ସୂର୍ଯ୍ୟାସ୍ତ ସମୟରେ ଏହି 5ଟି କାମ ଭୁଲରେ ବି କରନ୍ତୁ ନାହିଁ, ନଚେତ ସାରା ଜୀବନ ରହିବେ ଦରିଦ୍ର

ସୂର୍ଯ୍ୟାସ୍ତ ପରେ ଏମିତି କିଛି କାମ ରହିଛି ଯାହା ଭୂଲରେ ବି କରିବା ଉଚିତ ନୁହେଁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟାସ୍ତ ପରେ ଏହି ସବୁ କାମ କରାଯାଏ ତେବେ ତାହା ଦରିଦ୍ରତାର କାରଣ ହୋଇଥାଏ ବୋଲି ଉଲ୍ଲେଖ କରା ଯାଇଛି । ସୂର୍ଯ୍ୟାସ୍ତ ପରେ ଏମିତି କିଛି ଜିନିଷ ମ ଧ୍ୟଅନ୍ୟ କୁ ଦେବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ କେଉଁ କାମ ସୂର୍ଯ୍ୟାସ୍ତ ପରେ କରିବା ଅନୁଚିତ ତାହା କହିବାକୁ ଯାଉଛୁ ।

୧- ସୂର୍ଯ୍ୟାସ୍ତ ପରେ ଖଟ କୁ ଲାଗିକି ବସିବା ଉଚିତ ନୁହେଁ । କାରଣ ଏହା ମୃ-ତ୍ୟୁର କାରଣ ହୋଇପାରେ । ଏହା ସହ ସୂର୍ଯ୍ୟାସ୍ତ ପରେ କାନ୍ଦିବା ଉଚିତ ନୁହେଁ । ଏହା ମଧ୍ୟ ମୃ-ତ୍ୟୁର କାରଣ ହୋଇପାରେ । ଏହା ସହ ଦହି କାହାକୁ ଦେବା ଉଚିତ ନୁହନେ । କାରଣ ଦହି ଶୁକ୍ର ଗ୍ରହର ବୈଭବ ବୋଲି ମାନାଯାଏ । ଶୁକ୍ର ଗ୍ରହକୁ ଧନର ଦେବତା ବୋଲି ମାନ୍ୟତା ରହିଛି । ସୂର୍ଯ୍ୟ ଅସ୍ତ ହେବା ପରେ ଦହି ଅନ୍ୟକୁ ଦେବା ଦ୍ଵାରା ଗୃହରେ ସୁଖ ସମୃଦ୍ଧିର କମି ଆସିଥାଏ । ଘରର କୌଣସି ଜିନିଷ ସନ୍ଧ୍ୟା ସମୟରେ ଅନ୍ୟକୁ ଦେବା ଉଚିତ ନୁହେଁ ।

୨- ସୂର୍ଯ୍ୟାସ୍ତ ହେବା ସମୟରେ ଖାଇବା ଓ ଶୋଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଅସାନ୍ତି ଲାଗି ରହିବା ସହ ଧନର ଅଭାବ ଦେଖାଯାଏ । ଏହା ସହ ସ୍ୱାସ୍ଥ୍ୟ ହାନି ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଯେଉଁ ବ୍ୟକ୍ତି ଶୋଇରୁହେ ତାର ଭାଗ୍ୟ ମଧ୍ୟ ଶୋଇଯାଏ ବୋଲି କୁହାଯାଏ । ସୂର୍ଯ୍ୟାସ୍ତ ସମୟରେ କରଜ ନେବା ବା କରଜ ଦେବା ଭୁଲରେ କରିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିଥାଏ ।

୩- ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ପୋଛା ମାରିବା ବନ୍ଦ କରନ୍ତୁ । ଯଦି ଏପରି ହୁଏ ତେବେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇପାରେ ନାହାଇ । ଏହା ସହ ଧନ ମଧ୍ୟ ହାନି ହୋଇଥାଏ । ଏହା ସହ ଘରେ ଅଭାବ ଓ ଦରିଦ୍ରତା ଦେଖା ଯାଇଥାଏ ।

୪- ସୂର୍ଯ୍ୟାସ୍ତ ପରେ ନଖ କାଟିବା ବା ଚୁଟି କାଟିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ନାକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ । ଏହା ସହ ଧନ ହାନି ହୋଇଥାଏ । ଏହା ବ୍ଯତୀତ ସୂର୍ଯ୍ୟ ଅସ୍ତ ପରେ ଗୋଡ ହଲାଇବା ଉଚିତ ନୁହେଁ ।

୫- ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ଛିଡାଇବା ଉଚିତ ନୁହେଁ । ତୁଳସୀ ଗଛରେ ଦୀପ ଲଗାଇ ପୂଜା କରିବା ଉଚିତ । ଏହି ସମୟରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୁଏ ନାହି । ଘରେ କଳହ ଲାଗି ରହିବା ସହ ଧନର ଘୋର ଭାବ ଦେଖା ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *