Subhasish ଓ Anishaଙ୍କ ଝିଅକୁ ଏହି ଦାମୀ ଗିଫ୍ଟ ଦେଲେ ହିରୋଇନ Jhilik, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ପରି ଓଲିଉଡ ମଧ୍ୟ ନିଜ ପାଇଁ ଏକ ସ୍ଵତନ୍ତ୍ର ଜାଗା କରି ସାରିଛି । ତେବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯେଉଁ ଭି କାମ କରୁଛେ କିମ୍ବା ଯାହା ଭି ଚିନ୍ତା ଧାରା ରଖିଚେ ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉଛି । ଏହା କହିବାର ମାନେ ହେଉଛି ଯେଉଁ ଭି ସିରିୟାଲ ହେଉ କିମ୍ବା ଯେଉଁ ଭି ଚଳଚିତ୍ର ହେଉ ସବୁ ଜାଗାରେ ଆମେ ଦେଖିବା ପାଇଁ ପାଇଛେ କେବଳ ଆମ ଘରେ ହେଉଥିବା କିମ୍ବା ସମାଜରେ ହେଉଥିବା ଘଟଣା ର ଜୀବନ୍ତ ଚିତ୍ର କୁ ।

ତେବେ ଏହାକୁ ଉପସ୍ଥାପନା କରୁଥିବା ଲୋକ ଓ ମହିଳା ମାନଙ୍କୁ ଆମେ ହିରୋ ଓ ହିରୋଇନ କହି ଥାଉ । କିନ୍ତୁ ଦେଖିବା ପାଇଁ ଗଲେ ଏମାନେ କେବଳ ଆମକୁ ନିଜ ଅଭିନୟ ଦ୍ଵାରା ଖୁଶି କରେଇ ନଥାନ୍ତି ।

ଏମାନେ ଆମ ପାଇଁ ଏକ ଉଦାହରଣ ମଧ୍ୟ ହୋଇ ଯାଇଥାନ୍ତି । ଆମେ ଏମାନଙ୍କୁ ଦେଖି ଅନେକ ଜିନିଷ ଶିଖି ଥାଉ । ସିନେମାରେ କିମ୍ବା ସିରିୟାଲ ରେ କେବଳ ଖରାପ ଜିନିଷ ଦେଖୁ ତାହା ନୁହେଁ ଆମେ ଏହି ଥିରୁ ଅନେକ ଭଲ କଥା ମଧ୍ୟ ଶିଖି ଥାଉ ।

ଯେଉଁ ପଟେ ଗୋଟେ ଆଡେ ଆମେ ଦେଖିବା ପାଉକି ସେମାନେ ନିଜ ବ୍ୟକ୍ତି ଗତ ଜୀବନକୁ ନେଇ ସବୁ ବେଳେ ବିଶୃଙ୍ଖଳିତ ସେହି ଭଳି ଆଉ ଏକ ଘଟଣା ମଧ୍ୟ ଆମେ ଦେଖି ପାରିବା କି କିଛି ଏହି ଭଳି ଯୋଡି ଅଛନ୍ତି ଯେଉଁ ମାନେ ସବୁ ବେଳେ ଖୁଶିରେ ଓ ଭଲରେ ରୁହନ୍ତି । ସେହି ଯୋଡି ମାନଙ୍କ ମଧ୍ୟରୁ ଏକ ଯୋଡି ହେଉଛି ଅଭିନେତା ସୁବାଶ ଓ ଅଭିନେତ୍ରୀ ଅନିଶା । ଦୁଇ ଜଣ ଅଭିନୟ ଦୁନିଆରେ ଥିବା ବେଳେ ସେମାନଙ୍କ ସମ୍ପର୍କ ଖୁବ ଭଲ ଥାଏ । ଏବେ କିଛି ଦିନ ତଳେ ତାଙ୍କର ଏକ ସୁକନ୍ୟା ହୋଇଛି ।

ଏହା ବିଷୟରେ ମଧ୍ୟ ଅନିଶା ନିଜ ସୋସିଆଲ ମିଡିଆରେ ରେ କହିଥିଲେ ଓ କିଛି ଫଟ ମଧ୍ୟ ଛାଡି ଥିଲେ । ଏହି ଶୁଭ ଯୋଗରେ ତାଙ୍କୁ ଅଭିନେତ୍ରୀ ଝିଲ୍ଲିକ କିଛି ଉପହାର ଦେଇଛନ୍ତି ତାଙ୍କ କୁନି ଝିଅଙ୍କୁ । ସେ ଏକ ବ୍ରେସଲେଟ ଓ କିଛି ଛୋଟ ପିଲାଙ୍କ ଜିନିଷ ଉପହାର ରେ ଦେଇଛନ୍ତି ତାଙ୍କୁ । ଏହା ପାଇଁ ଅନିଶା ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଝିଲ୍ଲିକ ମଧ୍ୟ ପ୍ରତି ଉତାର ରେ କହିଛନ୍ତି କି ସେ ତାଙ୍କର କୁନି ବନ୍ଧୁ ଙ୍କ ପାଇଁ ଏହି ସବୁ ଉପହାର ଦେଇଛନ୍ତି ଓ ଧନ୍ୟବାଦ ମାଧେ ଦେଇଛନ୍ତି । ଝିଲ୍ଲିକ ସୁବାଶିଶ ଓ ଅନିଶା ଖୁବ ଭଲ ବନ୍ଧୁ ଅଟନ୍ତି ।

Leave a Reply

Your email address will not be published. Required fields are marked *