଙ୍କ ନାରୀତ୍ଵରେ ପ୍ରଶ୍ନବାଚି ସୃଷ୍ଟି କରିବା ସହ ଅନୁଭବ ତାଙ୍କ ବିରୁଦ୍ଧରେ ଆରୋପ ଲଗାଇ ଚରିତ୍ର ସଂହାର କରୁଥିବା ମାନସିକ ଭାବରେ ନିର୍ଯ୍ୟାତନା ଦେବାର ଏତାଲାରେ ଦର୍ଶାଇଛନ୍ତି ବର୍ଷା । କେବଳ ଏତିକି ନୁହେଁ ଅନୁଭବ ଓ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ମିଥ୍ୟା ଅଭିଯୋଗ କରିଛନ୍ତି ବର୍ଷା ।

ବର୍ଷା ଏତାଲାରେ ଲେଖିଛନ୍ତି ୨୦୨୦ରେ ଅନୁଭବ ତାଙ୍କୁ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ସେ ରାଜି ନ ଥିଲେ । କିନ୍ତୁ ତାଙ୍କୁ ଧମକ ଦେଇ ଛାଡପତ୍ର ଦେବା ପାଇଁ ବାଧ୍ୟ କରାଇଥିଲେ । ଆଉ ରାଜି ନ ହେଲେ ଅନୁଭବ ବର୍ଷାଙ୍କୁ ବରବାତ କରିବେ ବୋଲି କହିଥିଲେ । ପରେ ବଣ୍ଡ ପେପରରେ ଦସ୍ତଖତ ନେଇଥିଲେ ।

ସେହି ସର୍ତ୍ତ ଥିଲା ବର୍ଷା ଫିଲ୍ମ ଲାଇନ ଛାଡିବେ, ରାଜନୀତିରେ ଯୋଗ ଦେବେ ନାହି, ଏହା ସହ ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀ ଦୁହିଙ୍କର ଛାଡପତ୍ରର କାରଣ ବୋଲି ବର୍ଷା ଏଫାୟାରରେ ଦର୍ଶାଇଛନ୍ତି । ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ବାରମ୍ବାର ଏଫାୟାର ଦେଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାନ୍ତି ଯାହା ଫଳରେ ତାଙ୍କର ବଞ୍ଚିବା କଷ୍ଟକର ହୋଇ ପଡିଛି ।

ତେବେ ପୂର୍ବ ରୁ ମଧ୍ୟ ବର୍ଷା ଅନୁଭାବଙ୍କ ନାଁ ରେ ଥାନାରେ ଏତାଲା ଦେଇ ସାରିଛନ୍ତି । ଯାହା ଫଳରେ ଦୁହିଙ୍କର ବୈବାହିକ ଜୀବନକୁ ନେଇ କୋର୍ଟ ରେ ମାଲା ବିଚାରଧିନ ଅବସ୍ଥାରେ ରହିଛି । ତେବେ ପୁଣି କଣ ପାଇଁ ଅନୁଭବ ବର୍ଷା ଙ୍କ ନାନା ରେ ଏମିତି ମିଥ୍ୟା କଥା କହୁଛନ୍ତି ତାହା ନେଇ ପ୍ରଶ୍ନ କରିଛନ୍ତି ବର୍ଷା ।

ଦୁହେଁ ପରସ୍ପର ବୟକ୍ତିଗତ କଥା କୁ ଲୁଚାଇବା ପାଇଁ ବା ଆଲୋଚନା ନ କରିବା କହୁଥିଲେ ମଧ୍ୟ ନିଜେ ସେହି ଭୁଲ କରିବାରେ ଲାଗିଛନ୍ତି । ଅନୁଭବଙ୍କ ବାନ୍ଧବୀ ଜାଗୃତି ଦୁହିଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି କରିଥିବା ନେଇ ବର୍ଷା ପୂର୍ବ ରୁ ମଧ୍ୟ କହି ସାରିଛନ୍ତି । ତେବେ ବର୍ଷା ଓ ଅନୁଭବଙ୍କ ମଝିରେ ବର୍ଷା ଙ୍କ ପରିବାର ଲୋକେ ମଧ୍ୟ ହାଇରାଣ ହରକତ ହେଉଛନ୍ତି ଯାହା ବର୍ଷା ଏତାଲା ରେ ଦର୍ଶାଇଛନ୍ତି ।

ତେବେ ଏହି କଥା ଟି କେତେ ଗ୍ରହଣୀୟ ତାହା ପ୍ରଶ୍ନ କରିଛନ୍ତି ବର୍ଷା । ପୁର୍ବରୁ ବର୍ଷା ତାଙ୍କର ବାପାଙ୍କୁ ହରାଇଛନ୍ତି ତେବେ କେଉଁ କାରଣ ପାଇଁ ତାଙ୍କ ପରିବାରକୁ ଏମିତି ବଦନାମ କରାଯାଉଛି ବୋଲି ବର୍ଷା କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବର୍ଷାଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *