ଦେଖନ୍ତୁ Video: Subhasis ଓ Anisha କଲେ କୁନି ଝିଅର ଗୃହପ୍ରବେଶ

ଆଜି କାଲିର ଦୁନିଆ ରେ ସବୁ ଜିନିଷ ସୋସିଆଲ ମିଡିଆରେ ସବୁ ଜିନିଷ ଅଛି । କାହାର ଝିଅ ହେଲା କାହାର ପୁଅ ହେଲା କଣ ଅସୁବିଧା ହେଲା ଏ ସବୁ କିଛି ଏବେ ସୋସିଆଲ ମିଡିଆରେ । ତେବେ କିଛି ଦିନ ତଳେ ଆପଣ ଜାଣିଥିବେ କି ଅନିଶା ଓ ସୁବାଶିଷ ଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା ।

ତାର ଗୃହ ପ୍ରବେଶ ପାଇଁ ସେମାନେ କିଛି ଆୟୋଜନ କରିଛନ୍ତି । ଆଜି କାଲୀ ଦୁନିଆରେ ସବୁ ପ୍ରକାର ଜିନିଷ ବଦଳିବା ରେ ଲାଗିଛି । ସବୁ କିଛି ଜିନିଷ ର ମାନେ ମଧ୍ୟ ବଦଳିଛି । ଆଗରୁ ଲୋକ ମାନେ ନିଜ ଘରକୁ ଆସୁ ଥିବା ବ୍ଯକ୍ତିର ସ୍ଵାଗତ ଥାଳି ଧରୀ ପୂଜା କରି ଆରମ୍ଭ କରିଥିଲେ ।

କିନ୍ତୁ ଏବେ ଏହାକୁ କେକ କାଟି ଆମେ ମନାଉ ଛୁ ଆଜ୍ଞା ହଁ ଏହି ଖୁଶିରେ ଏକ ଛୋଟ ପାର୍ଟି ର ଆୟୋଜନ କରିଥିଲେ ଅନିଶା ଓ ସୁବାଶିଷ ଓ ଏହା ସହ ତାଙ୍କ ଝିଅ କୁ ଆଶୀର୍ବାଦ ଦେବା ପାଇଁ ସବୁ ଲୋକଙ୍କୁ ଅନୁରୋଧ କରିଥିଲେ ।

ଆପଣ ମାନେ ତ ଏହି ଦୁଇ ଯୋଡି ଙ୍କୁ ଖୁବ ଭଲ ଭାବେ ଜାଣି ଥିବେ । ଏହି ଦୁଇ ଯୋଡି ନିଜର ଭିତରେ ଖୁବ ଭଲ ବୁଝାମଣା ରାଖୀ ନିଜକୁ ସମୟ ସହ ତାଳ ଦେଇ ଆଗକୁ ବଢି

ଛନ୍ତି ତେବେ କହିବା ପାଇଁ ଗଲେ ଆପଣ ମାନେ ଏହି ଦୁଇ ଯୋଡି ଙ୍କୁ ଚଳଚିତ୍ର ଓ ସିରିୟାଲ ରେ ଦେଖିଥିବେ । ବିବାହ ପରେ ଅନିଶ କିଛି ଦିନ ପାଇଁ ଏହି ଦୁନିଆରୁ ଦୂରେଇ ଯାଇଥିଲେ କିନ୍ତୁ କିଛି ଦିନ ପରେ ସେ ନିଜକୁ ବ୍ୟସ୍ତ ର୍ରଖିବା ପାଇଁ କେତେବେଳେ କେମିତି କିଛି ଅଭିନୟ କରିଥିଲେ । ଏହା ପରେ ଏବେ ସେ ଏକ ନୂଆ ଦୁନିଆ ରେ ପାଦ ଦେଇଛନ୍ତି ।

ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ରେ ସେ ନିଜକୁ ସବୁ ଠାରୁ ଭଲ ଯାତ୍ରୀ ବୋଲି ପ୍ରମାଣିତ କରନ୍ତୁ ଏହା ହି ଆମେ ଜଗନ୍ନାଥ ଙ୍କ ପାଖରେ ପ୍ରଥନା କରିବୁ । ତାଙ୍କ ଝିଅକୁ ମଧ୍ୟ ଭଗବାନ ଖୁବ ଭଲ ରଖନ୍ତୁ ଓ ଖୁବ ଭଲ ସ୍ଵାସ୍ଥ ସହ ଆଗକୁ ଉର୍ନତି କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *