ବର୍ତମାନ ସମୟରେ ସମସ୍ତଙ୍କ ପ୍ରାକୃତିକ ସୁନ୍ଦରତା ଗାୟବ ହବାକୁ ଲାଗିଛି, ଏବେ ସମସ୍ତଙ୍କୁ ନିଜ ସୁନ୍ଦରତା ଦେଖେଇବା ପାଇଁ ମେକଅପ ସାହାରା ନବାକୁ ପଡୁଛି, ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସେବନ ଦ୍ଵାରା ଆପଣଙ୍କ ସବୁ ପ୍ରକାର ପିମ୍ପଲ ଏବଂ ଚର୍ମ ଅସୁବିଧା ଦୂର ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏହି ବିଶେଷ ଜିନିଷ ବିଷୟରେ କହିବାକୁ ଯାଉଛୁ ଏହା ଛଡା ଆଜିକା ସମୟରେ ଲୋକଙ୍କ ଖାଦ୍ଯ ଶ୍ରେଣୀ ଏତେ ଖରାପ ଅଛି ଯେ ପୋଷ୍ଟିକ ଖାଦ୍ୟ କେବେ ବି ଖାଉ ନାହାନ୍ତି ଓ ଜଙ୍କ ଫୁଡ ଭଳି ଜିନିଷ ଉପରେ ବିଶେଷ ମନ ଦଉଛନ୍ତି ।

୧. ନିମ୍ବ ପତ୍ର :
ପ୍ରତି ଦିନ ସକାଳେ କେବଳ ୨ଟି ନିମ୍ବ ପତ୍ର ଚୋବେଇ ଖାନ୍ତୁ । ନିମ୍ବରେ ବହୁତ ପ୍ରକାର ଆଣ୍ଟି ବେକ୍ଟେରିଆ ଗୁଣ ହୋଇଥାଏ ଯାହା ବହୁତ ପ୍ରକାର ଖରାବ ଜୀବନକୁ ମାରି ଥାଏ ଏବଂ ଆମକୁ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ରଖିବାରେ ସାହାଜ୍ଯ କରିଥାଏ ସେଥିପାଇଁ ଅଧିକ ଦରକାର ନାହିଁ ପ୍ରତି ଦିନ ସକାଳେ କେବଳ ଦୁଇଟି ନିମ୍ବ ପତ୍ର ଖାଇବା ଉଚିତ ।

ନିମ୍ବ ପତ୍ର ଆଗ କାଳରେ ବହୁତ ବ୍ୟବହାର କରା ଯାଉଥିଲା ସେଥିପାଇଁ ସେହି ସମୟ ଲୋକ ଏତେ ଶୀଘ୍ର ବୁଢା ବା ଅସୁନ୍ଦର ହେଉ ନଥିଲେ । ଆଗ କାଳରେ କପଡା ରଖିବା ପାଇଁ ମଧ୍ୟ କପଡା ଭିତରେ ନିମ୍ବ ପତ୍ର ରଖା ଯାଉଥିଲା କାହିଁକିନା ନିମ୍ବ ପତ୍ର ଦ୍ଵାରା କପଡା ଜୀବାଣୁ ମାନଙ୍କ ଠାରୁ ସୁରକ୍ଷିତ ହୋଇଥାନ୍ତି । ତେବେ ନିମ୍ବ ପତ୍ର ସେବନ କଲେ ଆମ ଶରୀରରେ କୌଣସି ପ୍ରକାର ଚର୍ମ ରୋଗ ହୋଇନଥାଏ ।

୨. ଡାଲି :
ଭାରତ ଏମିତି ଗୋଟେ ଦେଶ ଯେଉଁ ଜାଗାରେ ଲୋକଙ୍କୁ ଡାଲି ବହୁତ ପସନ୍ଦ ଓ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଡାଲିରେ ବହୁତ ମାତ୍ରାରେ ପୋଷଣ ଥାଏ ସେଥିପାଇଁ ପ୍ରତି ଦିନ ଡାଲି ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ, ଡାଲି ଆଜିକା ଲୋକ ବହୁତ କମ ସେବନ କରୁଛନ୍ତି ଆଜିକା ଲୋକଙ୍କୁ ତେଲ ମସଲା ବହୁତ ପସନ୍ଦ ଆସୁଛି ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ । ତେବେ ନିଜ ସ୍ୱାସ୍ଥ୍ୟ ଉପରେ ନିଜେ ଧ୍ୟାନ ରଖନ୍ତୁ ଓ ଡାଲି ପ୍ରତି ଦିନ ସେବନ କରିବା ଆରମ୍ଭ କରନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।